ଏଆଇକେଏସ ଓ ବିକେଏମୟୁ ପକ୍ଷରୁ ପ୍ରତିବାଦ ।

0 324

ଜଗତସିଂହପୁର ,୧୦/୦୭(ପିପିଟି); ଅଖିଳ ଭାରତ କୃଷକ ସଭା ଓ ଭାରତୀୟ କ୍ଷେତ ମଜଦୂର ୟୁନିଅନର ଆହ୍ଵାନ କ୍ରମେ ଏଆଇକେଏସ୍ ଜଗତସିଂହପୁର ଜୋନାଲ କମିଟି ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ କୃଷକ ସଚେତନତା ଓ ପ୍ରତିବାଦ ସଭା ର ଆୟୋଜନ କରାଯାଇଛି । କେନ୍ଦ୍ର ଓ ରାଜ୍ୟସରକାରଙ୍କ  କୃଷକ ସ୍ବାର୍ଥ ବିରୋଧୀ ଯୋଜନା ସଂପର୍କରେ କମିଟିର ସଭାପତି ନାରାୟଣ ଦାସ ଓ ସଂପାଦକ ନଟବର ନାୟକ କୃଷକମାନଙ୍କୁ ଅବଗତ କରିଵା ସହ ଶାନ୍ତିପୂର୍ଣ୍ଣ ଭାବେ ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି ।

Leave A Reply

Your email address will not be published.