ଢେଲେଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୬୦ତମ ବାର୍ଷିକ ଉତ୍ସବ “ଶିଶୁ ଝରନ୍” ଅନୁଷ୍ଠିତ ।

ସୁବର୍ଣ୍ଣପୁର ୨୮/୦୩(ପିପିଟି):ଜିଲ୍ଲା ଉଲୁଣ୍ଡା ବ୍ଲକ ଅଧୀନସ୍ଥ ଢେଲେଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୬୦ତମ ବାର୍ଷିକ ଉତ୍ସବ "ଶିଶୁ ଝରନ୍" ଅନୁଷ୍ଠିତ ହୋଇଯାଇଛି ।ପ୍ରଧାନ ଶିକ୍ଷକ ଡ. ଅନିରୁଦ୍ଧ କୁରୁକୁରିଆଙ୍କ ସଭାପତିତ୍ୱରେ…
Read More...

କୋଦଳା ଓକିଲ ସଂଘ ନିର୍ବାଚନ; ପୂର୍ଣଚନ୍ଦ୍ର ମିଶ୍ର ସଭାପତି ଓ ଗୋପାଳ କୃଷ୍ଣ ସାହୁ ସମ୍ପାଦକ ନିର୍ବାଚିତ।

କୋଦଳା,୨୮/୦୩(ପିପିଟି):ଶନିବାର କୋଦଳା ଅଦାଲତ ଆଇନଜୀବୀଙ୍କ କର୍ମକର୍ତ୍ତା ନିର୍ବାଚନ ଶେଷ ହୋଇଯାଇଛି । ନିର୍ବାଚନରେ ପୁଣିଥରେ ଅପ୍ରତିଦ୍ବନ୍ଦି ଭାବେ ପୂର୍ଣଚନ୍ଦ୍ର ମିଶ୍ରଙ୍କୁ ସଭାପତି ଭାବେ ନିର୍ବାଚିତ କରାଇଥିବା ବେଳେ…
Read More...

ବେଲଗୁଣ୍ଠାରେ ଶ୍ରୀରାମ ନବମୀ ପାଳିତ ।

ବେଲଗୁଣ୍ଠା, ୨୮/୦୩(ପିପିଟି):ବେଲଗୁଣ୍ଠାରେ ପ୍ରଖଣ୍ଡ ବଜରଙ୍ଗ ଦଳ ଏବଂ ଘୁମୁସର ପ୍ରଖଣ୍ଡ ବିଶ୍ୱ ହିନ୍ଦୁ ପରିଷଦ ଶ୍ରୀରାମ ନବମୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ବଜରଙ୍ଗ ଦଳ ଏବଂ ବିଶ୍ୱହିନ୍ଦୁ ପରିଷଦ…
Read More...

ଯୁକ୍ତ ତିନି ଶେଷବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ।

କୋଦଳା,୨୮/୦୩(ପିପିଟି):ଦିବା ୧୧ ଘଣ୍ଟ ସମୟରେ କୋଦଳା ସ୍ଥିତ ଲକ୍ଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ ପରିସରରେ ବିଜ୍ଞାନ ବିଭାଗ ତରଫରୁ ଯୁକ୍ତ ତିନି ତୃତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ନିମନ୍ତେ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ପାଳନ…
Read More...

ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିଶମ ମକ୍ ଡ୍ରିଲ୍ ଅନୁଷ୍ଠିତ ।

ମାଲକାନଗିରି, ୨୮/୦୩(ପିପିଟି):ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଏକ ଅଗ୍ନିଶମ ନିରାପତ୍ତା ସଚେତନତା ଓ ମକ୍ ଡ୍ରିଲ୍ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ଅଗ୍ନିକାଣ୍ଡ ଭଳି ଜରୁରୀକାଳୀନ…
Read More...

