ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ମାନବ ଅଧିକାର ଦିବସ ପାଳିତ ।

ବ୍ରହ୍ମପୁର,୧୧/୧୨(ପିପିଟି): ବୁଧବାର ଗଞ୍ଜାମ ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣ ଅଧ୍ଯକ୍ଷ ତଥା ଜିଲ୍ଲା ଦୌରା ଜଜ୍ ଅଶାନ୍ତ କୁମାର ଦାସଙ୍କ ତତ୍ତ୍ଵାବଧାନରେ ଗଞ୍ଜାମ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ବ୍ୟୋମକେଶ ନାୟକଙ୍କ…
Read More...

ପର୍ଯ୍ୟଟନ ବିଭାଗ ଶାସନ ସଚିବଙ୍କ ଯାଜପୁର ଗସ୍ତ;ବିକଶିତ ହେବ ଯାଜପୁରର ବୌଦ୍ଧ ପର୍ଯ୍ୟଟନ କ୍ଷେତ୍ର ।

ଯାଜପୁର,୧୧/୧୨(ପିପିଟି): ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗର କମିଶନର ତଥା ଶାସନ ସଚିବ ବଳବନ୍ତ ସିଂ ଏକଦିନିଆ ଯାଜପୁର ଗସ୍ତରେ ଆସିଥିଲେ। ପ୍ରଥମେ ସଚିବ ଶ୍ରୀ ସିଂ ବଡ଼ଚଣା ବ୍ଲକ ଅନ୍ତର୍ଗତ ଓଳାଶୁଣି ଗୁମ୍ଫା ଗସ୍ତ କରିବା…
Read More...

ମାନସିକ ସ୍ଵାସ୍ଥ୍ୟ ଓ କାର୍ଯ୍ୟଚାପ ପରିଚାଳନା ଆଲୋଚନା ଚକ୍ର ।

ଯାଜପୁର,୧୧/୧୨(ପିପିଟି): ଯାଜପୁର ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ କୋର୍ଟର ଭିଡିଓ କନଫରେନସିଂ ହଲଠାରେ ମାନସିକ ସ୍ଵାସ୍ଥ୍ୟ ଓ କାର୍ଯ୍ୟଚାପ ନିୟନ୍ତ୍ରଣ ସମ୍ବନ୍ଧୀୟ ଏକ ସମ୍ବେଦନଶୀଳ ଆଲୋଚନା ଚକ୍ର ଅନୁଷ୍ଠିତ…
Read More...

କୋଦଳାରେ ଟ୍ରିପଲ ଇଞ୍ଜିନ ସରକାର; ଏଯାଏଁ ମିଳିନି ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ଓ ଜୋତା ।

କୋଦଳା,୧୧/୧୨(ପିପିଟି):ଗଞ୍ଜାମ କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟରେ ଅବ୍ଯବସ୍ଥା ଅଭିଯୋଗ। ଶିକ୍ଷାବର୍ଷ ଶେଷ ହେବାକୁ ଯାଉଥିବା ବେଳେ ଏଯାଏଁ ଛାତ୍ର ଛାତ୍ରୀଙ୍କୁ ମିଳିନି ୟୁନିଫର୍ମ ପୋଷାକ ଓ…
Read More...

ଖୋଲା ମଦ ସେବନ ଏବଂ ଅନ୍ୟାନ୍ୟ ବେଆଇନ କାର୍ଯ୍ୟ କଳାପ ବିରୁଦ୍ଧରେ ପୋଲିସର ଏକ ସ୍ୱତନ୍ତ୍ର ଅଭିଯାନ ।

ବାଲିଗୁଡା, ୧୧/୧୨(ପିପିଟି): ଅସାମାଜିକ ବ୍ୟକ୍ତି ଓ ନିଶାଡ଼ି ହୋଇଯାନ୍ତୁ ସାବଧାନ । ନିଶାଡ଼ି ଓ ଅସାମାଜିକ ବ୍ୟକ୍ତିଙ୍କୁ ସାବାଡ଼ କରିବା ପାଇଁ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡରେ ପୋଲିସ୍ ପକ୍ଷରୁ ଆରମ୍ଭ ହୋଇଛି…
Read More...

