କରୋନାରେ ଅଙ୍ଗନଓ୍ଵାଡ଼ି କର୍ମୀଙ୍କ ମୃତ୍ୟୁରେ ସିଡିପିଓ କାର୍ଯ୍ୟାଳୟରେ ଶୋକ ସଭା ।

ବେଲଗୁଣ୍ଠା,୦୮/୧୦(ପିପିଟି); ବେଲଗୁଣ୍ଠା ବ୍ଳକ ଅଞ୍ଚଳରେ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିବା ବେଲ୍ଲଗୁଣ୍ଠା ବ୍ଲକ ବଡ଼ବୋର୍ସିଂ ପଞ୍ଚାୟତ ଡିମିରିପଲ୍ଳୀରେ କାର୍ଯ୍ୟରତ ଅଙ୍ଗନଓ୍ଵାଡ଼ିକର୍ମୀ ପ୍ରିୟଙ୍କା ପ୍ରଧାନଙ୍କ…
Read More...

ଧର୍ମ ପରାୟଣା ମହିଳାଙ୍କ ବିୟୋଗରେ ସ୍ମୃତି ସଭା ।

ବେଲଗୁଣ୍ଠା,୦୮/୧୦(ପିପିଟି); ଧରାକୋଟ କୋଠାରୀ ସାହିସ୍ଥିତ ବିପିନ ବିହାରୀ ଶତପଥୀଙ୍କ ଧର୍ମ ପତ୍ନୀ ଲକ୍ଷ୍ମୀ ପ୍ରିୟା ଶତପଥୀଙ୍କର ଅକାଳ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଆଜି ସ୍ଵର୍ଗତା ଶତପଥୀଙ୍କ ଦ୍ଵାଦଶାହ…
Read More...

ଜୁଆ ଆଡ୍ଡା ଉପରେ ପୁଲିସର ଚଢ଼ାଉ ; ନଗଦ ୯,୮୦୦ ଟଙ୍କା,ତାସ୍ ସହ ପାଞ୍ଚ ଜୁଆଡି ଗିରଫ ।

ବେଲଗୁଣ୍ଠା ,୦୮/୧୦(ପିପିଟି) ; ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ସମୟରେ ଲକ୍ ଡ଼ାଉନ୍ ର ସୁଯୋଗ ନେଇ ଗାଆଁ ଗାଆଁରେ ଜୁଆ ଖେଳ ବେଶ୍ ଜମୁଥିଲା । କେତେ ଜୁଆଡି ମଧ୍ୟ ପୁଲିସ ହାବୁଡରେ ପଡ଼ି ଗିରଫ ହୋଇଥିଲେ । ବର୍ତ୍ତମାନ…
Read More...

ମନରେଗା ଶ୍ରମିକଙ୍କୁ ଉପଯୁକ୍ତ ମଜୁରୀ ଓ ମାନ୍ଯତା ଦାବିରେ କ୍ରାନ୍ତିକାରୀ କୃଷକ ସଭାର ପଦଯାତ୍ରା ଓ ପ୍ରତିବାଦ ।

ହିଞ୍ଜିଳିକାଟୁ, ତା୦୮/୧୦(ପିପିଟି ); ମୂଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ନରେଗା ଶ୍ରମିକ ମାନେ ନିର୍ଦ୍ଧାରିତ ଦୈନିକ ସର୍ବନିମ୍ନ ମଜୁରା ୨୦୭ ଟଙ୍କାକୁ ସୁନିଶ୍ଚିତ ପ୍ରଦାନ କରିବା,…
Read More...

ସୁଖ ଦୁଃଖର ସାଥି ସାଜିଛନ୍ତି ଯୁବ ସମାଜସେବୀ ହିମାଂଶୁ ।

ଯାଜପୁର,ତା-୦୮/୧୦(ପିପିଟି); ଅଂଶୁମାନ ମେମୋରିଆଲ ଟ୍ରଷ୍ଟର ସମ୍ପାଦକ ତଥା ଯୁବ ସମାଜସେବୀ ହିମାଂଶୁ ଶେଖର ସାହୁ ରସୁଲପୁର ବ୍ଲକ କଲଣ ପଞ୍ଚାୟତର କୈବର୍ତ୍ତ ସାହିର ପୁରୁଷୋତ୍ତମ ଗୁରୁ ତାଙ୍କର ଏକ ଦୁର୍ଘଟଣାରେ ମୁଣ୍ଡରେ ଗଭୀର…
Read More...

