ଓଡିଶାର ବିଭିନ୍ନ ସହରର ତାପମାତ୍ରା ।

0 19

ଭୁବନେଶ୍ବର,୧୩/୦୪ – ଲକ୍ ଡାଉନ ସଙ୍ଗକୁ ବିଦ୍ଯୁତ କାଟ ଯୋଗୁଁ ଜନଜୀବନ ଅସ୍ତବ୍ଯସ୍ତ ହେଉଛି ।ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଲାଣି ।ଓଡିଶାର ବିଭିନ୍ନ ସହରରେ ଆଜିର ତାପମାତ୍ରା ହେଉଛି  ଟିଟିଲାଗଡ ୪୧‌‌ ଡିଗ୍ରୀ ରହିଥିବା ବେଳେ ଜାଯପୁର,ବାରିପଦା,ସୋନପୁର,ବଲାଙ୍ଗୀର ଏହି ସମସ୍ତ ସହରରେ ୪୧ ଡିଗ୍ରୀ ରହିଛି ।ସେହି ଭଳି କଟକ,ବରଗଡ,ରାଉରକେଲା,ଭଦ୍ରକ,ମାଲକାନଗିରି,ଭବାନୀପାଟଣାରେ ତାପମାତ୍ରା  ୪୦ ଡିଗ୍ରୀ ରହିଛି ।ଭୁବନେଶ୍ବରରେ ୩୯ ଡିଗ୍ରୀ ଥିବା ବେଳେ ବ୍ରହ୍ମପୁର ୩୭ ଡିଗ୍ରୀ ରହିଥିଲା ।

Leave A Reply

Your email address will not be published.