ଆମ ସ୍ବାସ୍ଥ୍ୟ ଆମ ଦାୟିତ୍ୱ କାର୍ଯ୍ୟକ୍ରମ ।

0 289

ଶେରଗଡ,(ପିପିଟି ନ୍ଯୁଜ୍)୦୪/୦୬,ଆମ ସ୍ୱାସ୍ଥ୍ୟ ଆମ ଦାୟିତ୍ବ । ବିଶ୍ୱ ମହାମାରି କରୋନା ଭାଇରସ ଆମ ସ୍ୱାସ୍ଥ୍ୟ ଆମ ଦାୟିତ୍ୱ ବା ସ୍ୱୟଂସିଦ୍ଧା  l  ବିଶ୍ୱ ମହାମାରି କରୋନା ଭାଇରସ ଦିନ କୁ ଦିନ ବଢ଼ିବାରେ ଲାଗିଛି l ଓଡିଶା ଗଞ୍ଜାମ ଜ଼ିଲ୍ଲାର ସବୁଠୁ ଅଧିକ ସଂକ୍ରମିତ ହେବାରେ ଲାଗିଛି l ଏଥି ଲାଗି ଗଞ୍ଜାମ ଜ଼ିଲ୍ଲା ପ୍ରଶାସନବା ଜ଼ିଲ୍ଲାପାଳ  ଆରମ୍ଭ କରିଛନ୍ତି ଆମ ସ୍ୱାସ୍ଥ୍ୟ ଆମ ଦାୟିତ୍ୱ ବା ସ୍ୱୟଂ ସିଦ୍ଧା l ଗଞ୍ଜାମ ଜ଼ିଲ୍ଲା ଶେରଗଡ଼ ବ୍ଲକ ର ସମସ୍ତ ପଂଚାୟତରେ ବିଡ଼ିଓ ଶ୍ରୀ ସୁରଞ୍ଜନ ସାହୁଙ୍କ ନେତୃତ୍ୱ ରେ ଏହି କାର୍ଯ୍ୟକ୍ରମ ଆଗେଇ ଚାଲିଛି ଆଜି ବ୍ରାହ୍ମଣ ଛାଇ ଗ୍ରାମ ପଂଚାୟତ ରେ ବ୍ଲକ ସଂଯୋଜକ ଆଲୋକ କୁମାର ପଟ୍ଟନାୟକ ଉପସ୍ଥିତ ରହି କରୋନା ରୁ ଜନସାଧାରଣ କିପରି ସଚେତନ ରହିବ ସମସ୍ତ ସ୍ୱଚ୍ଛସେବୀ କୁ ସଚେତନ କରିଥିଲେ ନିଜେ ସଚେତନ ରହିବା ସହିତ ପ୍ରତ୍ୟେକ ଗ୍ରାମରେ କେମିତି ସଚେତନ ରହିବ ତାହା ଉପରେ ଆଲୋଚନା କରି ଉପସ୍ଥିତ ସ୍ୱଚ୍ଛ ସେବୀ ମାନଙ୍କୁ ସଚେତନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ରାହ୍ମଣଛାଇ ପଂଚାୟତର ବିଜୁ ଯୁବ ବାହିନୀର ସଦ୍ୟସ ମାନେ, ଅଙ୍ଗନବାଡି କର୍ମୀ,  ଆଶା କର୍ମୀ, ଶିକ୍ଷକ ମାନେ ଓ ମିଶନ ଶକ୍ତିର କର୍ମୀ ଏବଂ ଗ୍ରାମର ଯୁବ ଗୋଷ୍ଠି ଉପସ୍ଥିତ ରହିଥିଲା । ଆଗାମୀ ଦିନରେ କେମିତି ସମସ୍ତେ ସଚେତନ ରହିବେ ତାହା ଉପରେ ଆଲୋଚନା କରାଯାଇଥିଲା ।ଓଡିଶାର ଗଞ୍ଜାମ ଜ଼ିଲ୍ଲାର ସବୁଠୁ ଅଧିକ ସଂକ୍ରମିତ ହେବାରେ ଲାଗିଛି । ଏଥି ଲାଗି ଗଞ୍ଜାମ ଜ଼ିଲ୍ଲା ପ୍ରଶାସନବ ଆରମ୍ଭ କରିଛନ୍ତି ଆମ ସ୍ୱାସ୍ଥ୍ୟ ଆମ ଦାୟିତ୍ୱ । ଗଞ୍ଜାମ ଜ଼ିଲ୍ଲା ଶେରଗଡ଼ ବ୍ଲକର ସମସ୍ତ ପଂଚାୟତରେ ବିଡ଼ିଓ ସୁରଞ୍ଜନ ସାହୁଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଆଗେଇ ଚାଲିଛି ଆଜି ବ୍ରାହ୍ମଣ ଛାଇ ଗ୍ରାମ ପଂଚାୟତରେ ବ୍ଲକ ସଂଯୋଜକ ଆଲୋକ କୁମାର ପଟ୍ଟନାୟକ ଉପସ୍ଥିତ ରହି କରୋନାରୁ ଜନସାଧାରଣ କିପରି ସଚେତନ ରହିବ ସମସ୍ତ ସ୍ୱଚ୍ଛାସେବୀଙ୍କୁ ସଚେତନ କରିଥିଲେ , ନିଜେ ସଚେତନ ରହିବି ସହିତ ପ୍ରତ୍ୟେକ ଗ୍ରାମରେ କେମିତି ସଚେତନ ରହିବ ତାହା ଉପରେ ଆଲୋଚନା କରି ଉପସ୍ଥିତ ସ୍ୱଚ୍ଛାସେବୀ ମାନଙ୍କୁ ସଚେତନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ରାହ୍ମଣଛାଇ ପଂଚାୟତର ବିଜୁ ଯୁବ ବାହିନୀର ସଦ୍ୟସ ମାନେ ,ଅଙ୍ଗନବାଡି କର୍ମୀ,  ଆଶା କର୍ମୀ, ଶିକ୍ଷକ ମାନେ ଓ ମିଶନ ଶକ୍ତିର କର୍ମୀ ଏବଂ ଗ୍ରାମର ଯୁବ ଗୋଷ୍ଠି ଉପସ୍ଥିତ ରହିଥିଲେ । ଆଗାମୀ ଦିନରେ କେମିତି ସମସ୍ତେ ସଚେତନ ରହିବେ ତାହା ଉପରେ ଆଲୋଚନା କରାଯାଇଥିଲା ।
ରିପୋର୍ଟ – ଭିକୁ ନାୟକ ।

Leave A Reply

Your email address will not be published.