ମୃତକଙ୍କ ପରିବାରକୁ ବ୍ଲକ ପ୍ରଶାସନ ପକ୍ଷରୁ ସହାୟତା ।

ପୋଲସରା,୦୩/୦୬ (ପିପିଟି): ପୋଲସରା ବ୍ଲକ ରୁମାଗଡ଼ ଗ୍ରାମର କିଶୋର ସାହୁ ନାମକ ଜଣେ ବ୍ୟକ୍ତି ଗତ ସାବିତ୍ରୀ ଅମାବାସ୍ୟା ଦିନ ବିଦ୍ୟୁତ ଆଘାତରେ ମୃତ୍ୟୁବରଣ କରିଥିଲେ | ଆସିକା ସାଂସଦ ଅନିତା ଶୁଭଦର୍ଶିନୀ ଏବଂ ମତ୍ସ୍ୟ ଓ…
Read More...

ବିକଶିତ କୃଷି ସଂକଳ୍ପ ଅଭିଯାନ ନେଇ ଢୁଙ୍କାପଡାରେ ସଚେତନତା କାର୍ଯ୍ୟକ୍ରମ ।

ପୋଲସରା,୦୩/୦୬(ପିପିଟି) : ପୋଲସରା ବ୍ଲକ ଅନ୍ତର୍ଗତ ଢୁଙ୍କାପଡା ପଞ୍ଚାୟତର କଲ୍ଯାଣ ମଣ୍ଡପ ଠାରେ ପୋଲସରା ବ୍ଳକ କୃଷି କାର୍ଯ୍ୟାଳୟ ତରଫରୁ ବିକଶିତ କୃଷି ସଂକଳ୍ପ ଅଭିଯାନକୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…
Read More...

ଗଛରେ ପିଟିହେଲା ବୋଲେରୋ; ଜଣେ ମୃତ, ୩ ଗୁରୁତର।

ହରଭଙ୍ଗା,୦୩/୬ :ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ ଖୋର୍ଦ୍ଧା - ବଲାଙ୍ଗୀର ୫୭ ନମ୍ବର ଜାତୀୟପଥର ବଡବନ୍ଧ ନିକଟରେ ଟିପିଏସୋଡ଼ିଏଲ ଟାଟା ପାୱାର ର ଏକ ବୋଲେରୋ ଗାଡି ଗଛରେ ପିଟି ହୋଇ ଦୁର୍ଘଟଣା ଗ୍ରସ୍ତହୋଇଛି।ଏଥିରେ…
Read More...

ଦେବଗଡରେ ପ୍ରାୟ ୨୦୫ କୋଟିର ବିଭିନ୍ନ ପ୍ରକଳ୍ପର ଶୁଭ ଉଦ୍‍ଘାଟନ ଓ ଭିତ୍ତି ପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ୱର,୦୩/୦୬:ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଦେବଗଡ଼ ଜିଲ୍ଲା ଗସ୍ତରେ ଯାଇ ସେଠାରେ ପ୍ରାୟ୨୦୫ କୋଟି ଟଙ୍କା ମୂଲ୍ୟର ୧୫ଟି ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଶୁଭ ଉଦ୍‍ଘାଟନ ଓ ଭିତ୍ତି ପ୍ରସ୍ତର ସ୍ଥାପନ…
Read More...

ନିର୍ମାଣଧୀନ ପାଇଖାନା ଟାଙ୍କିରେ କାମ କରୁଥିବା ବେଳେ ଫଲସ୍‌ ଖସି ଶ୍ଵାସ ରୁଦ୍ଧ ହୋଇ ୪ ଜଣଙ୍କ ମୃତ୍ୟୁ ଘଟିଛି ।

ନବରଙ୍ଗପୁର,୦୩/୦୬:ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ପଡାଲଗୁଡା ଗ୍ରାମର ଏକ ଘରୋଇ ନିର୍ମାଣଧୀନ ପାଇଖାନାରେ କାମ କରୁଥିବା ବେଳେ ପାଇଖାନାର ଫଲସ୍‌ ଖସି ଯାଇ ଶ୍ଵାସ ରୁଦ୍ଧ ହୋଇ ଦୁଇ ଗୁରୁତର ହୋଇଯାଇଥିଲେ ।…
Read More...

