ପୋଲସରାରେ ପ୍ରକଳ୍ପ ସ୍ତରୀୟ କିଶୋର କିଶୋରୀମାନଙ୍କର ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ।

ପୋଲସରା,୧୨/୧୨ (ପିପିଟି) : ଆଜି ପୋଲସରାରେ ପ୍ରକଳ୍ପ ସ୍ତରୀୟ କିଶୋର କିଶୋରୀମାନଙ୍କର ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ସିଡିପିଓ କାର୍ଯ୍ୟାଳୟ ତରଫରୁ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ସିଡିପିଓ…
Read More...

ନୀଳଗିରିରୁ ବାହୁଡ଼ା ରାସ୍ତାରେ ୨୭ଟିକିଆ ଝାଡ଼ଖଣ୍ଡୀ ହାତୀ; ଗୋଠଛଡ଼ା ହୋଇ ବଜାର ବୁଲୁଛି ଅସୁସ୍ଥ ଛୁଆହାତୀ ।

ନୀଳଗିରି,୧୨/୧୨: ଝାଡ଼ଖଣ୍ଡ ରାଜ୍ୟ ଦଲମା ଅଭୟାରଣ୍ୟରୁ ୨୭ଟିକିଆ ହାତୀପଲ ମୟୂରଭଞ୍ଜ ଦେଇ ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳକୁ ପଶି ଆସିଥିଲେ । ମାତ୍ର ଗୋଟେ ଦିନ ରହିଣି ଭିତରେ ଆଜି ୨୬ଟି ହାତୀ ନୀଳଗିରି ଛାଡ଼ି ମୟୂରଭଞ୍ଜ…
Read More...

ପୋଖରୀରେ ପଡ଼ି ଷଣ୍ଢ ମୃତ୍ୟୁ ।

ବେଲଗୁଣ୍ଠା,୧୨/୧୨(ପିପିଟି ):ଗତ କିଛି ଦିନ ହେବ ବେଲଗୁଣ୍ଠା ଅଞ୍ଚଳରେ ଛୋଟେଇ ଛୋଟେଇ ବୁଲୁଥିବା ଏକ ଷଣ୍ଢ ଗତ ମଧ୍ୟରାତ୍ରରେ ବେଲଗୁଣ୍ଠା ନେଳିଆ ବନ୍ଧ ହିଡ଼ରେ ଥିବା ବାଲୁଙ୍କେଶ୍ଵର ମନ୍ଦିର ପାର୍ଶ୍ବରେ ପୋଖରୀ ଭିତରକୁ ଖସି…
Read More...

ମୋବାଇଲ ଟେକ୍ନିସିଆନଙ୍କ ଆତ୍ମହତ୍ୟା ।

ବେଲଗୁଣ୍ଠା,୧୨/୧୨(ପିପିଟି):ବେଲଗୁଣ୍ଠାରେ ରହି ମୋବାଇଲ ଟେକ୍ନିସିଆନ୍ ଭାବେ କାର୍ଯ୍ୟ କରୁଥିବା କେରଳର ଜଣେ ଯୁବକ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ।ମୃତକ ଜଣକ ହେଲେ କେରଳ ଥିରୁଅନନ୍ତପୁରମର ଭାଜୋତୁକୋନମ୍ ଅଞ୍ଚଳର ଅହମଦ…
Read More...

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସାର୍ବଜନୀନ ସ୍ବାସ୍ଥ୍ୟସେବା ଦିବସ ପାଳିତ ।

ଯାଜପୁର,୧୨/୧୨(ପିପିଟି): ଜିଲ୍ଲା ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସମ୍ମିଳନୀ ଗୃହରେ ସାର୍ବଜନୀନ ସ୍ବାସ୍ଥ୍ୟସେବା ଦିବସ ୨୦୨୫ ପାଳିତ ହୋଇଛି। ଜିଲ୍ଲା ମୁଖ୍ୟ…
Read More...

