ଭଞ୍ଜନଗର ବ୍ଲକରେ ୭ନୂଆ ପଜିଟିଭ ଚିହ୍ନଟ ।

ଭଞ୍ଜନଗର,୧୮/୦୬,(ପିପିଟି); ପୂର୍ବରୁ ଭଞ୍ଜନଗର ଏନ୍ଏସି ରେ ଜଣେ ଓ ଗୋଲାପଡା ପଞ୍ଚାୟତ ରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବୁଧବାର ଆଉ ୭ଟି ନୂଆ କେଶ ସାମ୍ନାକୁ ଆସିଛି।ସେଥି ମଧ୍ୟରେ ଗାଲେରୀ ପଞ୍ଚାୟତ ଝାଲିଆ
Read More...

କରୋନା ଯୋଦ୍ଧା ସମ୍ମାନରେ ସମ୍ମାନିତ ହେଲେ ଦୁଇ ଯୁବ ସମାଜସେବୀ ପପିନା ଆଉ ସତ୍ୟବ୍ରତ ।

କଟକ,୧୮/୦୬(ପିପିଟି); କଳା, ସାହିତ୍ୟ, ସଂସ୍କୃତିର ଜୟଗାନ କରୁଥିବା ମହତ ଅନୁଷ୍ଠାନ "ସରସ୍ୱତୀ କଳା ପରିଷଦ" କଳାବିହାର, କନ୍ଦରପୁର,କଟକ ପକ୍ଷରୁ କରୋନା ମହାମାରୀ ଭଳି ସମାଜର ଦୁର୍ଦିନରେ ଅହରହ ଦେଶ, ଜାତି ପାଇଁ
Read More...

ରାସ୍ତା ନଥିବାରୁ ଅସୁଵିଧା ସମ୍ମୁଖୀନ ହେଉଛନ୍ତି ରୁଗୁଡ଼ିପଡା ଗ୍ରାମବାସୀ ।

କଳାହାଣ୍ଡି,୧୮/୦୬(ପିପିଟି); କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ତା ବ୍ଲକ ଅନ୍ତର୍ଗତ କର୍ଲାମୁଣ୍ତା ପଞ୍ଚାୟତ ସ୍ଥିତ ରୁଗୁଡ଼ିପଡା ଗାଁରେ  ପ୍ରାୟ ୧୦୦ ରୁ ଉର୍ଦ୍ଧ୍ବ ଲୋକ ବସବାସ କରନ୍ତି । ଏହି ଗାଁ ଲୋକ ଯିବାଆସିବା ପାଇଁ ଭଲ 
Read More...

ତାଲାବନ୍ଦ ସମୟରେ ବଢିଚାଲିଛି ଅର୍ଥଲଗାଣକାରୀ ସଂସ୍ଥାର ଏଜେଣ୍ଟ ମାନଙ୍କ ଦୌରାତ୍ମ ।

ପଦ୍ମପୁର,୧୮/୦୬(ପିପିଟି); କରୋନା ତାଳାବନ୍ଦ ଯୋଗୁଁ ବର୍ତ୍ତମାନ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଦୁର୍ବଳ ହୋଇପଡିଛି । ସରକାର ସମସ୍ତ ଅର୍ଥଲଗାଣକାରୀ ସଂସ୍ଥା ଗୁଡିକୁ ୠଣ ଅସୁଲ କରିବା ପାଇଁ କଟକଣା ଜାରିକରିଛନ୍ତି । ହେଲେ
Read More...

ରୋଟାରୀ କ୍ଳବ ତରଫରୁ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପଞ୍ଚାୟତ ସମିତି କାର୍ଯ୍ୟାଳୟକୁ ସାନାଟାଇଜ୍ ମେସିନ…

ବେଲଗୁଣ୍ଠା,୧୮/୦୬(ପିପିଟି);କରୋନା ମହାମାରୀ ବର୍ତ୍ତମାନ ସମାଜ ପାଇଁ ଏକ ଜରୁରୀକାଳୀନ ଆହ୍ୱାନ ହୋଇଥିବା ବେଳେ ସମାଜର ପ୍ରତି ବର୍ଗର ଲୋକଙ୍କ ଲଢ଼େଇ କରୋନା ସହ ଜାରିରହିଛି ।କରୋନାକୁ ଦୁରେଇ ରଖିବା ପାଇଁ ପ୍ରଶାସନ ତଥା
Read More...

ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୪୫୧୨,ସୁସ୍ଥ ସଂଖ୍ୟା ୩୦୪୭ ପହଞ୍ଚିଲା ।

ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୪୫୧୨,ସୁସ୍ଥ ସଂଖ୍ୟା ୩୦୪୭ ପହଞ୍ଚିଲା ।ଭୁବନେଶ୍ଵର ,(ପିପିଟି)୧୮/୦୬ , ଗଞ୍ଜାମରେ କରୋନା ପଜଟିଭ୍ ସଂଖ୍ୟା ୭୫୫ ମଧ୍ୟରୁ ୬୨୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୬ ଜଣଙ୍କ ମୃତ୍ୟୁ ହୋଇଛି
Read More...

ବେଲଗୁଣ୍ଠାରେ ଜିଲ୍ଲାପାଳଙ୍କ ଲକ୍ ଡାଉନ ସ୍ଥିତି ତଦାରଖ ।

ବେଲଗୁଣ୍ଠା, ୧୭/୦୬(ପିପିଟି);ଗଞ୍ଜାମ ଜିଲ୍ଲାରେ କରୋନା କାୟା ବିସ୍ତାର କରି ଚାଲିଥିବା ବେଳେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଗୋଷ୍ଠୀ ସଂକ୍ରମଣର ଆଶଙ୍କା ଉପୁଜିଛି ।ଏଥିପାଇଁ ଜିଲ୍ଲାର ସମସ୍ତ ଅଞ୍ଚଳକୁ ତୀକ୍ଷ୍ଣ ନଜର ରହିଛି
Read More...