ବାରୁଡ଼ାରୁ ୨ ନୂଆ ପଜିଟିଭ ଚିହ୍ନଟ ।

ଭଞ୍ଜନଗର,ତା-୧୯/୦୬(ପିପିଟି); ଭଞ୍ଜନଗର ବ୍ଲକ ରେ ଗତକାଲି ୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ବାରୁଡ଼ା ରୁ ଆଉ ୨ଟି ନୂଆ କେଶ ସାମ୍ନାକୁ ଆସିଛି।ସେମାନଙ୍କୁ ଭଞ୍ଜନଗର କୋଭିଡ କେୟାର ସେଣ୍ଟର କୁ ପଠାଯାଇଛି
Read More...

ସ୍ବୟଂସିଦ୍ଧା ବା ଆମ ସ୍ୱାସ୍ଥ୍ୟ ଆମ ଦାୟିତ୍ଵ କାର୍ଯ୍ୟକ୍ରମ ଅନୁଷ୍ଠିତ ।

ସାନଖେମୁଣ୍ଡି,ତା-୧୯/୦୬(ପିପିଟି) ; ସାରା ବିଶ୍ୱକୁ ମୃତ୍ୟୁର ଦୂତ ହୋଇ ଆସିଛି ମହାମାରୀ କରୋନା ଭୁତାଣୁ । ମହାମାରୀ ଯୋଙ୍ଗୁ ଲୋକ ମାନଙ୍କ ଧନ ଜୀବନ ବହୁତ ହାନି ହେଉଛି । ସାରା ବିଶ୍ୱ ଏଥି ପାଇଁ ବହୁତ ଚିନ୍ତିତ । ବିଶ୍ୱ ରେ
Read More...

ରାହୁଲ ଗାନ୍ଧୀଙ୍କର ୫୦ତମ ଜୟନ୍ତୀ ପାଳନ କଲେ ପ୍ରଦେଶ ଯୁବ କଂଗ୍ରେସ ମୁଖପାତ୍ର ମାନସ ରଞ୍ଜନ କର ।

ଯାଜପୁର,ତା- ୧୯/୦୬(ପିପିଟି) ; ରାହୁଲ ଗାନ୍ଧୀଙ୍କର ୫୦ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଜାରକା ଠାରେ ଧର୍ମଶାଳା ଯୁବ କଂଗ୍ରେସ ଓ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ରିକ୍ସା ଓ ଟ୍ରଲି ଚାଳକ ଭାଇ ମାନଙ୍କୁ  ନ୍ୟାୟ ଯୋଜନା ଅନୁଯାୟୀ
Read More...

ଅର୍ଥାଭାବରୁ ଚିକିତ୍ସାରୁ ବଞ୍ଚିତ ସଂଚିତା ମହାନନ୍ଦ ।

ପଦ୍ମପୁର,ତା- ୧୯/୦୬(ପିପିଟି); ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଲଖମରା ପଞ୍ଚାୟତ ଅଧିନସ୍ଥ ବମରିତ ଗ୍ରାମର ସଂଚିତା ମହାନନ୍ଦଙ୍କ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିବା ସମୟରେ ବରଗଡ ଜିଲ୍ଲାପାଳ ଜ୍ୟୋତିରଂଜନ ପ୍ରଧାନ
Read More...

କୁର୍ମୀ କ୍ଷତ୍ରୀୟ ସମାଜ ତରଫରୁ କୁଳ ପୁରୋହିତଙ୍କୁ ଖଡୁ ପ୍ରଦାନ ।

ଶେରଗଡ,ତା- ୧୯/୦୬(ପିପିଟି); ଶେରଗଡ ବ୍ଳକ ଅନ୍ତର୍ଗତ ଧବଳପୁର ଗ୍ରାମପଞ୍ଚାୟତର କୁର୍ମୀ କ୍ଷତ୍ରୀୟ ସମାଜ ତରଫରୁ ଗ୍ରାମର କୁଳ ପୁରୋହିତଙ୍କୁ ଖଡୁ ପ୍ରଦାନ କରିଥିଲେ । ସୂଚନା ଥାଉକି କୁର୍ମୀ ସମାଜର କୋଠ ଘର ପ୍ରତିଷ୍ଠା
Read More...