ଆନନ୍ଦ ଉଲ୍ଲାସର ସହିତ ପ୍ରତିଷ୍ଠାତାଙ୍କ ଜନ୍ମଜୟନ୍ତୀ ପାଳନ।

ଭଞ୍ଜନଗର, ୧୨/୧୨(ପିପିଟି ):ବାହାଡ଼ା ଝୋଲା ସରସ୍ୱତୀ ଶିଶୁମନ୍ଦିରର ପ୍ରତିଷ୍ଠାତା ତଥା ବିଶିଷ୍ଟ ସମାଜସେବୀ ସୂର୍ଯ୍ୟ ନାରାୟଣ ସାହୁଙ୍କ ଆଜି ଥିଲା ୫୫ତମ ଜନ୍ମ ଜୟନ୍ତୀ।ଏହି ଅବସରରେ ଆଜି ବିଦ୍ୟାଳୟରେ ସମସ୍ତଙ୍କ ମନରେ ଆନନ୍ଦ…
Read More...

ସ୍ୱଳ୍ପ ସଞ୍ଚୟ ଅଭିକର୍ତ୍ତା ସମୀକ୍ଷା ସଭା ଅନୁଷ୍ଠିତ ।

ଭଞ୍ଜନଗର,୧୨/୧୨(ପିପିଟି ):ଭଞ୍ଜନଗର ବ୍ଲକ ସମ୍ମିଳନୀ କକ୍ଷରେ ସ୍ୱଳ୍ପ ସଞ୍ଚୟ ଅଭିକର୍ତ୍ତା ସମୀକ୍ଷା ସଭା ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ଏଡିଏମ ସୁନୀଲ କୁମାର କେର୍କେଟା, ସମ୍ମାନିତ ଅତିଥି ରୂପେ ଏଲଡିଏମ…
Read More...

କାରାଗାର ପ୍ରତିଷ୍ଠା ଦିବସ ପାଳିତ ।

ଭଞ୍ଜନଗର ,୧୨/୧୨(ପିପିଟି):ସ୍ଥାନୀୟ ସ୍ୱତନ୍ତ୍ର କାରାଗାରରେ କାରାଗାର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି l ଏଥି ନିମିତ୍ତ ଆୟୋଜିତ ଉତ୍ସବରେ କାରାଗାର ଅଧିକ୍ଷକ ମାନସ ରଞ୍ଜନ ସାମନ୍ତ ଅଧ୍ୟକ୍ଷତା କରିଥିଲେ । ଅତିରିକ୍ତ…
Read More...

ଭଞ୍ଜନଗର ଆର ଏମ ସି ପକ୍ଷରୁ କୃଷକ ପ୍ରଚାର ରଥ ଶୁଭାରମ୍ଭ।

ଭଞ୍ଜନଗର, ୧୨/୧୨(ପିପିଟି):ଆମ ରାଜ୍ୟରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଗଞ୍ଜାମ ଜିଲ୍ଲାରେ ଆସନ୍ତା ଡିସେମ୍ବର ୨୩ ତାରିଖ ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦୨୬ ଯାଏଁ ଚାଲିବ। ଏହି ଅବଧି ମଧ୍ୟରେ ଗଞ୍ଜାମ ଜିଲ୍ଲାର…
Read More...

ଅର୍ଥନୀତି ଓ ପରିସଂଖ୍ୟାନ ବିଭାଗ ନିର୍ଦ୍ଦେଶକଙ୍କ ଯାଜପୁର ଗସ୍ତ ସହ ଜଳସେଚନ ଗଣନା ।

ଯାଜପୁର,୧୧/୧୨(ପିପିଟି): ଅର୍ଥନୀତି ଓ ପରିସଂଖ୍ୟାନ ବିଭାଗ ନିର୍ଦ୍ଦେଶକ ଡ଼ଃ ବିଜୟ ଭୂଷଣ ନନ୍ଦ ଏବଂ ଡ଼ଃ କେ.ସି. ପାଣି, ବିଷୟ ବିଶେଷଜ୍ଞ ବଡ଼ଚଣା ବ୍ଲକର ଚମ୍ପାପୁର ଗ୍ରାମପଞ୍ଚାୟତର ସାନବନ୍ଦଳୋ ଗ୍ରାମ ଏବଂ ଧର୍ମଶାଳା ବ୍ଲକର…
Read More...