ଓଡିଶା ପ୍ରବେଶ କରିବା ପୂର୍ବରୁ କରୋନା ଟେଷ୍ଟ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ।

0 746

କଟକ,୦୭/୦୫,ପ୍ରବାସୀ ଓଡିଆଙ୍କୁ ଫେରାଇ ଆଣିବାରେ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଏକ ଜନ ସ୍ବାର୍ଥ ମାମଲାର ଶୁଣାଣି କରି ନିର୍ଦ୍ଦେଶ ଦେଇଛନ୍ତି ବାହାର ରାଜ୍ୟରୁ ପ୍ରବାସୀ ଓଡିଆ ଫେରିବା ପୂର୍ବରୁ କରୋନା ଟେଷ୍ଟ ନେଗେଟିଭ୍ ଆସିବା ଦରକାର ।

Leave A Reply

Your email address will not be published.