ଦେଶରେ ୩୪୮୮୪ ନୂଆ ସଂକ୍ରମିତ;୨୪ ଘଣ୍ଟାରେ ସୁସ୍ଥ ୧୭୯୯୪ ଏବଂ ମୃତ ସଂଖ୍ୟା ୬୭୧ ।
ନୂଆଦିଲ୍ଲୀ,୧୮/୦୭; ଦେଶରେ ଦୈନିକ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଶନିବାର ସକାଳ ସୁଦ୍ଧା ୩୪୮୮୪ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ,ସୁସ୍ଥ ସଂଖ୍ୟା ୧୭୯୯୪ ଏବଂ ୬୭୧ ସଂକ୍ରମିତଙ୍କ!-->…
Read More...
Read More...