ଚାଷ ଜମିରୁ ପ୍ରାଚୀନ ଗଣେଶ ମୂର୍ତ୍ତି ଉଦ୍ଧାର ।
ମାଲକାନଗିରି।ତା:୨୦/୦୯(ପିପିଟି):କାଲିମେଳା ବ୍ଲକ ମାଲାଭରମ୍ ପଞ୍ଚାୟତ ଅନ୍ତର୍ଗତ ଦୁବେନଗୁଡା ଗୁଡା ଗ୍ରାମ ନିକଟସ୍ଥ ଏକ କୃଷି ଜମିରୁ ପ୍ରାଚୀନ ପ୍ରସ୍ଥରର ଗଣେଶ ମୂର୍ତ୍ତି ଉଦ୍ଧାର ହୋଇଛି।ଗତ କାଲି ଗଣେଶ ଚତୁର୍ଥୀ ହେତୁ…
Read More...
Read More...