କ୍ୟାମ୍ପସରେ ଜେନ୍-ଜିଙ୍କ ମୁଡ୍ ପରଖୁଛନ୍ତି ନେତା, ପଞ୍ଚାୟତ ନିର୍ବାଚନ ଉପରେ ନଜର ।

ଭୁବନେଶ୍ୱର,୧୧/୧୦(ପିପିଟି): ରାଜଧାନୀରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ରାଜନୈତିକ ଉଷ୍ମତା ବଢ଼ୁଥିବାବେଳେ ନେତାଙ୍କ ନଜର ଏବେ ଗାଁ ଉପରେ। କଲେଜ ଓ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ନିଜ ସମର୍ଥିତ ପ୍ରାର୍ଥୀଙ୍କ ବିଜୟ ପାଇଁ…
Read More...

ଆନନ୍ଦପୁରରେ ବାପା-ପୁଅ ଗିରଫ, ୨ ବନ୍ଧୁକ ସହ ୨୯ ଗୁଳି ଜବତ ।

ଆନନ୍ଦପୁର, ୧୧/୧୦: ପାର୍ବଣ ପୂର୍ବରୁ ଆନନ୍ଦପୁର ପୁଲିସକୁ ମିଳିଛି ସଫଳତା। ପୁଲିସ ପାଟ୍ରୋଲିଂ ସମୟରେ ଦୁଇଟି ଦେଶୀ ବନ୍ଧୁକ ସହ ୨୯ଟି ଗୁଳି ଜବତ କରିବା ସହ ଏହି ଘଟଣାରେ ବାପା ଓ ପୁଅଙ୍କୁ ଗିରଫ କରିଛି। ଗିରଫ ଦୁଇଜଣ ହେଲେ…
Read More...

ଯାଜପୁର ଜିଲ୍ଲାରୁ ୧୪୨ ବରିଷ୍ଠ ତୀର୍ଥଯାତ୍ରୀଙ୍କ ବାରଣାସୀ-ଅଯୋଧ୍ୟା ଯାତ୍ରାର ଶୁଭାରମ୍ଭ ।

ଯାଜପୁର, ୧୧/୧୦(ପିପିଟି ):ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ, ଯାଜପୁର ପକ୍ଷରୁ ଆଜି ସ୍ଥାନୀୟ ଗୌତମ ବୁଦ୍ଧ ସଂସ୍କୃତି ଭବନ ସମ୍ମୁଖ ରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଶୁଭାରମ୍ଭ କରାଯାଇଛି।…
Read More...

କନ୍ୟା ସନ୍ତାନଙ୍କୁ ସମ୍ମାନ ଦିଅନ୍ତୁ, ବାଲ୍ୟବିବାହ ରୋକନ୍ତୁ: ଆଇଜି ଡ. ସତ୍ୟଜିତ ନାୟକ ।

କଟକ୧୧/୧୦(ପିପିଟି): ଅନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ଅବସରରେ କନ୍ୟା ସନ୍ତାନଙ୍କ ସୁରକ୍ଷା, ଶିକ୍ଷା, ଅଧିକାର ଓ ସମ୍ମାନକୁ ଗୁରୁତ୍ୱ ଦେବା ସହ ବାଲ୍ୟବିବାହ ରୋକିବାକୁ ଆହ୍ୱାନ ଦେଇଛନ୍ତି ଆଇଜିପି ଡ. ସତ୍ୟଜିତ ନାୟକ।…
Read More...

ଗଞ୍ଜାମର କବିତାଘର ଦ୍ୱାଦଶ ସାହିତ୍ୟ ଉତ୍ସବ ଆୟୋଜିତ ।

ବ୍ରହ୍ମପୁର,୧୧/୧୦(ପିପିଟି):ପ୍ରତିବର୍ଷ ପରି ଏହି ବର୍ଷ ମଧ୍ୟ ଓଡ଼ିଶାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଗଞ୍ଜାମର କବିତାଘର ଲିଟେରାରୀ ଟ୍ରଷ୍ଟ ଦ୍ୱାଦଶ ସାହିତ୍ୟ ଉତ୍ସବ କେ.ସି. ପବ୍ଲିକ ସ୍କୁଲ ସଭାଗୃହ ଠାରେ ଆୟୋଜିତ ହୋଇଯାଇଅଛି…
Read More...

ଲୋକନାୟକ ଜୟପ୍ରକାଶ ନାରାୟଣ ଓ ଶହୀଦ ବାଜିରାଉତଙ୍କୁ ଶ୍ରଦ୍ଧାଞ୍ଜଳି ।

ଭୁବନେଶ୍ୱର ୧୧/୧୦(ପିପିଟି):ସେବା ଓ ତ୍ୟାଗର ଅବିସ୍ମରଣୀୟ ପ୍ରତୀକ ଥିଲେ ବାଜି ରାଉତ । ୧୨ ବର୍ଷର ବୀର ବାଳକ ବାଜିରାଉତଙ୍କର ବଳିଦାନ ବ୍ରିଟିଶ ସରକାର ବିରୁଦ୍ଧରେ ଲଢ଼ିବାକୁ ହଜାର ହଜାର ସଂଗ୍ରାମୀ ସୃଷ୍ଟି କରିଥିଲା । ତାଙ୍କର…
Read More...