ଜେଲ୍ ଅନ୍ତେବାସୀଙ୍କ ସହ ବେସରକାରୀ ପରିଦର୍ଶକ କମିଟି ।

ଭଞ୍ଜନଗର, ୨୭/୦୨(ପିପିଟି ):ସ୍ଥାନୀୟ ପୁରାତନ ସ୍ୱତନ୍ତ୍ର ଉପ କାରାଗାର ପରିଦର୍ଶନ କମିଟି ପକ୍ଷରୁ ପ୍ରାକ୍ତନ ଅଧ୍ୟକ୍ଷ କୃତ୍ତିବାସ ବିଶ୍ୱାଳ, ଡ଼. ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ଜଗବନ୍ଧୁ ଜେନା, ଅନୁପମ ବାନାର୍ଜୀ ଓ…
Read More...

ଦୁର୍ଗମ ଅଞ୍ଚଳରେ ୨୦ ଟି ମାଓ ଶହୀଦ ସ୍ମୃତି ସମ୍ଭ ଧ୍ୱଂସ ।

ମାଲକାନଗିରି,୨୭/୦୨(ପିପିଟି):ମାଲକାନଗିରି ଜିଲ୍ଲାର ମାଓ ଅଞ୍ଚଳରେ ରହିଥିବା ୨୦ ଗୋଟି ମାଓବାଦୀଙ୍କ ଶହୀଦ ସ୍ମୃତି ସ୍ତମ୍ଭକୁ ଭାଙ୍ଗି ଧୂଳିସାତ୍ କରିଛନ୍ତି ଗ୍ରାମବାସୀମାନେ । ବର୍ତ୍ତମାନ ଦୁର୍ଗମ ଗ୍ରାମାଞ୍ଚଳରେ ଶାନ୍ତି ଏବଂ…
Read More...

ଯୁବ ପିଢ଼ିଙ୍କ ପାଇଁ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ।

ଯାଜପୁର,୨୭/୦୨(ପିପିଟି): ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ପକ୍ଷରୁ ଜିଲ୍ଲା ପ୍ରଶାସନ ଦ୍ବାରା ସ୍ଥାନୀୟ ଏନସି କଲେଜ ପଡ଼ିଆଠାରେ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଛି। ସ୍ଥାନୀୟ ଯୁବ ପିଢ଼ିଙ୍କ ଦକ୍ଷତା…
Read More...

ଆଗାମୀ ପର୍ବପର୍ବାଣୀ ଗୁଡିକ ଶାନ୍ତିପୂର୍ଣ୍ଣ ଭାବେ ପାଳନ ପାଇଁ ପୁଲିସ ମହାନିର୍ଦ୍ଦେଶକଙ୍କ ସମୀକ୍ଷା ବୈଠକ।

ଭୁବନେଶ୍ବର,୨୭/୦୨:ସାରା ରାଜ୍ୟରେ ଆସନ୍ତା କିଛିଦିନ ମଧ୍ୟରେ ପର୍ବପର୍ବାଣୀର ମାହୋଲ ଆରମ୍ଭ ହେବାକୁ ଯାଉଛି। ଆସନ୍ତା ୩ ତାରିଖରେ ଦୋଳ ପୂର୍ଣିମା, ୪ ତାରିଖରେ ହୋଲି, ୨୧ ତାରିଖରେ ଇଦ-ଉଲ-ଫିତର, ୨୭ ତାରିଖରେ ଶ୍ରୀ ରାମ ନବମୀ,…
Read More...

କୂଅରେ ପଡି ହାତୀଛୁଆ ମୃତ ।

କେନ୍ଦୁଝର,୨୭/୦୨: କେନ୍ଦୁଝର ଜିଲ୍ଲା ସଦର ରେଞ୍ଜ କାଠବାଉଁଶୁଳି ଗାଁର ମୋହନ ଚରଣ ମହାନ୍ତ ଙ୍କ କୂଅରେ ଖସିପଡି ଏକ ହାତୀଛୁଆର ମୃତ୍ୟୁ ଘଟିଛି । ବିଳମ୍ବିତ ରାତିରେ ଏକ ୧୦ ଟିକିଆ ହାତୀପଲ ଯାଉଥିବା ସମୟରେ କୂଅରେ…
Read More...

