ଚଣ୍ଡିଖୋଲ – ଡ଼ୁବୁରୀ ୫୩ ନମ୍ୱର ଜାତୀୟ ରାଜପଥ ସାଜିଛି ମରଣ ଯନ୍ତା ।

ଯାଜପୁର,୨୭/୧୦(ପିପିଟି): ଚଣ୍ଡିଖୋଲ ଡ଼ୁବୁରୀ ଜାତୀୟ ରାଜପଥ ଏବେ ମୁଣ୍ଡ ପରେ ମୁଣ୍ଡ ନବାରେ ବ୍ୟସ୍ତ ଥିବା ବେଳେ,ପ୍ରଶାସନ ଏବେ କୁମ୍ଭକର୍ଣ୍ଣ ନିଦ୍ରାରେ, ବିଗତ ଦଶବର୍ଷ ମଧ୍ୟରେ ମଧ୍ୟ ଏବେ ସୁଦ୍ଧା ଚଣ୍ଡିଖୋଲ ଠାରୁ ଡ଼ୁବୁରୀ…
Read More...

ପୁଲିସ ତାର କାର୍ଯ୍ୟଧାରା ପରିବର୍ତ୍ତନ ନକରେ ତାହାଲେ ଉଚ୍ଚ ପଦସ୍ତ ଅଧିକାରୀଙ୍କୁ ଅଭିଯୋଗ କରାଯିବ- ପ୍ରଣବ ।

ଯାଜପୁର,୨୭/୧୦(ପିପିଟି): ଧମର୍ଶାଳା ନିର୍ବାଚନ ମଣ୍ଡଳୀରେ ଏବେ ସୋସିଆଲ ମିଡିଆରେ ଶାସକ ଓ ବିରୋଧୀ ଦଳଙ୍କ ମଧ୍ୟରେ ଲଢେଇ ଜୋରଦାର ଚାଲିଥିବା ବେଳ ଏଭଳି ଏକ ପୋଷ୍ଟକୁ ନେଇ ଥାନାରେ ମାମଲା ରୁଜୁ ହୋଇଛି । ସୂଚନା ମୁତାବକ ସୋସିଆଲ…
Read More...

ଭାରତୀୟ ଜନତା ପାର୍ଟି ର ସଦସ୍ୟତା ଅଭିଯାନ୨୦୨୪ ଅନୁଷ୍ଠିତ ହୋଇଯାଇଛି।

ବୋଲଗଡ଼,୨୭/୧୦(ପିପିଟି):ଭାରତୀୟ ଜନତା ପାର୍ଟି ବେଗୁନିଆ ନିର୍ବାଚନ ମଣ୍ଡଳୀ ପକ୍ଷରୁ ସଦସ୍ୟତା ଅଭିଯାନ-୨୦୨୪ ନନ୍ଦିଘୋଷ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି।ଆୟୋଜିତ ସଦସ୍ୟତା ସଭାରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ବୋଲଗଡ଼ ବ୍ଲକ…
Read More...

କମ୍ୟୁନିଷ୍ଟ ନେତା ହରିକୃଷ୍ଣ ସାହୁଙ୍କ ପରଲୋକ ।

ଭଞ୍ଜନଗର, ୨୭/୧୦(ପିପିଟି) :କମ୍ୟୁନିଷ୍ଟ ପାର୍ଟିର ଆଜୀବନ ସଦସ୍ୟ କମ୍ରେଡ଼ ହରିକୃଷ୍ଣ ସାହୁଙ୍କର ଦେହାନ୍ତ ଘଟିଛି।ସ୍ବର୍ଗତ ସାହୁ ଜଣେ ଡାକ କର୍ମଚାରୀ ଭାବେ ଅବସର ଗ୍ରହଣ କରିଥିଲେ।ସେ ଲଢୁଆ ମାର୍କ୍ସବାଦୀ କମ୍ୟୁନିଷ୍ଟ…
Read More...

