ଆସ୍କା ବାବନପୁର ଠାରେ ନୂତନ କୋଭିଡ୍ କେୟାର ସେଣ୍ଟର ଉଦ୍‌ଘାଟିତ ।

0 551

ଆସ୍କା,୧୧/୦୮(ପିପିଟି); ଗଞ୍ଜାମ ଜିଲ୍ଲାର ଆସ୍କା ବ୍ଲକ୍ ଅନ୍ତର୍ଗତ ବାବନପୁର ଠାରେ ନୂତନ କୋଭିଡ୍ କେର ସେଣ୍ଟର ଉଦ୍‌ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆସ୍କା ବିଧାୟିକା ମଞ୍ଜୁଳା ସ୍ବାଇଁ,ଆସ୍କା ସାଂସଦ ପ୍ରମିଳା ବିଷୋୟୀ,ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ,ପିଡି ଇଂ.ସିଦ୍ଧାର୍ଥ ଶଙ୍କର ସ୍ବାଇଁ,ଆସ୍କା ବ୍ଲକ୍ ଅଧ୍ଯକ୍ଷଙ୍କ ସମେତ ବିଭିନ୍ନ ଅଧିକାରୀ ଓ ପଞ୍ଚାୟତ ନିର୍ବାଚିତ ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.