ପରଲୋକରେ କେନ୍ଦ୍ରମନ୍ତ୍ରୀ ରାମ ବିଳାସ ପାଶ୍ବାନ ।

ନୂଆଦିଲ୍ଲୀ; କେନ୍ଦ୍ରମନ୍ତ୍ରୀ ରାମ ବିଳାସ ପାଶ୍ୱାନଙ୍କ ପରଲୋକ। ଗୁରୁବାର ଦିନ ତାଙ୍କର ମୃତ୍ୟୁ ହୋଇଥିବା ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି ଚିରାଗ ପାଶ୍ୱାନ । ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା । ରାମ ବିଳାସ…
Read More...

କୃଷିବିଲ୍ ପ୍ରତ୍ୟାହାର ଦାବିରେ ହିଞ୍ଜିଳି କିଷାନ କଂଗ୍ରେସର ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ।

ହିଞ୍ଜିଳିକାଟୁ,ତା-୦୮/୧୦(ପିପିଟି) ; କେନ୍ଦ୍ର ବିଜେପି ସରକାରଙ୍କ ଦ୍ବାରା ସଂସଦରେ ଅନୁମୋଦିତ କୃଷିବିଲ୍ କୁ ତୁରନ୍ତ ପ୍ରତ୍ୟାହାର ପାଇଁ ହିଞ୍ଜିଳି କିଷାନ କଂଗ୍ରେସ ତରଫରୁ ବିକ୍ଷୋଭ ରାଲି ପ୍ରଦର୍ଶନ କରାଯାଇଥିଲା। ଏହି…
Read More...

ନିର୍ମାଣ ଶ୍ରମିକ ମାନଙ୍କର ରାଜ୍ୟବ୍ୟାପି ଆନ୍ଦୋଳନ ।

କଟକ,ତା-୦୮/୧୦;ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଓଡିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ମଜଦୁର ସଂଘର ଆହ୍ୱାନକ୍ରମେ ରାଜ୍ୟର ସମସ୍ତ ଜିଲ୍ଲା ଶ୍ରମ କାର୍ଯ୍ୟାଳୟଗୁଡ଼ିକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ…
Read More...

ରାସ୍ତା କଡରୁ ମହିଳାଙ୍କ ମୃତଦେହ ଉଦ୍ଧାର, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ।

ବୋଲଗଡ,୦୮/୧୦(ପିପିଟି); ବୋଲଗଡ ଥାନା ଅନ୍ତର୍ଗତ ଖଙ୍ଗୁରିଆ ପଞ୍ଚାୟତର ଖଙ୍ଗୁରିଆ ଓ ଇଛାପୁର ରାସ୍ତା କଡରେ ଜଣେ ମହିଳାଙ୍କ ମୃତ ଦେହ ପଡିଥିବା ଦେଖି ଗ୍ରାମବାସୀ ପୋଲିସଙ୍କୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ…
Read More...

ଅଜଣା ବ୍ୟକ୍ତିର ଝୁଲନ୍ତା ମୃତଦେହ ଉଦ୍ଧାର ।

ଭଞ୍ଜନଗର,୦୮/୧୦(ପିପିଟି); ଭଞ୍ଜନଗର ମାଲ ସାହି ସ୍ମଶାନ ନିକଟରେ ଥିବା ତୋଟାରୁ ଆଜି ସକାଳେ ଗୋଟିଏ ଗଛ ଡାଳରେ ଜଣେ ଯୁବକ ଗାମୁଛା ବେକରେ ବାନ୍ଧି ଝୁଲନ୍ତା ଅବସ୍ଥାରେ ଥିବା ନଦୀକୁ ଗାଧେଇବାକୁ ଯାଇଥିବା କିଛି ଲୋକ ଦେଖିବାକୁ…
Read More...