ଗ୍ରାମାଞ୍ଚଳରୁ ଲୁକ୍କାୟିତ ପ୍ରତିଭାମାନଙ୍କୁ ଲୋକଲୋଚନକୁ ଆଣିବ ଖେଳ ମହୋତ୍ସବ: ଧର୍ମଶାଳା ବିଧାୟକ ହିମାଂଶୁ ।

ଯାଜପୁର,୩୦/୧୧(ପିପିଟି): ଆଜି ସ୍ଥାନୀୟ ଧର୍ମଶାଳା ନିର୍ବାଚନ ମଣ୍ଡଳୀର ଜାରକା ଷ୍ଟାଡିୟମ୍ ପରିସରରେ ସାଂସଦ ଖେଳ ମହୋତ୍ସବ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନ୍ୟବର ଯାଜପୁର ସାଂସଦ ଡ଼ା.…
Read More...

ଜନସମ୍ପର୍କ ପଦଯାତ୍ରା ଘର ଘର ବୁଲିବୁ, ସମ୍ପର୍କ ମଜବୁତ କରିବୁ : ପ୍ରୀତି ରଞ୍ଜନ ।

କାଳିଆପାଣି,୩୦/୧୧(ପିପିଟି):ବିଜୁ ଜନତା ଦଳ ପକ୍ଷରୁ କାଳିଆପାଣି ଖଣିଅଞ୍ଚଳରେ ଆଜି ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ସାର୍ବଜନୀନ ଦୁର୍ଗାପୂଜା ପଡିଆଠାରୁ ଆରମ୍ଭ ହୋଇ ପ୍ରୀତିନଗର କେଟିଏଲ୍ କ୍ୟାମ୍ପ ପର୍ଯ୍ୟନ୍ତ…
Read More...

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା,୨୪ ଘଣ୍ଟା ମଧ୍ୟରେ ଗିରଫ ପାଇଁ ଦାବି କଲା ଜିଲ୍ଲା ସାମ୍ବାଦିକ ସଂଘ ।

କୋଦଳା,୩୦/୧୧(ପିପିଟି):କାର୍ଯ୍ଯରତ ସାମ୍ବାଦିକଙ୍କୁ ସରକାରୀ କାର୍ଯ୍ୟାଳୟ ପରିସରରେ ଆକ୍ରମଣ। ଆକ୍ରମଣରେ ଲହୁ ଲୁହାଣ ହୋଇ ଚିକିତ୍ସିତ ହେଉଛନ୍ତି ଆହତ ସାମ୍ବାଦିକ। ଗଞ୍ଜାମ ଜିଲ୍ଲା କୋଦଳା ଏନ୍ଏସି କାର୍ଯ୍ଯାଳୟ ପରିସରରେ…
Read More...

ମାଲ୍ୟବନ୍ତ ମହୋତ୍ସବ-୨୦୨୫ ପାଇଁ କଳସ ଯାତ୍ରା ।

ମାଲକାନଗିରି, ୩୦/୧୧(ପିପିଟି):ଜିଲ୍ଲାସ୍ତରୀୟ ମାଲ୍ୟବନ୍ତ ମହୋତ୍ସବର ଶୁଭାରମ୍ଭ ହୋଇଯାଇଛି । ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଙ୍କ ନିର୍ଦ୍ଦେଶ ଓ ତତ୍ତ୍ୱାବଧାନରେ ଜିଲ୍ଲା ସ୍ତରୀୟ ମାଲ୍ୟବନ୍ତ ମହୋତ୍ସବ କଳସ ଯାତ୍ରା…
Read More...

ଭଞ୍ଜନଗରରେ ଓଷ୍ଟାର ମେଧାବୃତ୍ତି ପରୀକ୍ଷା ।

ଭଞ୍ଜନଗର, ୩୦/୧୧(ପିପିଟି):ସ୍ଥାନୀୟ ଦୀନବନ୍ଧୁ ବେହେରା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ତରଫରୁ ମେଧାବୃତ୍ତି ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ସନ୍ତୋଷ…
Read More...

