ଜିଲ୍ଲାର ପ୍ରଥମ ମିଶନ ଶକ୍ତି କାଫେ ଉଦଘାଟିତ ।

ମାଲକାନଗିରି,୨୦/୦୩(ପିପିଟି):ମାଲକାନଗିରି ଜିଲ୍ଲା ପରିଷଦ କାର୍ଯ୍ୟାଳୟ ପରିସରରେ ଜିଲ୍ଲାର ପ୍ରଥମ ମିଶନ ଶକ୍ତି କାଫେ ପ୍ରତିଷ୍ଠା କରାଯାଇଛି। ଆଜି ଜିଲ୍ଲା ପରିଷଦ ଅଧ୍ୟକ୍ଷ ସମାରୀ ତାଙ୍ଗୁଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି…
Read More...

ଓଡ଼ିଶା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ।

ମାଲକାନଗିରି,୨୦/୦୩(ପିପିଟି):୮୮ତମ ଜିଲ୍ଲା ସ୍ତରୀୟ ଓଡ଼ିଶା ଦିବସ ପାଳନ ନେଇ ଆଜି ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ…
Read More...

ଉପଯୁକ୍ତ ବଜାର ବ୍ୟବସ୍ଥା ଅଭାବରୁ କ୍ଷତି ସହୁଛନ୍ତି ଅଞ୍ଚଳର ତରଭୁଜ ଚାଷୀ ।

ଉଲୁଣ୍ଡା,୧୯/୦୩(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ରେ ତରଭୂଜ ଚାଷୀଙ୍କ ପାଇଁ ଉପଯୁକ୍ତ ବଜାର ବ୍ୟବସ୍ଥା ଅଭାବରୁ ଚାଷୀ ଆଶାନୁରୂପ ଲାଭ ପାଇପାରୁ ନାହିଁ। ପରିସ୍ଥିତି ର ସୁଯୋଗ ନେଇ ବେପାରୀ ମାନେ…
Read More...

ମହିଳାମାନଙ୍କୁ ଦୁଇ ଦିନିଆ ଆଇନ ତାଲିମ ପ୍ରଦାନ ।

ମାଲକାନଗିରି,୧୯/୦୩(ପିପିଟି): ମାଲକାନଗିରି ସଦର ମହାକୁମା ସ୍ଥିତ ହୋଟେଲ ସ୍ୱାଗତ ସଭା ଗୃହ ଠାରେ ୟୁଏସ କନସୁଲାଟେ ଜେନେରାଲ ଏବଂ ସାମାଜିକ ସଂଗଠନ ସ୍ଵାତି ପକ୍ଷରୁ ଦୁଇ ଦିନିଆ ମହିଳା ସଶକ୍ତିକରଣ ପାଇଁ ଆଇନ ସାକ୍ଷରତା…
Read More...

ଭଞ୍ଜନଗର ଡିଏଭି ପିଟି ଏସ୍ ଆର୍ ପବ୍ଲିକ୍ ସ୍କୁଲରେ ସାମାଜିକ ସେବା ଶିବିର ।

ଭଞ୍ଜନଗର,୧୯/୦୩(ପିପିଟି): ଭଞ୍ଜନଗର ଶ୍ରୀ ବିହାର ଡିଏଭି ପିଟି.ଏସ୍ .ଆର୍ ପବ୍ଲିକ୍ ସ୍କୁଲ ପରିସରରେ ଦୁଇ ଦିନିଆ ସାମାଜିକ ସେବା ଶିବିରିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଭୁବନେଶ୍ୱର ଚନ୍ଦ୍ରଶେଖରପୁର…
Read More...

ସିଆରପିଏଫର କୁମ୍ବିଂ ବେଳେ ବହୁ ସାମଗ୍ରୀ ଜବତ,୧୧ ସନ୍ଧିଗ୍ଧ ବ୍ୟକ୍ତି ଅଟକ: ପଚରାଉଚରା ଜାରୀ ।

ବାଲିଗୁଡା,୧୯/୦୩(ପିପିଟି):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକ ହରିପୁର ନିକଟସ୍ଥ ବୁଢ଼ା ପାହାଡ଼ ରେ କୋଟଗଡ ସିଆରପିଏଫ ବାଟାଲିୟନ ଯବାନଙ୍କ କୁମ୍ବିଙ୍ଗ ବେଳେ ସନ୍ଦେହଜନକ ମାଓ ସାମଗ୍ରୀ ସହ ୧୧ଜଣଙ୍କୁ…
Read More...

ପିପୁଲ୍ସ ପ୍ରେସ୍ ଟ୍ରଷ୍ଟର ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ;ସାମ୍ବାଦିକ ମାନେ ପ୍ରକୃତରେ ଜାଗ୍ରତ ପ୍ରହରୀ ।

ବ୍ରହ୍ମପୁର,୧୯/୦୩(ପିପିଟି): ଗଣମାଧ୍ୟମର ପ୍ରତିନିଧି ମାନେ ସମାଜ ପ୍ରତି ଜାଗ୍ରତ ପ୍ରହରୀ ଭଳି କାମ କରନ୍ତି। ସେମାନଙ୍କୁ ଉଚିତ ସମ୍ମାନ ପ୍ରଦାନ କରାଯିବା ଉଚିତ ବୋଲି ଆଜି ପିପିଟି ର ତୃତୀୟ ବାର୍ଷିକ ଉତ୍ସବକୁ ଉଦ୍‌ଘାଟନ କରି…
Read More...

ବସ ଷ୍ଟାଣ୍ଡରୁ ମୃତଦେହ ଉଦ୍ଧାର ।

ଭଞ୍ଜନଗର,୧୮/୦୩(ପିପିଟି):ଭଞ୍ଜନଗର ବସଷ୍ଟାଣ୍ଡ ପରିସରରେ ଆଜି ସଂନ୍ଧ୍ୟା ସମୟରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଦେହ ଉଦ୍ଧାର କରାଯାଇଛି। ମୃତ୍ୟୁର ପ୍ରକୃତ କାରଣ ଜଣାପଡିନଥିବା ବେଳେ ଅସ୍ବାଭାବିକ ଭାବେ ପଡି ରହିଥିବା ବେଳେ…
Read More...

ଟ୍ରକ ଧକ୍କାରେ ବାଇକ ଚାଳକ ମୃତ ।

ଭଞ୍ଜନଗର,୧୮/୦୩(ପିପିଟି):ତାରସିଂ ଥାନା ଅନ୍ତର୍ଗତ କୋକଳବା ନିକଟ ବେଣିଆ ସାହି ବୁଲାଣି ରାସ୍ତାରେ ଆଜି ଦିନ ୨ଟା ସମୟରେ ବାଇକ ସହ ଟ୍ରକ ମୁହାଁମୂହିଁ ଧକ୍କା ହେବା ଫଳରେ ବାଇକ ଚାଳକର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।ସୂଚନା…
Read More...

ଜିଲ୍ଲା ଭିତିକ ନିଯୁକ୍ତି ପ୍ରଦାନ ଲାଗି ଆନ୍ଦୋଳନ ।

ମାଲକାନଗିରି,୧୮/୦୩(ପିପିଟି): ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବି ନେଇ ଯୁବ ଗ୍ରାମସଭା ସଂସଦ ପକ୍ଷରୁ ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରି ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ…
Read More...