କୋଦଳା ଅଞ୍ଚଳର ବିଭିନ୍ନ ସ୍ଥାନରେ ଆଜି ଆଶ୍ୱିନ “ମଙ୍ଗଳ ଓଷା ” ପୂଜା ପାଳିତ ହେଉଛି ।

କୋଦଳା,୦୯/୦୯(ପିପିଟି):ପ୍ରତ୍ୟୁଷରୁ ଓଷା ପାଳନ କରୁଥିବା ମହିଳାମାନେ ପୂଜା ସ୍ଥାନରେ ଏକତ୍ରିତ ହୋଇ ମା ଙ୍କୁ ଆରାଧନା କରିବା ସହିତ ମା ମଙ୍ଗଳା ମୃତ୍ତିକୁ ବସାଇ ବିଭିନ୍ନ ପ୍ରକାର ଫୁଲରେ ସୁ ସଜ୍ଜିତ କରି ଧୂପ ନୈବେଦ୍ୟ ଦେଇ…
Read More...

ପଲିଥିନ ନିଷିଦ୍ଧ ଏକ ଭେଳିକି;ଗାଈ ପେଟରେ ୫୦ କିଲୋ ଜରି ।

ବ୍ରହ୍ମପୁର,୦୮/୦୯(ପିପିଟି) : ରାଜ୍ୟରେ ପଲିଥିନ ବ୍ୟାଗ୍ ଓ ପ୍ଲାଷ୍ଟିକ ବ୍ୟବହାରକୁ ସରକାରଙ୍କ ପକ୍ଷରୁ ନିଷିଦ୍ଧ କରାଯାଇଛି। କିନ୍ତୁ ତାହା କେବଳ କାଗଜକଲମରେ ସୀମିତ ରହିଛି। କିଛିଦିନ ଧରପଗଡ ପରେ ସରକାରୀ କଳ ଶୋଇପଡ଼ିଛି।…
Read More...

ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କଲା ଗୋପବନ୍ଧୁ ଚାରିଟେବୁଲ ଟ୍ରଷ୍ଟ ।

ଭଞ୍ଜନଗର, ୦୮/୦୯(ପିପିଟି):ଜଗନ୍ନାଥ ପ୍ରସାଦ ବ୍ଲକ ଅଧିନସ୍ଥ ବିଡ଼ିପୁର ଗ୍ରାମ ପଞ୍ଚାୟତର ଭୂଷଣ୍ଡପାଳ ଗ୍ରାମର ମଦନ ନାୟକ (୬୦)। ଜଣେ ଅସହାୟ, ଅବହେଳିତ ଏବଂ ମାନସିକ ବିକାରଗ୍ରସ୍ଥ ବ୍ୟକ୍ତି। ତାଙ୍କ ପତ୍ନୀଙ୍କ ମୃତ୍ୟୁ ଘଟିବା…
Read More...

ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ।

ବୋଲଗଡ଼,୦୮/୦୯(ପିପିଟି):ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରିଣୀ ସୋନାମିକା ରାୟଙ୍କ ନିର୍ଦ୍ଦେଶରେ ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅଧିନସ୍ଥ ୧୪ଟି ସାଧନକେନ୍ଦ୍ରର ସଂଯୋଜକଙ୍କ ତତ୍ଵାବଧାନରେ ସମ୍ପୃକ୍ତ ବିଦ୍ୟାଳୟଗୁଡିକରେ…
Read More...

କେ. ବରିଡାରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ।

ବେଗୁନିଆପଡା,୦୯/୦୯(ପିପିଟି): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ୍ ଅନ୍ତର୍ଗତ କେ.ବରିଡା ଗ୍ରାମ ପଞ୍ଚାୟତ ପରିସରରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ କୋଦଳା ତହସିଲଦାର…
Read More...

ସୋରଡାରେ କଂଗ୍ରେସର ସୃଜନ ଅଭିଯାନ ।

ଭଞ୍ଜନଗର,୦୮/୦୯(ପିପିଟି ):ଗତ ନିର୍ବାଚନ ପରେ ବିଜେଡ଼ି ସରକାର କ୍ଷମତା ହରାଇ ଥିବାରୁ ଦଳରେ କିଛିଟା ଶିଥିଳତା ଦେଖିବାକୁ ମିଳିଛି।ହେଲେ କଂଗ୍ରେସ ଦଳ ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତ ପରେ ନେତୃବୃନ୍ଦ ଓ କର୍ମୀମାନେ ନୂତନ…
Read More...

ବୋଲଗଡ଼ ଗ୍ରାମପଞ୍ଚାୟତରେ ପ୍ରଶାସନ ଗାଁକୁ ଚାଲ ଶିବିର ଅନୁଷ୍ଠିତ।

ବୋଲଗଡ଼,୦୮/୦୯(ପିପିଟି) :ସରକାର ବଦଳିବା ପରେ ପଲ୍ଲୀ ରୁ ପ୍ରଶାସନ ଭଳି କାର୍ଯ୍ୟକ୍ରମ ଯାରିରହିଛି। ସେହି କ୍ରମରେ ପ୍ରଥମେ ବୋଲଗଡ଼ ବ୍ଲକ ବୋଲଗଡ଼ ଗ୍ରାମ ପଞ୍ଚାୟତରେ ବ୍ଲକ ସ୍ତରୀୟ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ…
Read More...

ବିଂଝାରପୁର ବ୍ଲକ୍ କାର୍ଯ୍ଯାଳୟ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ।

ଯାଜପୁର,୦୮/୦୯(ପିପିଟି): ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନଅଭିଯୋଗ ଶୁଣାଣି ଶିବିର ବିଂଝାରପୁର ବ୍ଳକ କାର୍ଯ୍ୟାଳୟ ପରିସର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଅଭିଯୋଗ ଶିବିରରେ ଉପସ୍ଥିତ ରହି…
Read More...

୭୭ ଗୋଟି ଅଭିଯୋଗ ଶୁଣାଣି କଲେ ଜିଲ୍ଲାପାଳ ।

ମାଲକାନଗିରି, ୦୮/୦୯(ପିପିପି):ଆଜି କାଲିମେଳା ବ୍ଲକ୍ ମାନ୍ୟମକୋଣ୍ଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ଓ ଆରକ୍ଷୀ ଅଧିକ୍ଷକ…
Read More...

ପୋଲସରା ପୂଜ୍ୟପୂଜା ପ୍ରତିଷ୍ଠାନର ୪୪ ତମ ଗୁରୁପୂଜନ ଉତ୍ସବ।

ପୋଲସରା , ୦୭/୦୯(ପିପିଟି) : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦେଶର ଘରେ ଘରେ ପୁରପଲ୍ଲୀରେ ପରିଚିତ ଡ.ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଜୟନ୍ତୀ ଉପଲକ୍ଷେ ଗୁରୁଦିବସ ପାଳିତ ହୋଇଯାଇଥିବାବେଳେ ଗଂଜାମ ଜିଲ୍ଲା ପୋଲସରାର…
Read More...