“ପୁଅ ଜନ୍ମ କରି ପାପ କରିଛି” ସାମାଜିକ ନାଟକ ବହିର ପୂଜା ।

ପୋଲସରା,୧୫/୦୩ (ପିପିଟି): ପୋଲସରା ବ୍ଲକ ଅନ୍ତର୍ଗତ ଚିରିକିପଡା ଶାସନ ଗ୍ରାମର ଶ୍ରୀ ଶ୍ରୀ ତୁମ୍ବେଶ୍ବର ନାଟ୍ୟ ସଂସଦ ଯୁବକମାନଙ୍କ ଦ୍ବାରା ଆସନ୍ତା ମେ ମାସ ୦୬/୦୫/୨୬ ତାରିଖ ଦିନ ହେବାକୁ ଥିବା ସାମାଜିକ ନାଟକ "ପୁଅ ଜନ୍ମ…
Read More...

ଗଛକୁ ପିଟିହେଲା କାର, ଦୁଇ ଆହାତ, ଜଣେ ମୃତ।

ପୋଲସରା,୧୫/୦୩ (ପିପିଟି) : ଗଞ୍ଜାମ ଜିଲ୍ଲାର ବୁଗୁଡା ପୋଲିସ ଥାନା ଅନ୍ତର୍ଗତ ତାକରଡା ଗ୍ରାମ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ଦୁଇ ଆହାତ ଓ ଜଣେ ମୃତ ହୋଇଥିବା ଜଣାପଡିଛି। ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଓଡ଼ଗାଁ…
Read More...

ବ୍ଲୁ ଇକୋନୋମି ସମିଟ୍–୨୦୨୬ରେ ଓଡ଼ିଶାର ଦୂରଦୃଷ୍ଟିମୟ ରୋଡମ୍ଯାପ୍ ।

ଭୁବନେଶ୍ୱର,୧୫/୦୩(ପିପିଟି):ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଇଡକୋ ଅଧ୍ୟକ୍ଷା ଉଷା ପାଢୀ ଭୁବନେଶ୍ୱରରେ ଆୟୋଜିତ ଗ୍ଲୋବାଲ୍ ବ୍ଲୁ ଇକୋନୋମି ସମିଟ୍–୨୦୨୬ ଅବସରରେ…
Read More...

ଆକ୍ସନ ମୋଡ୍‌ରେ ନୂତନ ଜିଲ୍ଲାପାଳ: ପ୍ରଶାସନିକ ସମୀକ୍ଷା ବୈଠକ ଜରିଆରେ ବିକାଶର ନୂଆ ପର୍ଯ୍ୟାୟ ।

ମାଲକାନଗିରି, ୧୫/୦୩(ପିପିଟି):ମାଲକାନଗିରିର ନୂତନ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ କରିଛନ୍ତି।…
Read More...

ମାନସିକ ବିକାରଗ୍ରସ୍ତ ମହିଳାକୁ ଥଇଥାନ କଲେ ବିପଦର ବନ୍ଧୁ ।

ଭଞ୍ଜନଗର, ୧୫/୦୩(ପିପିଟି):ଭଞ୍ଜନଗର ଅଞ୍ଚଳରେ କିଛି ଦିନହେବ ବୁଲୁଥିବା ଏକ ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଆଜି ଭଞ୍ଜନଗର ପୋଲିସ ଉଦ୍ଧାର କରିଛି। ମହିଳା ଜଣଙ୍କ କିଛି ଦିନ ହେବ ଭଞ୍ଜନଗର,ବେଲଗୁଣ୍ଠା ଓ ତାରାସିଂ ଥାନା…
Read More...

