ବେଲଗୁଣ୍ଠା ବ୍ଳକ ଓ ଏନ୍ଏସି ରେ ଆଜି ସୁଧା ୨୪ କୋରୋନା ଯୋଦ୍ଧାଙ୍କ ସହ ୨୫୨ ଚିହ୍ନଟ ହେଲେଣି ।
ବେଲଗୁଣ୍ଠା,୧୮/୦୭(ପିପିଟି);ଗଞ୍ଜାମ ଜିଲ୍ଲାରେ କରୋନା ସ୍ଥିତି ଜଟିଳ ପରିସ୍ଥିତି ସୃଷ୍ଟି କରିଚାଲିଥିବା ବେଳେ ଦିନକୁ ଦିନ ଶହ ଶହ ପଜିଟିଭ ଚିହ୍ନଟ ଜିଲ୍ଲାବାସୀ ତଥା ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଅଛି । ପ୍ରଶାସନର!-->…
Read More...
Read More...