ଆଚାର୍ଯ୍ୟ ହରିହର ଦାସଙ୍କ ପ୍ରତିମୂର୍ତ୍ତି ଲୋକାର୍ପିତ ।

ଭୁବନେଶ୍ୱର,୨୭/୦୨(ପିପିଟି):ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଭୁବନେଶ୍ୱର ସ୍ଥିତ ଆଚାର୍ଯ୍ୟ ହରିହର ପାର୍କରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ ତଥା ଶିକ୍ଷାବିତ ଆଚାର୍ଯ୍ୟ ହରିହର ଦାସଙ୍କ…
Read More...

କୋଦଳାକୁ ରାଜସ୍ବ ଉପଖଣ୍ଡ ମାନ୍ଯତା ଦାବି ନେଇ ବିରାଟ ରାଲି ।

ବେଗୁନିଆପଡା,୨୭/୦୨(ପିପିଟି):ଗଞ୍ଜାମ ଜିଲ୍ଲାର କୋଦଳା ତହସିଲ ସର୍ବ ପୁରାତନ ତହସିଲ । ୧୦୦ ବର୍ଷ ତଳର ଏହି ପୁରୁଣା ତହସିଲକୁ ରାଜସ୍ବ ଉପଖଣ୍ଡର ମାନ୍ଯତା ଦାବି କରୁଛନ୍ତି ଅଞ୍ଚଳବାସୀ। ଏହାକୁ ନେଇ ଗଠିତ ହୋଇଛି କୋଦଳା…
Read More...

ଜନଗଣନା-୨୦୨୭ ପାଇଁ ସମୀକ୍ଷା ଓ ତାଲିମ୍ କାର୍ଯ୍ୟକ୍ରମ ।

ମାଲକାନଗିରି, ୨୭/୦୨(ପିପିଟି):ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ନିର୍ଦ୍ଦେଶ କ୍ରମେ ମଡେଲ ଡିଗ୍ରୀ କଲେଜ ଠାରେ ଜନଗଣନା ନିମନ୍ତେ ଜିଲ୍ଲା ସ୍ତରୀୟ ଜନଗଣନା ଅଧିକାରୀଙ୍କ ସମୀକ୍ଷା ଓ ତାଲିମ କାର୍ଯ୍ଯକ୍ରମ ଆୟୋଜିତ…
Read More...

୭୫ତମ ଜିଲ୍ଲା ପରିଷଦ ବୈଠକ; ବିଭିନ୍ନ ସମସ୍ୟା ଆଲୋଚନା

ମାଲକାନଗିରି, ୨୭/୦୨(ପିପିଟି):୭୫ ତମ ଜିଲ୍ଲା ପରିଷଦ ସାଧାରଣ ଅଧିବେଶନ ଅଧ୍ୟକ୍ଷା ସମାରୀ ତାଙ୍ଗୁଲୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦର ସମସ୍ତ ସଦସ୍ୟମାନେ ଯୋଗ…
Read More...

ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ୧,୭୦,୭୫,୨୦୦ ଟଙ୍କା ସହାୟତା ରାଶି ପ୍ରଦାନ ।

ଯାଜପୁର,୨୬/୦୨(ପିପିଟି): ଜିଲ୍ଲାପାଳ ଅମ୍ବର କୁମାର କରଙ୍କ ଅନୁମୋଦନ କ୍ରମେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ଯୁଧିଷ୍ଠିର ନାୟକ ନିର୍ମାଣ ଶ୍ରମିକ ମାନଙ୍କୁ ସାଙ୍କେତିକ ଅର୍ଥ ରାଶି ପ୍ରଦାନ…
Read More...