ଜନଗଣନା ୨୦୨୭ ପାଇଁ ପ୍ରଥମ ପର୍ଯ୍ୟାୟ ତାଲିମ ଶିବିର।

ପୋଲସରା,‌୨୫/୦୩ (ପିପିଟି): ସମଗ୍ର ଦେଶରେ ଆରମ୍ଭ ହେବାକୁ ଥିବା ଜନଗଣନା - ୨୦୨୭ ଯାହାକି ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହାର ପ୍ରଥମ ପର୍ଯ୍ୟାୟରେ ଚଳିତ ବର୍ଷର ଆସନ୍ତା ଏପ୍ରିଲ ମାସ ୦୧ ତାରିଖ ଠାରୁ ୧୫…
Read More...

ମହିଳାଙ୍କ ଅସ୍ବଭାବିକ ମୃତ୍ୟୁ, ହତ୍ୟା ନା ଆତ୍ମହତ୍ୟା ସନ୍ଦେହ ଘେରରେ ପୁଲିସ ଓ ପରିବାର।

କଟକ,୨୫/୦୩‌‍(ପିପିଟି):କଟକ ଜଗତପୁର ଥାନା ଅନ୍ତର୍ଗତ ମୁତାରିଫା ପଞ୍ଚାୟତ ଭୈରପୁର ପେଟ୍ରୋଲ ପମ୍ପ ନିକଟରେ ଏକ ଘରେ ଗତକାଲି ରାତିରେ ଜଣେ ମହିଳାଙ୍କର ହଠାତ୍ ଅସ୍ବଭାବିକ ଭାବରେ ମୃତ୍ୟୁ ଘଟିଥିଲା। ଏହି ଘଟଣା କୁ ନେଇ ଜଗତପୁର…
Read More...

କାର୍ଯ୍ୟରତ ପୁଲିସଙ୍କୁ ଦୁର୍ବ୍ୟବହାର ଓ ରାସ୍ତା ଅବରୋଧକୁ ନେଇ ୪ ଯୁବକ ଗିରଫ ହୋଇ କୋର୍ଟ ଚାଲାଣ ।

କଣ୍ଟାବାଞ୍ଜି,୨୫/୦୩:ତୁରେକେଲା ଛକ ଲାଠୋର ଯିବା ରାସ୍ତା ପୋଖରୀ ନିକଟରେ ମଙ୍ଗଳ ବାର ରାତି ପ୍ରାୟ୧୧ ଟା ସମୟରେ ୪ ଜଣ ଯୁବକ ମଦ୍ୟ ପାନ କରି ରାସ୍ତା ରେ ବାଇକ ଥୋଇ ରାସ୍ତା ଅବରୋଧ କରିବା ସହ,ପେଟ୍ରୋଲିଙ୍ଗ କରୁଥିବା…
Read More...

ହମ୍ପ୍ସ୍ ରେ ପଡ଼ି ମହିଳା ଆହତ ।

ବେଲଗୁଣ୍ଠା, ୨୫/୦୩(ପିପିଟି ):ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ଗୋବରା କାଳିଆମ୍ବା ନାଳରେ ପୁରୁଣା ପୋଲକୁ ଭାଙ୍ଗି ନୁଆଁ ପୋଲ ତିଆରି ଚାଲିଥିବା ବେଳେ ପୋଲର ଉଭୟ ପଟେ ଗାଡ଼ି ଚାଳକ ମାନଙ୍କୁ ସତର୍କ କରାଇ ଗାଡ଼ିର ଦ୍ରୁତ ଗତିକୁ…
Read More...

ଲକ୍ଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟରେ ରାଜନୀତି ବିଜ୍ଞାନ ବିଭାଗରେ ପାଠଚକ୍ର ଅନୁଷ୍ଠିତ ।

କୋଦଳା,୨୫/୦୩(ପିପିଟି): ବୁଧବାର ଦିବା ୧୧ ଘଣ୍ଟ ସମୟରେ କୋଦଳା ସ୍ଥିତ ଲକ୍ଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ରଘୁନାଥ ମୁଦୁଲିଙ୍କ ସଭାପତିତ୍ୱରେ ରାଜନୀତି ବିଜ୍ଞାନ ବିଭାଗ ତରଫରୁ "ଭାରତରେ ସଂଘୀୟ…
Read More...

