ଜିଲ୍ଲା ସ୍ତରୀୟ ୧୫୪ତମ ଗାନ୍ଧୀ ଜୟନ୍ତୀ ପାଳନ ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ଯରେ ବକ୍ତୃତା ପ୍ରତିଯୋଗିତା ।

ଛତ୍ରପୁର,୦୧/୧୦(ପିପିଟି): ଗଞ୍ଜାମ ଜିଲ୍ଲା ସ୍ତରୀୟ ୧୫୪ ତମ ପବିତ୍ର ଗାନ୍ଧୀ ଜୟନ୍ତୀ ପାଳନ ଅବସରରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ଛତ୍ରପୁର ଠାରେ ମଧ୍ୟ ଇଂରାଜୀ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ…
Read More...

ଆଖି ବୁଜିଦେଲେ ଖବରକାଗଜ ବିତରକ ବଲ୍ଲଭ ।

ବେଲଗୁଣ୍ଠା ,୦୧/୧୦(ପିପିଟି): ପ୍ରତାପୁର ପଂଚାୟତ ବଣିଆପଲ୍ଲୀ ଗାଁ ର ବାସିନ୍ଦା ବଲ୍ଲବ ନାଇକ(୫୧) । ପ୍ରତାପୁର ଓ କୁଡୁତାଇ ଅଞ୍ଚଳରେ ଖବର କାଗଜ ବାଣ୍ଟି ନିଜ ଗୁଜୁରାଣ ମେଣ୍ଟାଇବା ସହ ବା ସହ ସକାଳୁ ସକାଳୁ ଖବର କାଗଜ ପଂହଚାଇ…
Read More...

ସୋରଡ଼ା ନିର୍ବାଚନ ମଣ୍ଡଳୀର ଶ୍ରେଷ୍ଠ ବିଏଲ୍ଓ ଭାବେ ବେଲଗୁଣ୍ଠାର ଗୀତାଞ୍ଜଳି ସମ୍ମାନୀତ ।

ବେଲଗୁଣ୍ଠା୦୧୵୧୦(ପିପିଟି):ସୋରଡ଼ା ନିର୍ବାଚନ ମଣ୍ଡଳୀରେ କାର୍ଯ୍ୟରତ ବିଏଲ୍ଓ ମାନଙ୍କ ମଧ୍ୟରୁ ଚଳିତ ବର୍ଷର ଏକମାତ୍ର ଶ୍ରେଷ୍ଠ ବିଏଲ୍ଓ ଭାବେ ଆଜି ବେଲଗୁଣ୍ଠା ବ୍ଳକ୍ ରେ କାର୍ଯ୍ୟରତ ବିଏଲ୍ଓ ଗୀତାଞ୍ଜଳି ଗୌଡ଼ଙ୍କୁ ଭଞ୍ଜନଗର…
Read More...

ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ ।

ମାଲକାନଗିରି,୦୧/୧୦ (ପିପିଟି):ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତଥା ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଜିଲ୍ଲାପାଳ ବିଶାଲ ସିଂଙ୍କ ତତ୍ତ୍ଵାବଧାନରେ ଆଜି ସ୍ଥାନୀୟ ମାଲ୍ୟବନ୍ତ ଛାତ୍ରାବାସ…
Read More...

ଫୁଲବାଣୀକୁ ୩-୦ଗୋଲ ରେ ହରାଇ ସାରଙ୍ଗଗଡ଼ ଚମିୟାନ ।

ଭଞ୍ଜନଗର, ୦୧/୧୦(ପିପିଟି):ଜାତୀୟସ୍ତରର କ୍ରୀଡାବିତ୍ ଭେଟରାନ୍ ଫୁଟବଲର ସ୍ବର୍ଗତ ଏ. ଗୁରୁବାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି।  ଉପେନ୍ଦ୍ର ଭଞ୍ଜ ଖେଳ ପଡିଆରେ ଅନୁଷ୍ଠିତ…
Read More...

କୋଦଳା ଅଦାଲତ ପରିସରରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ।

କୋଦଳା,୦୧/୧୦(ପିପିଟି):"ସ୍ୱଛତା ହିଁ ସମ୍ପଦ,ପରିବେଶ ସ୍ୱଚ୍ଛ ରହିଲେ ଶରୀର ସୁସ୍ଥ ରହିବ" ଏହାକୁ ନେଇ ରବିବାର ଗଞ୍ଜାମ ଜିଲ୍ଲା କୋଦଳା ଅଦାଲତ ପରିସରରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ…
Read More...

ସ୍ବଛତା ହିଁ ସେବା କାର୍ଯ୍ୟକ୍ରମ ।

ପୋଲସରା, ୦୧୵୧୦ବିଜ୍ଞାନ ମହାବିଦ୍ୟାଳୟରେ ୨(୦) ବାଳିକା ବଟାଲିୟନ ରାୟଗଡ଼ା ତରଫରୁ "ସ୍ୱଛତା ହିଁ ସେବା " କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ଯକ୍ଷ ବନମାଳୀ ବେହେରା ସମର…
Read More...

ବିଜେଡିର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ।

କୋଦଳା,୦୧/୧୦(ପିପିଟି):ରବିବାର କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ ନଂ ୧୨ ରାମଚନ୍ଦ୍ରପୁର ଠାକୁରାଣୀ ମନ୍ଦିର ନିକଟ ରେ କୋଦଳା ଏନ୍ଏସି ବିଜୁ ଜନତା ଦଳ ତରଫରୁ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି…
Read More...

୫୧ କୁଣ୍ଡିୟ ବୈଦିକ ଯଜ୍ଞ ଓ ପ୍ରବଚନ କାର୍ଯ୍ୟକ୍ରମ  ।

ଭଞ୍ଜନଗର, ୦୧/୧୦(ପିପିଟି):ଭଞ୍ଜନଗର ଚକାଡୋଳା ରିସୋର୍ଟ ପରିସରରେ ଆଜି ମହର୍ଷି ଦୟାନନ୍ଦ ସରସ୍ଵତୀଙ୍କ ଜନ୍ମ ଦ୍ବି ଶତବାର୍ଷିକୀ ଉପଲକ୍ଷେ ୫୧କୁଣ୍ଡିୟ ବୈଦିକ ଯଜ୍ଞ ଏବଂ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ…
Read More...

ଅଲ୍ଟ୍ରା ବରିଷ୍ଠ ନାଗରିକ ନିବାସରେ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ।

ବୋଲଗଡ଼,୦୧/୧୦(ପିପିଟି):ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ସ୍ଥିତ ସାଗରଗୁଆଁ ଅଲ୍ଟ୍ରା ବରିଷ୍ଠ ନାଗରିକ ନିବାସ ରେ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମ୍ପାଦକ ବ୍ରହ୍ମଚାରୀ…
Read More...