ଶେରଗଡ ବ୍ଲକ ରାମଚନ୍ଦ୍ରପୁର ଗାଁରେ କରୋନା ସମ୍ପର୍କରେ ସଚେତନ କରାଇଲେ ଜିଲ୍ଲାପାଳ ।

ଶେରଗଡ,ତା- ୧୯/୦୬(ପିପିଟି); ଗଞ୍ଜାମ ଜିଲ୍ଲାରେ କରୋନା ରୋଗୀଙ୍କ ସଂଖ୍ୟା ବଢିବା ରେ ଲାଗିଛି ଏହି ପରିପେକ୍ଷ ରେ  ଶେରଗଡ଼ ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ରାମଚନ୍ଦ୍ରପୁର ରେ ଦୁଇ ଜଣ କରୋନା ରୋଗୀ ଚିହ୍ନଟ
Read More...

ଦୈନିକ ମଜୁରୀ ମାତ୍ର ୧୪୦ ଟଙ୍କାରେ କ୍ଷୁବ୍ଧହୋଇ ହିଞ୍ଜିଳିକାଟୁ ଶ୍ରମିକ ଜିଲ୍ଲାପାଳଙ୍କୁ ଦେଲେ ଦାବି ପତ୍ର ।

ହିଞ୍ଜିଳିକାଟୁ,ତା- ୧୯/୦୬(ପିପିଟି) ; କ୍ରାନ୍ତିକାରୀ କୃଷକ ସଭା ଗଞ୍ଜାମ ଜିଲ୍ଲା କମିଟି ସଦସ୍ୟ ତଥା କୃଷି ଶ୍ରମିକ ନେତ୍ରୀ ପି.ପାର୍ବତୀଙ୍କ ନେତୃତ୍ୱରେ ବଡଖଣ୍ଡି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗୋପିନାଥପୁର
Read More...

ମଦ୍ୟପ ପୁଅର ଉନ୍ମତ କାଣ୍ଡରେ ଅତିଷ୍ଠ ମାଆ ପୁଅକୁ ହାଣି ମାଟିରେ ପୋତିଦେଲା ।

ଖଲ୍ଲିକୋଟ,ତା- ୧୯/୦୬(ପିପିଟି); ଜଣେ ମଦ୍ୟପ ପୁଅର ଉନ୍ମତ କାଣ୍ଡରେ ଅତିଷ୍ଠ ହୋଇ ଶେଷରେ ମାଆ ପୁଅକୁ ଏକ ଧାରୁଆ କାତିରେ ହାଣି ହତ୍ୟା କରିବା ପରେ ଘର ପଛ ପଟେ ମାଟି ତଳେ ପୋତି ଦେଇଥିବା ଭଳି ଏକ ଅଭାବନୀୟ ଘଟଣା ଏବେ
Read More...

ବ୍ଲକ ସ୍ତରୀୟ ପ୍ରାକୃତିକ ବପର୍ଯ୍ୟୟ ମୁକାବିଲା ପାଇଁ ପ୍ରଶିକ୍ଷଣ ।

ପଦ୍ମପୁର,ତା- ୧୯/୦୬(ପିପିଟି); ବରଗଡ ଜିଲ୍ଲା ରାଜ ବୋଡାସମ୍ବର ବ୍ଲକ ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ସକାଶେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି ।
Read More...

ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୪୬୭୭,ସୁସ୍ଥ ସଂଖ୍ୟା ୩୧୪୪ ପହଞ୍ଚିଲା ।

ଭୁବନେଶ୍ଵର ,(ପିପିଟି)୧୯/୦୬ , ଗଞ୍ଜାମରେ କରୋନା ପଜଟିଭ୍ ସଂଖ୍ୟା ୭୯୬ମଧ୍ୟରୁ ୬୩୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୬ ଜଣଙ୍କ ମୃତ୍ୟୁ ହୋଇଛି ।ଦ୍ୱିତୀୟ ସ୍ଥାନରେ ଖୋର୍ଦ୍ଧା  ସଂଖ୍ୟା ୪୧୨ ମଧ୍ୟରୁ ୨୯୬ ଜଣ ସୁସ୍ଥ  ହୋଇଛନ୍ତି ।
Read More...