ସାମ୍ବାଦିକଙ୍କୁ ଆକ୍ରମଣ ଅଭିଯୋଗର ୩ ଦିନ ପରେ ବି ପୋଲିସର ହାତ ଖାଲି;ତଦନ୍ତ ପାଇଁ ଆସିଲେ,ମୁହଁ ଖୋଲିଲେନି ଡୁଡା ପିଡି ।

କୋଦଳା,୦୨/୧୨(ପିପିଟି):ଗଞ୍ଜାମ କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟରେ ସାମ୍ବାଦିକ ଭଗବାନ ପାଢୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ କୋଦଳା ଥାନାରେ ରୁଜୁ ହୋଇଛି ମାମଲା। ତେବେ ଅଭିଯୋଗର ୩ ଦିନ ପରେ ବି ପୋଲିସର ହାତ…
Read More...

ସେଣ୍ଟ୍ ଜାଭିୟର୍ ହାଇସ୍କୁଲ୍ ରେ ବିଜ୍ଞାନମେଳା ।

ପୋଲସରା,୦୨/୧୨ (ପିପିଟି):ବୁଢାମ୍ବସ୍ଥିତ ସେଣ୍ଟ୍ ଜାଭିୟର୍ ସ୍କୁଲରେ ବିଜ୍ଞାନମେଳା ଉଜ୍ଜାପିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ନିର୍ଦ୍ଦେଶକ ଫିଆଜୁଦିନ୍ ଖାନ୍ ମୁଖ୍ୟ ଅତିଥି ଭାବେ ଉପସ୍ଥିତ…
Read More...

ଏନ୍.ପି.ଏସ୍. ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଦାବିପତ୍ର ପ୍ରଦାନ ।

ଭଞ୍ଜନଗର, ୦୨/୧୨(ପିପିଟି ):ରାଜ୍ୟରେ କାର୍ଯ୍ୟରତ ୧ ଲକ୍ଷ ୫୦ ହଜାରରୁ ଉର୍ଦ୍ଧ୍ବ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ଦୀର୍ଘ ଦିନରୁ ପ୍ରାଥମିକ ଶିକ୍ଷକମାନଙ୍କର ମୂଳ ପଦବୀକୁ ଅପଗ୍ରେଡ୍‌ କରି ଲେବୁଲ୍ – ୯ ଅନୁଯାୟୀ ମୂଳ ବେତନ…
Read More...

ଶିକ୍ଷକଙ୍କୁ ତୁରନ୍ତ ରିଲିଭ ହୋଇ ନୂତନ ସ୍କୁଲରେ ଯୋଗ ଦେବାପାଇଁ ନିର୍ଦ୍ଦେଶ ।

କୋଦଳା,୦୨/୧୨(ପିପିଟି): ଧନ୍ୟବାଦ ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ,କୋଦଳା ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ବଦଳି କାୟମ ରଖି ଶୀଘ୍ର ନୂତନ ସ୍କୁଲରେ ଯୋଗଦେବା ସହିତ କାହିଁକି ହୋଇଥିବା ନିର୍ଦ୍ଦେଶନାମାକୁ ବେଖାତିର…
Read More...

ରାସ୍ତା କାମ ନିମ୍ନମାନର ଅଭିଯୋଗ: ଏକାଧିକ ସ୍ଥାନରେ ହାତରେ ଛୁଇଁଲେ ପିଚୁ ବାହାରି ଯାଉଛି: ତଦନ୍ତ ଦାବୀ।

ଦାରିଙ୍ଗବାଡି, ୦୨/୧୨(ପିପିଟି): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ କିରିକୁଟି ପଞ୍ଚାୟତ ଦୁର୍ଗମ ବୁରାଙ୍ଗିଆ ଗ୍ରାମଠାରୁ ଡାବରବାନ୍ଦା ଗ୍ରାମକୁ ପ୍ରାୟ ୪ କିମି ଖରାପ ରାସ୍ତା୍‌କୁ ପୁନଃମରାମତି…
Read More...

ଲକ୍ଷ୍ମୀନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏଡସ ଦିବସ ପାଳିତ।

କୋଦଳା,୦୧/୧୨(ପିପିଟି): ଲକ୍ଷ୍ମୀନାରାୟଣ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ପରିସରରେ "ବିଶ୍ୱ ଏଡ଼ସ ଦିବସ” କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଆମ ବିଦ୍ୟାଳୟର ଭାରପ୍ରାପ୍ତ ଅଧକ୍ଷ ପଞ୍ଚାନନ ଦାସଙ୍କ ସଭାପତିତ୍ୱ…
Read More...

ଝିପିଝିପି ବର୍ଷାରେ ଓଦା ହେଲା କଟା ଧାନ, ଚାଷୀଙ୍କ ମୁଣ୍ଡରେ ଚିନ୍ତା।

ବୋଲଗଡ଼,୦୧/୧୨(ପିପିଟି): ପୂର୍ବରୁ ପ୍ରକାଶିତ ପାଣିପାଗ ବିଭାଗର ସୂଚନା ମୁତାବକ ଅଞ୍ଚଳରେ ସୋମବାର ସକାଳୁ ଝିପିଝିପି ବର୍ଷା ଆରମ୍ଭ ହୋଇଯାଇଛି । ରବିବାର ଦିନଠାରୁ ପାଗ ମେଘୁଆ ରହିଥିବା ବେଳେ ସୋମବାର ଦିନ ଝିପିଝିପି ବର୍ଷାରେ…
Read More...

ସୁବର୍ଣ୍ଣପୁର ଠାରେ ଜିଲ୍ଲାପାଳଙ୍କ ଦ୍ୱାରା କପାମଣ୍ଡି ଉଦଘାଟନ ।

ସୁବର୍ଣ୍ଣପୁର ,୦୧/୧୨(ପିପିଟି ):ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ କଳାପଥର ସ୍ଥିତ ଚନ୍ଦ୍ରିକା ଏଣ୍ଟରପ୍ରାଇଜେସ ଠାରେ ଚଳିତ ବର୍ଷ ପାଇଁ କପା ମଣ୍ଡିରେ ସିସିଆଇ ଅଧୀନରେ ଆଜି କପା ସଂଗ୍ରହ ଆରମ୍ଭ ହୋଇଯାଇଛି । ଏହାକୁ…
Read More...

ବୁଲା ଗାଈଗୋରୁଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ଭଞ୍ଜନଗର ଏନଏସି ।

ଭଞ୍ଜନଗର ୦୧/୧୨(ପିପିଟି):ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରର ମୁଖ୍ୟ ରାସ୍ତାରେ ଗତ କିଛି ମାସ ହେବ ବୁଲା ଗାଇ ଓ ବାଛୁରୀ ମାଳ ମାଳ ହୋଇ ବୁଲୁଥିଲେ। ବୁଲା ଗାଈ ବାଛୁରୀ ଙ୍କ ଯୋଗୁ ଜନସାଧାରଣ ଦୁର୍ଘଟଣାର ଶିକାର ହେଉଥିଲେ। ଏହା…
Read More...

ଯାଜପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ।

ଯାଜପୁର,୦୧/୧୨(ପିପିଟି): ଆଜି ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଅଭିଯୋଗ ଶିବିରରେ ଉପସ୍ଥିତ ରହି ଜିଲ୍ଲାପାଳ ଅମ୍ବର କୁମାର…
Read More...