ଜାତୀୟ ମାନବାଧିକାର ଆୟୋଗ ମନିଟରଙ୍କ ଓଡିଶା ଗସ୍ତ ଗସ୍ତ ।

ଭୁବନେଶ୍ୱର,୨୫/୦୨(ପିପିଟି):ଜାତୀୟ ମାନବାଧିକାର ଆୟୋଗର ସ୍ୱତନ୍ତ୍ର ମନିଟର ବାଲକ୍ରୀଷ୍ଣ ଗୋଏଲ ୬ଦିନିଆ ଓଡିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଆସନ୍ତା ୧ ତାରିଖ ପର୍ଯ୍ୟନ୍ତ ସେ ଓଡିଶା ଗସ୍ତରେ ରହିବେ । ଆଜି…
Read More...

ଠେଲା ଗାଡ଼ିକୁ ଧକ୍କା ଦେଲା ବୁଲେଟ୍; ଜଣେ ଗୁରୁତର ।

ବେଲଗୁଣ୍ଠା, ୨୫/୦୨(ପିପିଟି):ଏକ ବୁଲେଟ୍ ଦ୍ରୁତ ଗତିରେ ଆସି ଏକ ଠେଲା ଗାଡିକୁ ପଛପଟୁ ଧକ୍କା ଦେବା ଫଳରେ ଠେଲା ଗାଡ଼ି ଧରି ଯାଉଥିବା ଜଣେ ବ୍ୟକ୍ତି ଗୁରୁତର ହୋଇଥିବା ସୂଚନା ମିଳିଛି । ସୂଚନା ପ୍ରକାରେ ମଙ୍ଗଳବାର ସନ୍ଧ୍ୟାରେ…
Read More...

ଜିଲ୍ଲାର ସାମୁଦ୍ରିକ ଚିଙ୍ଗୁଡ଼ି ଯାଆଁଳ ଉତ୍ପାଦନ କେନ୍ଦ୍ର ଓ ବ୍ରାକିଶ୍ ଜଳ ଚାଷରେ ଅନୁସରିତ ମାନଦଣ୍ଡର ଉଚ୍ଚ ପ୍ରଶଂସା…

ବ୍ରହ୍ମପୁର,୨୫/୦୨(ପିପିଟି): ଯୁକ୍ତରାଷ୍ଟ୍ର ଆମେରିକାର ୟୁଏସଏଫଡିଏର ଏକ ପ୍ରତିନିଧି ମଣ୍ଡଳୀ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ସାମୁଦ୍ରିକ ଚିଙ୍ଗୁଡ଼ି ଯାଆଁଳ ଉତ୍ପାଦନ କେନ୍ଦ୍ର ଓ ବ୍ରାକିଶ୍ ଜଳ ଚାଷରେ ଅନୁସରିତ ମାନଦଣ୍ଡର…
Read More...

ଓଡ଼ିଶା ବଜେଟ ୨୦୨୬–୨୭;ସହର ଉପକଣ୍ଠ ରୂପାନ୍ତରଣ ପାଇଁ ୨୦୦ କୋଟି ଟଙ୍କାର ସ୍ୱତନ୍ତ୍ର ପାଣ୍ଠି ।

ଭୁବନେଶ୍ୱର,୨୫/୦୨(ପିପିଟି):ରାଜ୍ୟର ବିକାଶ ଯାତ୍ରାକୁ ଏକ ନୂତନ ଦିଗ ଦେବା ପାଇଁ ଓଡ଼ିଶା ସରକାର ଗ୍ରହଣ କରିଛନ୍ତି ଏକ ଐତିହାସିକ ଓ ଦୂରଦୃଷ୍ଟିସମ୍ପନ୍ନ ପଦକ୍ଷେପ। ୨୦୨୬–୨୭ ଆର୍ଥିକ ବର୍ଷର ବଜେଟରେ ‘ଗ୍ରାମୀଣ–ସହରୀ…
Read More...

