କରୋନା ପଜିଟିଭ ବାହାରିବାରୁ ପଞ୍ଚାୟତକୁ ୨୪ ଘଣ୍ଟା ସଟଡାଉନ ଘୋଷଣା ।

0 203

କଳାହାଣ୍ଡି,(ପିପିଟି),୧୩/୦୬,କଳାହାଣ୍ଡି ଜିଲ୍ଲା ନର୍ଲା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଥିବା କର୍ମଚାରୀ ୨ ଜଣ ମହିଳାଙ୍କୁ କୋରନା ପଜିଟିଭି ଥିବା ଏବଂ ରୁପ୍ରlରୋଡ ଗ୍ରାମପାୟତର ବିଲାଟ ଗ୍ରାମର ଜଣେ ଯୁବକ ରାଜ୍ୟ ବାହାରୁ ଆସି  କ୍ବାରେଣ୍ଟାଇନରେ ରହି ଘରେ ରହିଥିବା ବେଳେ ତାର ରକ୍ତ ନମୁନା ରେ କୋଭିଡ୍ ଥିବା ଜଣା ପଡିବା ପରେ  ରୁପ୍ରlରୋଡ ସରପଞ୍ଚ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏବଂ ବ୍ଲକ ପ୍ରଶାସନ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ନର୍ଲାକୁ ସିଲ କରିଥିଲେ ଏବଂ ନର୍ଲା ର ସମସ୍ତ ଅଞ୍ଚଳକୁ ୪୮ ଘଣ୍ଟା ସମ୍ପୂର୍ଣ୍ଣ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ରୁପ୍ରlରୋଡ ପଂଚାୟତକୁ ୨୪ ଘଣ୍ଟା ସଟଡାଉନ କରିଛନ୍ତି ।
ରିପୋର୍ଟ – ବବୁଲୁ ସାହୁ ।

Leave A Reply

Your email address will not be published.