ଭଞ୍ଜ ଟ୍ରଫି ଫାଇନାଲରେ ମରାଠା ଏକାଦଶ ଚମ୍ପିୟାନ; ସୁନ୍ଦରଗଡ଼କୁ ହରାଇ ୩-୧ରେ ବିଜୟୀ ।

ଭଞ୍ଜନଗର, ୩୦/୧୧(ପିପିଟି ):ଭଞ୍ଜନଗର ଜେଲ୍ ପଡ଼ିଆରେ ଚାଲିଥିବା ଭଞ୍ଜ ଟ୍ରଫି-୨୦୨୫ ଅନ୍ତର୍ଜାତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଗ୍ରାଣ୍ଡ ଫାଇନାଲ୍ ମ୍ୟାଚରେ ଆଜି ଭଞ୍ଜନଗର ମରାଠା ଏକାଦଶ ଚମ୍ପିୟନ ହୋଇଛି। ସୁନ୍ଦରଗଡ଼ ଦୋସ୍ତି…
Read More...

ଅଙ୍ଗନବାଡ଼ି କର୍ମୀଙ୍କ ଘରୁ ୫ ଫୁଟିଆ ବିଷଧର ନାଗସାପ ଉଧାର।

ପୋଲସରା ,୩୦/୧୧ (ପିପିଟି):ପୋଲସରା ବ୍ଲକ ଅନ୍ତର୍ଗତ ବେଲଗାଁ ପଞ୍ଚାୟତର ମଧୁସୂଦନପୁର ଗ୍ରାମର ଅଙ୍ଗନବାଡ଼ି କର୍ମୀ ମିନତି ମିଶ୍ରଙ୍କ ଘରୁ ଏକ ୫ ଫୁଟିଆ ବିଷଧର ନାଗସାପ ଉଦ୍ଧାର ହୋଇଥିବା ଜଣାପଡିଛି। ସୂଚନା ମୁତାବକ ଆଜି ସକାଳ…
Read More...

ପୋଲସରା ବ୍ଲକ୍ ସ୍ତରୀୟ କୁଇଜ୍ ପ୍ରତିଯୋଗିତାରେ ୧୦ ଜଣ କୃତିତ୍ୱ ଛାତ୍ରଛାତ୍ରୀ ପୁରସ୍କୃତ।

ପୋଲସରା ,୩୦/୧୧(ପିପିଟି) ଭାରତ ସରକାରଙ୍କ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଅନ୍ତର୍ଗତ ରାଜ୍ୟ ସରକାରଙ୍କ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ କର୍ତ୍ତୁପକ୍ଷ (ଓସେପା)ଙ୍କ ନିର୍ଦ୍ଦେଶରେ ପୋଲସରା ବିଇଓ କାର୍ଯ୍ୟାଳୟ ପକ୍ଷରୁ…
Read More...

ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି: ଭଉଣୀ ର ଚିକିତ୍ସା ଭାର ସରକାର ନେବା ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ଭାଇ ଜଣାଇଲେ ।

ବାଲିଗୁଡା,୩୦/୧୧(ପିପିଟି): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡିର ଗୀତାଞ୍ଜଳି ମହାରଣା କ୍ରିଟିକାଲ ନିମୋନିଆରେ ସଂକ୍ରମିତ ହୋଇ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ହେଉଛନ୍ତି। ସେ ଅତି…
Read More...

କୋଦଳା ଏନ୍ଏସିରେ ଟେଣ୍ଡର ଦୁର୍ନୀତିର ତଦନ୍ତ ଦାବୀ।

ବ୍ରହ୍ମପୁର,୨୯/୧୧(ପିପିଟି):କୋଦଳା ଏନ୍ଏସିର ଖରୁଡା ସାହିର ଚନ୍ଦନି ତଥା ମଣ୍ଡପ ନିର୍ମାଣ ହୋଇ ତା-୧୭/୧୦/୨୦୨୫ ରେ ପ୍ରତିଷ୍ଠା କରାଯାଇଛି। ପ୍ରତିଷ୍ଠା କାର୍ଯ୍ୟକ୍ରମରେ ନଗରପାଳ ମଧ୍ଯ ଉପସ୍ଥିତ ଥିଲେ। ବର୍ତ୍ତମାନ…
Read More...