ବିଭିନ୍ନ ଜନହିତକର କାର୍ଯ୍ୟ ଦ୍ୱାରା ରୋଟାରୀ ଦିବସ ପାଳନ ।

ଭଞ୍ଜନଗର, ୨୫/୦୨(ପିପିଟି ):ରୋଟାରୀ କ୍ଳବ, ଭଞ୍ଜନଗର ତରଫରୁ କ୍ଳବ ସଭାପତି ରୋଟାରୀୟାନ ରଞ୍ଜିତ କୁମାର ବାରିକଙ୍କ ସଭାପତିତ୍ୱରେ ରୋଟାରୀ ଦିବସ ପାଳନ କରାଯାଇଛି । ପ୍ରଥମେ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ମଳାସ ପଦର…
Read More...

ଓଡ଼ିଶା ମାଧ୍ଯମିକ ସ୍କୁଲ ଶିକ୍ଷକ ସଂଘ ଓଷ୍ଟା ପକ୍ଷରୁ ନୂତନ କମିଟି ଗଠନ ।

ବାଲିଗୁଡା,୨୫/୦୨(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକରେ ଥିବା ଓଡ଼ିଶା ମାଧ୍ଯମିକ ସ୍କୁଲ ଶିକ୍ଷକ ସଂଘ ଓଷ୍ଟା ପକ୍ଷରୁ ନୂତନ କମିଟି ଗଠନ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ…
Read More...

ବିଭିନ୍ନ ଧାନ ମଣ୍ଡିରେ ପଡ଼ି ରହିଛି ୧,୫୫,୭୦୦ କ୍ବିଣ୍ଟାଲ ଧାନ, ଧାନ ନଉଠିବରୁ ଚାଷୀ ହନ୍ତସନ୍ତ ।

ମାଲକାନଗିରି,୨୫/୦୨(ପିପିଟି):ମାଲକାନଗିରି ଜିଲ୍ଲାରେ ଥିବା ବିଭିନ୍ନ ଧାନ ମଣ୍ଡିରେ ଗତ ଜାନୁଆରୀ ମାସରୁଏକ ୧,୫୫,୭୦୦ କ୍ଵିଣ୍ଟାଲ ଧାନ ଗଛିତ ହୋଇ ପଡ଼ି ରହିଥିଲା ବେଳେ କ୍ରୟ ବନ୍ଦ ହେବା ଫଳରେ ଚାଷୀମାନେ ହନ୍ତସନ୍ତ ହେଉଥିବା…
Read More...

କେନ୍ଦୁପତ୍ର ବ୍ୟବସାୟୀ ସଂଘ ତରଫରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ।

ମାଲକାନଗିରି,୨୫/୦୨(ପିପିଟି):ଆଜି ମାଲକାନଗିରି କେନ୍ଦୁପତ୍ର ସଙ୍ଘ ତରଫରୁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଚଳିତ ବର୍ଷ ୧୧୧ ଗୋଟି ପଞ୍ଚାୟତରେ କେନ୍ଦୁପତ୍ର ସ୍ଥାନୀୟ ବ୍ୟବସାୟୀ ମାନେ କେନ୍ଦୁପତ୍ର କ୍ରୟ…
Read More...

ଯୌନ ଶୋଷଣ ବା ଯୌନ ନିର୍ଯାତନା ସଚେତନତା କାର୍ଯ୍ୟକ୍ରମ ।

ବେଗୁନିଆପଡା,୨୫/୦୨(ପିପିଟି): ବୁଧବାର ଅପରାହ୍ନ ରେ କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦର କଲ୍ୟାଣ ମଣ୍ଡପ ପରିସରରେ କୋଦଳା ତାଲୁକା ଆଇନ ସେବା କମିଟି ଆନୁକୁଲ୍ୟରେ ଯୌନ ଶୋଷଣ ବା ଯୌନ ନିର୍ଯାତନାରୁ ଉଦ୍ଧାର ପାଇବା ନିମନ୍ତେ ଏକ…
Read More...