ପ୍ରେମ ବ୍ୟାପାରରୁ ଛାତ୍ରଙ୍କୁ ହତ୍ୟା ସନ୍ଦେହ,କେନାଲରୁ ମିଳିଲା ମୃତଦେହ ।
ଯାଜପୁର,୦୫/୦୯(ପିପିଟି):ପ୍ରେମ ବ୍ୟାପାରରୁ ଛାତ୍ରଙ୍କୁ ହତ୍ୟା । ଯାଜପୁର ଧର୍ମଶାଳା ଥାନା ରଥିଆ ନିକଟ ଏକ କ୍ରସର ପଛପଟୁ ଛାତ୍ରଙ୍କ ମୃତଦେହ ଉଦ୍ଧାର । ମୃତକ ଅଭୟପୁର ଗାଁର ନରହରି ବେହେରାଙ୍କ ପୁଅ ରୁଦ୍ର ପ୍ରସାଦ ବେହେରା ।…
Read More...
Read More...