ନକଲି ବନ୍ଧୁକ ଦେଖାଇ ଆତଙ୍କ ସୃଷ୍ଟିକାରି ଯୁବକ ଗିରଫ ।

ଭଞ୍ଜନଗର, ୨୭/୧୦(ପିପିଟି) : ଜଗନ୍ନାଥ ପ୍ରସାଦ ବ୍ଲକ ତାରସିଂ ଥାନା ଅଧିନ ତିରିଗୋଚ୍ଛା ଗ୍ରାମରେ ନକଲି ବନ୍ଧୁକ ଦେଖାଇ ଆତଙ୍କ ସୃଷ୍ଟି କରିବା ଅଭିଯୋଗରେ ପୁଲିସ ଜଣକୁ ଗିରଫ କରିଥିବା ଜଣାପଡ଼ିଛି। ଅଭିଯୁକ୍ତ ଜଣକ ହେଲେ…
Read More...

ଲୋକ ସାହିତ୍ୟ ଗଣ୍ଡିରୁ ଶିଶୁ ସାହିତ୍ୟର ଉତ୍ପତ୍ତି।

ବ୍ରହ୍ମପୁର,୨୭/୧୦(ପିପିଟି):ଅପରାହ୍ନ ୪ ଘଟିକା‌ ସମୟରେ‌ ଉତ୍କଳ ଆଶ୍ରମ ସଭାଗୃହରେ ବନକୁସୁମ ‌ଶିଶୁ ସାହିତ୍ୟ ପ୍ରତିଷ୍ଠାନର ମାସିକ ସାହିତ୍ୟ ଆସର ଆଲୋଚନା ଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି। ସଂସଦର ସଭାପତି…
Read More...

ପୋଲସରା:ଭାମଶ୍ୟାଳି ଗ୍ରାମରେ ଅଷ୍ଟପ୍ରହରୀ ନାମଯଜ୍ଞ ।

ପୋଲସରା,୨୭/୧୦(ପିପିଟି):ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଭାମଶ୍ୟାଳି ଗ୍ରାମରେ ପ୍ରତିବର୍ଷ ଭଳି ଏହିବର୍ଷ ମଧ୍ୟ ବଡ଼ଦାଣ୍ଡ ସାହିରେ ଦୀର୍ଘ ଦଶଦିନ ଧରି ଚାଲିଥିବା ମା'ଗଜଲକ୍ଷ୍ମୀ ପୂଜା ଅବସରରେ ପ୍ରତି ସନ୍ଧ୍ୟା…
Read More...

ଶିଶୁ ମହୋତ୍ସବ ସୁରଭି ଓ କଳା ଉତ୍ସବ-୨୦୨୪ ଅନୁଷ୍ଠିତ।

ମାଲକାନଗିରି, ୨୭/୧୦(ପିପିଟି) :ମାଲକାନଗିରି ସମଗ୍ର ଶିକ୍ଷା ଅଭିଯାନ ଆନୁକୂଲ୍ୟରେ ବୁଟିଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ କଳା ଉତ୍ସବ-୨୦୨୪ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା…
Read More...

ବିଜେପିର ଫଳକ ଭଙ୍ଗାକୁ ନେଇ ବିଜେଡିର ପ୍ରତିବାଦ ।

ଯାଜପୁର,୨୭/୧୦(ପିପିଟି): ନିର୍ବାଚନ ପରେ ସୁକିନ୍ଦା ରାଜନୀତି ବେଶ ଉଷ୍ଣ ହୋଇ ଉଠିଛି । ନିର୍ବାଚନ ପରେ ବିଜେପି ପକ୍ଷରୁ ବିଜେଡି କର୍ମୀଙ୍କୁ ଆକ୍ରମଣ କରି ଲହୁଲୁହାଣ କରାଯାଇଥିବା ନେଇ ବିଭିନ୍ନ ସମୟରେ ଥାନାରେ ଅଭିଯୋଗ ହୋଇଛି…
Read More...