ଏମଭି-୭୯ କେନାଲ କଡରୁ ମୃତ୍ୟୁ ଦେହ ଉଦ୍ଧାର ।

ମାଲକାନଗିରି,୨୩/୦୨(ପିପିଟି):କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି- ୭୯ କେନାଲ ପାଖରେ ଏକ ମୃତ ଦେହ ଦେଖିବାକୁ ମିଳିଥିଲା। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କେନାଲ ପାଖରେ କିଛି ଲୋକେ ଛେଳି ଚରାଉବା ବେଳେ ସେଠାରେ ଏକ ମୃତ ଦେହ…
Read More...

କ୍ରାନ୍ତିକାରୀ ମହିଳା ସଂଗଠନର ୧ମ ଜିଲ୍ଲା ସମ୍ମିଳନୀ ।

ବ୍ରହ୍ମପୁର,୨୩/୦୨(ପିପିଟି): ଅଖିଳ ଭାରତ କ୍ରାନ୍ତିକାରୀ ମହିଳା ସଂଗଠନ (AIRWO) ପ୍ରଥମ ଗଞ୍ଜାମ ଜିଲ୍ଲା ସମ୍ମିଳନୀ ବ୍ରହ୍ମପୁର ଠାରେ ଅନୁଷ୍ଠିତ ହୋଇଯାଇଅଛି। ବ୍ରହ୍ମପୁର ସି. ଟି ଅଫିସ ସମ୍ମୁଖରୁ ଶୋଭାଯାତ୍ରା ବାହାରି…
Read More...

ମାଲକାନଗିରି ମହାବିଦ୍ଯାଳୟରେ ବାର୍ଷିକ ଉତ୍ସବ ।

ମାଲକାନଗିରି,୨୨/୦୨(ପିପିଟି): ମାଲକାନଗିରି ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳନ ହୋଇଛି । ଏଠାରେ ଏହି ଉତ୍ସବରେ ସଭାପତିତ୍ବ କରିଥିଲେ ଅଧ୍ୟକ୍ଷ ଅଶୋକ କୁମାର ଷଡଙ୍ଗୀ ମୁଖ୍ୟ ଅତିଥି ଭାବେ ଉଚ୍ଚ ଶିକ୍ଷା ମନ୍ତ୍ରୀ ରୋହିତ…
Read More...

ପାଟ୍ରୋଲିଂ ସମୟରେ ବିପୁଳ ପରିମାଣରେ ଗଞ୍ଜେଇ ଜବତ ।

ବାଲିଗୁଡା,୨୨/୦୨(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅଞ୍ଚଳ ରେ ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ବିପୁଳ ପରିମାଣରେ ଗଞ୍ଜେଇ ଜବତ କରିଥିବା ସୂଚନା ମିଳିଛି। ସୂଚନା ଅନୁସାରେ ବାଲିଗୁଡା ଥାନା ଅଧିକାରୀ ବାବା…
Read More...

ମାଲକାନଗିରି ବଡଯାତ୍ରା ସଂପର୍କରେ ସାମ୍ବାଦିକ ସମ୍ମିଳନୀ ।

ମାଲକାନଗିରି,୨୨/୦୨(ପିପିଟି): ଏକ ବର୍ଷ ବ୍ଯବଧାନରେ ମହା ଆଡମ୍ବର ସହକାରେ ମାଲକାନଗିରି ଜିଲ୍ଲାରେ ପାଳନ କରାଯାଏ ବଡ ଯାତ୍ରା । ଏହି ପରିପ୍ରକ୍ଷୀରେ ଆଜି ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟରେ ଉପଜିଲ୍ଲାପାଳ ଅକ୍ଷୟ କୁମାର…
Read More...

ମଲ୍ଲୀକେଶ୍ବର ପାହାଡ ପାର୍ଶ୍ବରେ ଅଜଣା ଶବ ଉଦ୍ଧାର ।

ମାଲକାନଗିରି,୨୨/୦୨(ପିପିଟି): ମାଲକାନଗିରି ଜିଲ୍ଲା ସଦର ମହକୁମା ସ୍ଥିତ ମଲ୍ଲୀକେଶ୍ବର ମନ୍ଦିର ପର୍ବତ ପାର୍ଶ୍ଵରେ ଏକ ଅଜଣା ଯୁବତିର ଅର୍ଦ୍ଧ ଦଗ୍ଧ ମୃତଦେହ ପଡ଼ି ରହିଥିବା ପୋଲିସକୁ ସୂଚନା ମିଳିଛି । ମାଲକାନଗିରି ଥାନା…
Read More...

ବିବାହିତ ମହିଳାଙ୍କ ଆତ୍ମହତ୍ୟା ।

ବେଲଗୁଣ୍ଠା,୨୨/୦୨(ପିପିଟି):ବେଲଗୁଣ୍ଠା ଥାନା ଅନ୍ତର୍ଗତ ତନରଡା ଗ୍ରାମରେ ଜଣେ ବିବାହିତ ମହିଳା ବେକରେ ଦଉଡି ଲଗେଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ମୃତ ମହିଳା ଜଣକ ହେଲେ ସୁରେଶ ସାହୁଙ୍କ ପତ୍ନୀ ସୁନୀତା ସାହୁ (୩୦)…
Read More...

ଅନୁସୂଚିତ ଜାତି/ଜନଜାତି ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ଗଠିତ ।

ମାଲକାନଗିରି,୨୨/୦୨(ପିପିଟି): ମାଲକାନଗିରି ଜିଲ୍ଲାରେ ଥିବା ପ୍ରାୟ ୨୦ ଟି ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିର ସଂଗଠନକୁ ନେଇ ସମାଜସେବୀ ପ୍ରଭାକର ହନ୍ତାଳଙ୍କ ଅଧ୍ୟକ୍ଷାରେ ଆଜି ଜିଲ୍ଲା ସଦର ସ୍ଥିତ ଅନୁସୂଚିତ…
Read More...

ପୋଲସରା ଓକିଲ ସଙ୍ଘର କର୍ମକର୍ତ୍ତା ଚୟନ ।

ପୋଲସରା,୨୨/୦୨(ପିପିଟି):ପୋଲସରା କୋର୍ଟ ପରିସରରେ, ପୋଲସରା ଓକିଲ ସଂଘର ବାର୍ଷିକ ନିର୍ବାଚନି ବୈଠକ ରମେଶ ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଅଛି, ଉକ୍ତ ବୈଠକରେ ସୁଶାନ୍ତ କୁମାର ସାହୁଙ୍କୁ ପୁନର୍ବାର…
Read More...

ଜିଲ୍ଲାରେ ବିହନ ପରୀକ୍ଷାଗାର ଉଦଘାଟିତ ।

ଛତ୍ରପୁର,୨୨/୦୨(ପିପିଟି):ରଙ୍ଗେଇଲୁଣ୍ଡା ଠାରେ ଥିବା ଆଞ୍ଚଳିକ କୃଷି ତାଲିମ ସମ୍ପ୍ରସାରଣ ପ୍ରତିଷ୍ଠାନ ପରିସରରେ ଜିଲ୍ଲାର ବିହନ ପରୀକ୍ଷାଗାର ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ହସ୍ତରେ ବୁଧବାର ଉଦ୍ଘାଟିତ…
Read More...