ଜିଲ୍ଲା ରାଜସ୍ୱ ସମୀକ୍ଷା ବୈଠକ ।

ମାଲକାନଗିରି, ୨୫/୦୬(ପିପିଟି):ଜିଲ୍ଲା ପରିଷଦ କାର୍ଯ୍ୟାଳୟର ସଦଭାବନା ସଭାଗୃହ ଠାରେ ମାଲକାନଗିରି ଜିଲ୍ଲା ରାଜସ୍ୱ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…
Read More...

ସମ୍ବିଧାନ ହତ୍ୟା ଦିଵସ ପାଳିତ ।

କୋଦଳା,୨୫/୦୬(ପିପିଟି):ବୁଧବାର ଦିନ ୧୦ ଘଟିକା ସମୟରେ ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ କୋଦଳାରେ ସମ୍ବିଧାନ ହତ୍ୟା ଦିବସ କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ମହାବିଦ୍ୟାଳୟର ଅଧ୍ୟକ୍ଷ ରଘୁନାଥ ମୁଦୁଲିଙ୍କ ପୌରହିତ୍ୟରେ…
Read More...

ଇନଷ୍ଟାଗ୍ରାମରେ ବନ୍ୟଜନ୍ତୁ ମାଂସ ଭାଇରାଲ ମହଙ୍ଗା ପଡିଲା;ଦୁଇ ଯୁବକ ଗିରଫ ।

ହରଭଙ୍ଗା,୨୫/୦୬:ଇନଷ୍ଟାଗ୍ରାମରେ ବନ୍ୟଜନ୍ତୁ ମାଂସ ଖାଇବା ଫଟୋ ଭାଇରାଲ ମହଙ୍ଗାପଡିଛି । ଏହି ଘଟଣାର ଖୋଲତାଡ କରି ବୌଦ୍ଧ ଡି.ଏଫ.ଓ ଦେବପ୍ରିୟ କମ୍ପଙ୍କ ନିର୍ଦ୍ଦେଶକ୍ରମେ ମାଧପୁର ବନ ବିଭାଗ ଦୁଇଜଣ ଯୁବକଙ୍କୁ ଗିରଫ କରି…
Read More...

ନିଶା ପାଇଁ ବ୍ୟବହୃତ ମେଡ଼ିସିନ ସ୍ପିରିଟ ଜବତ,କାର ସହିତ ଦୁଇ ଗିରଫ ।

କୋଦଳା,୨୫/୦୬(ପିପିଟି):ବେଗୁନିଆପଡା ପୋଲିସ ନିଶା କାରବାର ରେ ବ୍ୟବହୃତ ହୋମିଓ ସ୍ପିରିଟ ଜବତ କରିବା ସହିତ ଗାଡି ଓ ଦୁଇ ଜଣଙ୍କୁ ଗିରଫ କରିଥିବା ଜଣା ପଡିଛି । ସୂଚନା ପ୍ରକାରେ ବ୍ରହ୍ମପୁର ଠାରୁ ଏକ କାର ଯୋଗେ ବେଗୁନିଆପଡା…
Read More...

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ।

ବ୍ରହ୍ମପୁର,୨୪/୦୬(ପିପିଟି): ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଜି ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା ଓ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ଼ ଶର୍ବଣ ବିବେକ ଏମ୍ ଙ୍କ ଦ୍ଵାରା ବ୍ରହ୍ମପୁର ଉପଖଣ୍ଡ…
Read More...

ସାପ କାମୁଡ଼ାରେ ଜଣେ ମୃତ।

ବୌଦ୍ଧ,୨୪/୦୬ :ବୌଦ୍ଧ ଜିଲ୍ଲା ହର ଭଙ୍ଗା ଥାନା ସଙ୍କୁଲେଇ ପଞ୍ଚାୟତ ଅନ୍ତର୍ଗତ କମ୍ଭୁନାଥ ପୁର ସୁଦ ସାହିର ଜଗଦେବ ନାୟକ (୪୦) ଙ୍କ ବିଷାକ୍ତ ସାପ କାମୁଡ଼ା ରେ ମୃତ୍ୟ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ଗତ କାଲି ଜଗଦେବ…
Read More...

ଜିଲ୍ଲାର ବିଦ୍ୟାଳୟ ମାନଙ୍କରେ ଜଳ ଉତ୍ସ ବିଶୋଧନ ଓ ମାଧ୍ୟାନ୍ନ ଭୋଜନ ଉପରେ ଗୁରୁତ୍ୱ ।

ଯାଜପୁର,୨୪/୦୬(ପିପିଟି): ଆଜି ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ମାନଙ୍କରେ ଥିବା ଜଳଉତ୍ସ ଗୁଡ଼ିକର ବିଶୋଧନ ଉପରେ ଆଲୋକପାତ କରାଯାଇଥିଲା। ସମସ୍ତ…
Read More...

କାଳିଆ ସାଆନ୍ତଙ୍କ ପ୍ରେମରେ ବିଶ୍ୱବ୍ରହ୍ମାଣ୍ଡ ।

ଖୋର୍ଦ୍ଧା ,୨୪/୦୬(ପିପିଟି): "ସେତ ଭକତ ଭାବରେ ବନ୍ଧାରେ ସେତ ଭକତ ଜୀବନ ଧନ",ତୁ ତାକୁ ଖୋଜିଲେ ସେ ତତେ ଖୋଜିବ ସିଏ ତୋ ହୃଦ ଚନ୍ଦନ ରେ... ଓଡିଆ ଜାତିର ପରିଚୟ ଓ ଗର୍ବ ଗୌରବ ସବୁକିଛି ହେଉଛନ୍ତି କାଳିଆ ଠାକୁର।…
Read More...