ହାଇୱା ଧକ୍କାରେ ୨ଜଣ ଗୁରୁତର ।

ଭଞ୍ଜନଗର, ୧୫/୦୩(ପିପିଟି ):ବେଲଗୁଣ୍ଠା ଥାନା ମନ୍ଦାର ବ୍ରିଜ ନିକଟରେ ଏକ ହାଇୱା ଧକ୍କାରେ ୨ଜଣ ଗୁରୁତର ହୋଇ ପ୍ରଥମେ ଭଞ୍ଜନଗର ଓ ପରେ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର ହୋଇଥିବା ଜଣାପଡିଛି। ଵଲାଡ଼ି ଗ୍ରାମର ଜଗନ୍ନାଥ…
Read More...

ପୂର୍ବତନ ଶିକ୍ଷକ ତଥା ବିଶିଷ୍ଠ ବ୍ୟବସାୟୀ ଙ୍କ ପରଲୋକ : ବଣିକ ସଂଘ ତରଫରୁ ଦୋକାନ ବଜାର ବନ୍ଦ ।

ବାଲିଗୁଡା, ୧୫/୦୩ (ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳ ର ପୂର୍ବତନ ସହକାରୀ ବିଜ୍ଞାନ ଶିକ୍ଷକ ତ‌ଥା ବିଶିଷ୍ଠ ବ୍ୟବସାୟୀ ରାମକୃଷ୍ଣ ଦାସଙ୍କ ୮୭ ବର୍ଷରେ ଭୁବନେଶ୍ଵର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସାଧୀନ…
Read More...

ଦୋକାନରେ ଶୋଇଥିବା ଅବସ୍ଥାରେ ସର୍ଟ-ସର୍କିଟ ହେତୁ ଜିନିଷ ପତ୍ର ସହିତ ଜୀବନ୍ତ ଜଳିଗଲେ ବାପପୁଅ।

ବୋଲଗଡ଼, ୧୫/୩(ପିପିଟି):ବୋଲଗଡ ବ୍ଲକ ଓ ବେଗନିଆଁ ଥାନା ଅନ୍ତର୍ଗତ ସାନପଦର ଗାଁରେ ଅଭାବନୀୟ ଅଘଟଣ ଘଟିଯାଇଛି। ଦୋକାନ ଭିତରେ ଜଳିଗଲେ ବାପାପୁଅ । ବାପା ହେଉଛନ୍ତି ରାଜେଶ କୁମାର ସାହୁ(୫୭) ଏବଂ ପୁଅ ଲଷ୍ମୀଧର ସାହୁ(୨୪)। ଉଭୟ…
Read More...

ଆଇଚର ଗାଡି ସହ ଗଞ୍ଜେଇ ଜବତ ,ଚାଳକ ଓ ଗଞ୍ଜେଇ ମାଫିଆ ଫେରାର ।

ବାଲିଗୁଡା, ୧୪/୦୩ (ପିପିଟି) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ଲେତିଙ୍ଗିଆ ଘାଟିରେ ଆଇଚର ଗାଡ଼ିରେ କନ୍ଦିବାନ୍ଦା ଗ୍ରାମର ସାହିଲ ପ୍ରଧାନ ନାମକ ଜୈନକ ଗଂଜେଇ ମାଫିଆ ଚୋରା ଚାଲାଣ କରୁଥିବା…
Read More...

ବେଲଗୁଣ୍ଠା ପୋଲିସର ବଡ଼ ଧରଣର ଚଢ଼ାଉ: ବିପୁଳ ପରିମାଣର ବିସ୍ଫୋରକ ଜବତ ସହ ଦୁଇ ଗିରଫ ।

ବେଲଗୁଣ୍ଠା,୧୪/୦୩(ପିପିଟି):ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ପୋଲିସକୁ ଏକ ବଡ଼ ଧରଣର ସଫଳତା ମିଳିଛି।ଆଜି ସକାଳୁ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବେଲଗୁଣ୍ଠା ଥାନାଊ ରେବତୀ ଶବରଙ୍କ ନେତୃତ୍ୱରେ ପୋଲିସ ଟିମ୍ ବରଗାଁ…
Read More...