କଳା ଦିବସ ପାଳନ ପାଇଁ ବିଜୁ ଜନତା ଦଳର ସାମ୍ବାଦିକ ସମ୍ମିଳନୀ ।

ସୁକିନ୍ଦା,୦୩/୦୬(ପିପିଟି):ସୁକିନ୍ଦାରେ ବିପର୍ଯ୍ୟସ୍ତ ଆଇନ ଶୃଖଳା ପରିସ୍ଥିତିକୁ ନେଇ ଆସନ୍ତା ଜୁନ ୬ ତାରିଖ ରେ ଡାକରା ଦିଆ ଯାଇଥିବା କଳା ଦିବସ ପାଳନର ଆବଶ୍ୟକତାକୁ ବୁଝେଇବା ପାଇଁ ଆଜି ସୁକିନ୍ଦା ବିଜୁ ଜନତା ଦଳ ପକ୍ଷରୁ…
Read More...

ଓଡ୍ର ଖଣ୍ଡାୟତ କାଳଞ୍ଜି ସମାଜର ପ୍ରତିଭା ସମ୍ମlନ-୨୦୨୫ର ପ୍ରସ୍ତୁତି ବୈଠକ ।

ଭଞ୍ଜନଗର, ୦୨/୦୬(ପିପିଟି):ସ୍ଥାନୀୟ ଓଡ୍ର ଖଣ୍ଡାୟତ କାଳଞ୍ଜି ସମାଜଗୃହ ଠାରେ ସମାଜ ତରଫରୁ ଚଳିତ ମାଟ୍ରିକ ଏବଂ ଯୁକ୍ତଦୁଇର କୃତୀ ଛାତ୍ରଛାତ୍ରୀଙ୍କୁ ପ୍ରତିଭା ସମ୍ମାନ-୨୦୨୫ ଅବସରରେ ସମ୍ବର୍ଦ୍ଧିତ କରାଯିବା ଉପରେ ଏକ…
Read More...

ଦୁଇ ଅଭିଯୁକ୍ତ ଗିରଫ, ଦୁଇଟି ପିସ୍ତଲ ଓ ୪ ଟି ଜୀବନ୍ତ ଗୁଳି ଜବତ।

ପୋଲସରା,୦୨/୦୬ (ପିପିଟି):ଗଞ୍ଜାମ ପୋଲିସ ଜିଲ୍ଲା ଅଧିନସ୍ଥ ପୋଲସରା ପୋଲିସକୁ ମିଳିଛି ବଡ ସଫଳତା। ଅସ୍ତ୍ରଶସ୍ତ୍ର ଆଇନ ବଳରେ ଦୁଇ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଦେଶୀ ନିର୍ମିତ ସିଙ୍ଗଲ ବୋର ୨ ଗୋଟି ପିସ୍ତଲ, ୪…
Read More...

ବିଶ୍ଵ ତମାଖୁ ନିଷେଧ ଦିବସ ପାଳନ ଉପଲକ୍ଷେ ଜିଲ୍ଲାସ୍ତରୀୟ ସଚେତନତା ଅଭିଯାନ।

ଯାଜପୁର,୦୨/୦୬(ପିପିଟି): ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ବିଷାକ୍ତ, ଅପମିଶ୍ରିତ ମଦ ଓ ତମାଖୁ ନିଷେଧ ସମ୍ପର୍କୀୟ ଜିଲ୍ଲାସ୍ତରୀୟ ସଚେତନତା ଅଭିଯାନ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ…
Read More...