କରୋନା, କରୋନା , କରୋନା, କରୋନା କୁ ଜମା ଡର ନା ।

0 46

ପୋଲସରା,(ପିପିଟି)୦୬/୦୬,ମହାମାରୀ କରୋନା ର ପ୍ରଭାବରେ ସାରା ପୃଥିବୀ ସନ୍ତୁଳିତ ହେଉଥିବା ବେଳେ ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ଖଣ୍ଡୁରୁ ଗ୍ରାମ ପଞ୍ଚାୟତ ଅଧୀନସ୍ଥ ଚଡିଆପଡା ବହୁମୂଖୀ ବାତ୍ୟା ଆଶ୍ରୟ ସ୍ଥଳ ଠାରେ ରହୁଥିବା ପ୍ରବାସୀ ଓଡିଆ ମାନଙ୍କୁ ଶିକ୍ଷକ କୁମୁଦ ଚନ୍ଦ୍ର ଦଳେଇ ଯୋଗ, ପ୍ରାଣାୟାମ ଓ କୋଭିଡ୍ -୧୯ ଭୁତାଣୁର ସଂକ୍ରମଣ ଓ ତାର ମୁକାବିଲା ସମ୍ପର୍କରେ ପ୍ରତିଦିନ ସନ୍ଧ୍ୟା ୫ ଘଣ୍ଟ ଠାରୁ ୬ଘମ୍ଟ ପର୍ଯ୍ୟନ୍ତ ଶିକ୍ଷା ଦାନ ଅବ୍ୟାହତ ରଖିବା ସହ ସଂଘ ରୋଧ କେନ୍ଦ୍ରରେ ଶାନ୍ତି ଶୃଙ୍ଖଳା ରକ୍ଷା କରି ପରସ୍ପର ମଧ୍ୟରେ ସାମାଜିକ ଦୂରତ୍ୱ ଜାତି ରଖିବା ସହ ମାସ୍କ ପିନ୍ଧି ରହିବାକୁ ପ୍ରବର୍ତ୍ତାଇ ଥିଲେ ଏଥିରେ ନିଯୁକ୍ତ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ, ପଞ୍ଚାୟତର ନୋଡାଲ ଅଫିସର ଶ୍ରୀ ପଣ୍ଡା ତଥା ଅଙ୍ଗନୱିଡି କର୍ମୀ ଓ ସହାୟିକାମାନେ ପୂର୍ଣ୍ଣ ସହଯୋଗ କରିଥିଲେ ପଞ୍ଚାୟତର ସରପଞ୍ଚ ଓ ସ୍ଵେଚ୍ଛାସେବୀ ମାନେ ମଧ୍ଯ ଆଶା ଗ୍ରହଣ କରିଥିଲେ ।
ରିପୋର୍ଟ – ସନ୍ତୋଷ କୁମାର ପଣ୍ଡା ।

Leave A Reply

Your email address will not be published.