ପୋଲସରାରେ ପଞ୍ଚମ ପର୍ଯ୍ୟାୟ ପ୍ରବୋଧନ ତାଲିମ ଶିବିର ।

ପୋଲସରା,୨୫/୦୩ (ପିପିଟି) :ପୋଲସରା ବେଲଗାଁ ପଞ୍ଚାୟତ କନକଦୁର୍ଗା ବିଦ୍ୟାପୀଠ ଠାରେ ପଞ୍ଚମ ପର୍ଯ୍ୟାୟ ନୂତନ ପାଠ୍ୟପୁସ୍ତକ ସମ୍ବନ୍ଧୀୟ ପ୍ରବୋଧନ ତାଲିମ ଶିବିର ଆରମ୍ଭ ହୋଇଯାଇଛି। ପୋଲସରା ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ…
Read More...

ବଡ଼ଙ୍କୁ ମାଫ୍, ଛୋଟ ବ୍ୟବସାୟୀଙ୍କ ଉପରେ ଚାବୁକ ମାଡ କାହିଁକି ।

ବ୍ରହ୍ମପୁର,୨୫/୦୩(ପିପିଟି): ଆଜି ମହାନଗର ନିଗମ ଅଞ୍ଚଳରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ସାହି ଓ ଗଳିରେ ଅବସ୍ଥିତ ଛୋଟ ଦୋକାନଗୁଡ଼ିକ ଉପରେ ଚଢ଼ାଉ କରାଯାଇଛି। ଗୁଟକା, ସିଗାରେଟ ଓ ଅନ୍ୟାନ୍ୟ ମାଦକ ଦ୍ରବ୍ୟ ବିକ୍ରୟ…
Read More...

ଚୋରା ଖଣିଜ କାରବାରରେ ଭଞ୍ଜନଗର ଉପଖଣ୍ଡ ପ୍ରଶାସନର ଲାଗିଲା କଠୋର ରୋକ୍ ।

ଭଞ୍ଜନଗର, ୨୪/୦୩(ପିପିଟି):ଭଞ୍ଜନଗର ଉପ ଜିଲ୍ଲାପାଳ ତଥା ଉପ-ଖଣ୍ଡସ୍ତରୀୟ ମାଜିଷ୍ଟ୍ରେଟ୍ ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩ର ଧାରା ୧୬୩(୨) ଅନୁସାରେ ତୁରନ୍ତ ନିଷେଧାଜ୍ଞା ଜାରି କରିଛନ୍ତି। ବର୍ଷ ବର୍ଷ ଧରି ଅବୈଧ…
Read More...

ସୁଭଦ୍ରା ଏକ ଯୋଜନା ନୁହେଁ,ଏକ କ୍ରାନ୍ତି: ମନ୍ତ୍ରୀ ବଳସାମନ୍ତ ।

ଯାଜପୁର,୨୪/୦୩(ପିପିଟି): ଜିଲ୍ଲା ମହୋତ୍ସବ ଯଯାତି ୨୦୨୬ର ଶେଷ ସନ୍ଧ୍ୟା ଖୁବ୍ ଧୁମଧାମରେ ପାଳିତ ହୋଇଛି। ଆଜି ପ୍ରଖ୍ୟାତ ବଲିଉଡ ଗାୟକ ମହମ୍ମଦ ଡାନିସଙ୍କ ମନଛୁଆଁ କଣ୍ଠସ୍ୱରରେ ଦର୍ଶକ ମତୁଆଲା ହୋଇଥିଲେ। ରାତି ବଢ଼ିବା ସହ…
Read More...

ମାଁ ଉଗ୍ରତାରାଙ୍କ ମନ୍ଦିର ପ୍ରତିଷ୍ଠା ଓ ଅଖଣ୍ଡ ନାମଯଜ୍ଞ ।

ବେଲଗୁଣ୍ଠା, ୨୪/୦୩(ପିପିଟି):ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ଘୁ. ନୂଆଗାଁ ଓ ଧୁମୁଛାଇ ଗ୍ରାମବାସୀଙ୍କ ମିଳିତ ଆନୁକୂଲ୍ୟରେ ନବନିର୍ମିତ ଶ୍ରୀ ଶ୍ରୀ ଶ୍ରୀ ମାଁ ଉଗ୍ରତାରାଙ୍କ ମନ୍ଦିର ପ୍ରତିଷ୍ଠା ଓ ଚବିଶି ପ୍ରହର ଅଖଣ୍ଡ ନାମଯଜ୍ଞ…
Read More...