ଏକ ତରଫା ପ୍ରେମନିବେଦନ କରି ରସିକିଆ ଅଧ୍ଯକ୍ଷ ଗିରଫ।

ବୋଲଗଡ଼,୧୦/୧୨ (ପିପିଟି):ବୋଲଗଡ଼ ସରକାରୀ ପରମାନନ୍ଦ ଡିଗ୍ରୀ ମହାବିଦ୍ୟାଳୟ ଓ ଯୁକ୍ତ ଦୁଇ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟରେ ୬୦୦ ଜଣ ଛାତ୍ରଛାତ୍ରୀ ମାନେ ଶିକ୍ଷା ଅଧ୍ଯୟନ କରୁଅଛନ୍ତି। ପରମାନନ୍ଦ ମହାବିଦ୍ୟାଳୟ ଟି "B"- ଗ୍ରେଡ…
Read More...

ବରିଷ୍ଠ ନାଗରିକ ଙ୍କ ପରିଚୟ ପତ୍ର ବଣ୍ଟନ ଓ ସାଇବର କ୍ରାଇମ ଉପରେ ଏକ କର୍ମଶାଳା ଅନୁଷ୍ଠିତ ।

ସୁବର୍ଣ୍ଣପୁର ,୧୦/୧୨(ପିପିଟି ):ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଖଣ୍ଡହତାର ସାପ୍ତାହିକ ବଜାର ପ୍ରାଙ୍ଗଣରେ ବରିଷ୍ଠ ନାଗରିକ ସଂଗଠନ ସଦସ୍ୟ ସଦସ୍ୟା ମାନଙ୍କର ପରିଚୟ ପତ୍ର ବଣ୍ଟନ ବୈଠକ ତଥା ସାଇବର୍ କ୍ରାଇମ୍…
Read More...

ସୁବର୍ଣ୍ଣପୁର ଜିଲ୍ଲାରେ ଜିଲ୍ଲା ସ୍ତରୀୟ ୨୦୨୫ ଖରିଫ ଧାନ ମଣ୍ଡିର ଶୁଭ ଉଦଘାଟନ ।

ସୁବର୍ଣ୍ଣପୁର ,୧୦/୧୨(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସିଲାଟି ପ୍ରାଥମିକ ସେବା ସମବାୟ ସମିତିଠାରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼ ନୃପରାଜ ସାହୁ ଦ୍ୱାରା ଜିଲ୍ଲା ସ୍ତରୀୟ ଧାନମଣ୍ଡିର ଶୁଭ ଉଦଘାଟନ ଓ ୨୦୨୫…
Read More...

ମାନବିକ ଅଧିକାର ଦିବସ ପାଳନ ଓ ସଚେତନତା ସଭା।

ଯାଜପୁର,୧୦/୧୨(ପିପିଟି): ଯାଜପୁର ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜଜ୍ ଅମୃତ ରଞ୍ଜନ ନନ୍ଦଙ୍କ ନିର୍ଦ୍ଦେଶ କ୍ରମେ ବିରଜା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ମାନବିକ ଅଧିକାର…
Read More...

ଗରିବ ଓ ଅସହାୟ ଲୋକଙ୍କୁ କମ୍ବଳ ବିତରଣ ।

ଯାଜପୁର,୧୦/୧୨(ପିପିଟି): ସାରା ରାଜ୍ୟରେ ବଢି ଚାଲିଛି ଶିତର ଲହରୀ । ଗରିବ ଓ ଅସହାୟ ଲୋକଙ୍କୁ ଶୀତ ଦାଉରୁ ରକ୍ଷା କରିବା ଲକ୍ଷ୍ୟରେ ଯାଜପୁରର ଉତ୍କଳ ଇନଷ୍ଟିଚୁଟ ଅଫ ହୋଟେଲ ମ୍ୟାନେଜମେଣ୍ଟ ଓ ଟୁରିଜିମ ପକ୍ଷରୁ ଆରମ୍ଭ ହୋଇଛି…
Read More...