ମେଗା ଜଳଯୋଗାଣ ପ୍ରକଳ୍ପ ଠିକା ସଂସ୍ଥାର ମନମୁଖୀ କାର୍ଯ୍ୟକୁ ବିରୋଧ ।

ବାଲିଗୁଡ଼ା, ୨୮/୦୩(ପିପିଟି): ମେଗା ଜଳଯୋଗାଣ ପ୍ରକଳ୍ପ ନିର୍ମାଣ କରୁଥିବା ଠିକା ସଂସ୍ଥାର ମନମୁଖୀ କାର୍ଯ୍ୟକୁ ନେଇ ଦେଖାଦେଇଛି ଅସନ୍ତୋଷ । ଗାଁ କୁ ଗାଁ ସଂଯୋଗୀକରଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନିର୍ମାଣଧିନ…
Read More...

ଅଭିଯୋଗର ତୁରନ୍ତ ସମାଧାନ କଲା ବି.ଏମ୍.ସି ।

ଭୁବନେଶ୍ୱର,୨୭/୦୩(ପିପିଟି):ଗତକାଲି ଝଡ଼ ଏବଂ ପ୍ରବଳ ବର୍ଷା ପରେ ୫ ନମ୍ବର ଓ୍ୱାର୍ଡ ଅନ୍ତର୍ଗତ କେନାଲ ରୋଡରେ ଥିବା ମଞ୍ଚନାଥ ମନ୍ଦିର ସମ୍ମୁଖ ସପ୍ତସତୀ ନଗର ରାସ୍ତା ଉପରେ ଗଛପଡି ଯାନବାହନ ଚଳାଚଳରେ ବାଧା ସୃଷ୍ଟି ହୋଇଥିଲା…
Read More...

ଧର୍ମଶାଳା ବିଧାୟକଙ୍କ ଦ୍ୱାରା ଭତା, ରାସନ ଓ ଜମି ପଟ୍ଟା ବଂଟନ ।

ଯାଜପୁର,୨୭/୦୩:ଧର୍ମଶାଳା ନିର୍ବାଚନମଣ୍ଡଳୀ ଜାରକାସ୍ଥିତ ଧର୍ମଶାଳା ମହୋତ୍ସବ ପଡିଆରେ ଆଜି ଅପରାହ୍ନରେ ଭତା, ରାସନ କାର୍ଡ ଓ ଜମି ପଟ୍ଟା ବଂଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଧାୟକ ହିମାଂଶୁ…
Read More...

ରାମ ନବମୀରେ ମନ୍ତ୍ରୀଙ୍କ ବାଇକ ରାଲି ।

ପୋଲସରା ,୨୭/୦୩(ପିପିଟି) : ପବିତ୍ର ରାମନବମୀ କୁ ନେଇ ସବୁଠି ଆଧ୍ୟାତ୍ମିକ ଭାବକୁ ଏବଂ ହିନ୍ଦୁତ୍ବକୁ ନେଇ ଚଳଚଞ୍ଚଳ ଦେଖିବାକୁ ମିଳିଛି । ଏନେଇ ପୋଲସରାରେ ମଧ୍ୟ ବହୁ ଆଡ଼ମ୍ବର ସହକାରେ ପବିତ୍ର ରାମନବମୀ ଉତ୍ସବ ପାଳନ…
Read More...

ନାବାଳିକା ଶାଳୀକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଭିଣେଇକୁ ଆଜୀବନ କାରାଦଣ୍ଡ ।

ପୋଲସରା, ୨୭/୦୩(ପିପିଟି ): ଗଞ୍ଜାମ ଜିଲ୍ଲାର ବୁଗୁଡା ଥାନା କେଶ ନଂ ୬୦୪/ ୨୧-୦୮-୨୦୨୩ ପ୍ରକାରେ ମାଣିତରା ପଞ୍ଚାୟତ ଅନ୍ତର୍ଗତ ମଙ୍ଗରାଜପୁର ଗ୍ରାମର ଗୋପାଳ ସାମଲଙ୍କ ୧୫ ବର୍ଷର ନାବାଳିକା ଝିଅଙ୍କୁ ଜଗନ୍ନାଥ ପ୍ରସାଦ ଥାନା…
Read More...