ସିନେପ୍ରେମୀଙ୍କ ପାଇଁ ଖୋଲିଲା ଆର ଏସ ମୁଭି ସିନେମା ହଲ୍ ।

ଭଞ୍ଜନଗର, ୨୬/୦୮(ପିପିଟି ):ମୋବାଇଲ ଓ ଟେଲିଭିଜନର ବହୁଳ ବ୍ୟବହାର ଫଳରେ ଦୀର୍ଘ ୨୦ବର୍ଷରୁ ଉର୍ଦ୍ଧ୍ବ ସମୟ ହେବ ଭଞ୍ଜନଗର ସହରରେ ଥିବା ଗଣେଶ ଟକିଜ ଓ ସନ୍ଦୀପ ହଲ୍ ୨ଟି ଯାକ ସିନେମା ହଲ୍ ବନ୍ଦ ରହିଛି।ଫଳରେ ବହୁ ଚଳଚ୍ଚିତ୍ର…
Read More...

କୋରେଇ ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ।

ଯାଜପୁର,୨୬/୦୮(ପିପିଟି): ଆଜି ପୂର୍ବାହ୍ନରେ ବ୍ୟାସନଗର ଟାଉନ ହଲ ଅଡିଟୋରିଅମ୍ ରେ କୋରେଇ ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ ହୋଇଯଇଅଛି। ଏହି ବୈଠକରେ ଅଧ୍ୟକ୍ଷତା କରି କୋରେଇ ବିଧାୟକ ଆକାଶ…
Read More...

ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ପ୍ରତିଯୋଗିତା ଅନୁଷ୍ଠିତ ।

କୋଦଳା,୨୬/୦୮(ପିପିଟି): କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ ରରେ ଅନୁଷ୍ଠିତ ହେବାକୁ ଥିବା ସ୍ୱାୟତ୍ତ ସାଶନ ଦିବସରେ ବିଭିନ୍ନ ପ୍ରତିଯୋଗିତା ରେ ଭାଗନେବା ନିମନ୍ତେ, ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ପତ୍ର ସଂଖ୍ୟା ୨୫୦୨…
Read More...

ଜାତୀୟ ଶିକ୍ଷକ ପୁରସ୍କାରରେ ମନୋନୀତ ଶିକ୍ଷକ ବସନ୍ତ କୁମାର ରଣାଙ୍କୁ ସମ୍ୱର୍ଦ୍ଧିତ କଲେ ଜିଲ୍ଲାପାଳ ।

ମାଲକାନଗିରି, ୨୬/୦୮(ପିପିଟି):ଆଜି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଜାତୀୟ ଶିକ୍ଷକ ପୁରସ୍କାର ପାଇଁ ମନୋନୀତ ହୋଇଥିବା ଶିକ୍ଷକ ବସନ୍ତ କୁମାର ରଣାଙ୍କୁ ନିଜ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ…
Read More...

ଜିଲ୍ଲାସ୍ତରୀୟ “ଆଦି କର୍ମଯୋଗୀ ଅଭିଯାନ” ବୈଠକ ।

ମାଲକାନଗିରି, ୨୬/୦୮(ପିପିଟି):ଆଜି ଅପରାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ପ୍ରଶାସନ ଓ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ଆନୁକୂଲ୍ୟରେ ଆଦି କର୍ମଯୋଗୀ ଅଭିଯାନ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଜିଲ୍ଲାପାଳ…
Read More...

ମାଲକାନଗିରି ଜିଲ୍ଲାରେ ଅବିଶ୍ରାନ୍ତ ବର୍ଷା, ଜନଜୀବନ ପ୍ରଭାବିତ ।

ମାଲକାନଗିରି,୨୬/୦୮(ପିପିଟି):ଗତ କାଲି ଠାରୁ ଆଜି ପର୍ଯ୍ୟନ୍ତ ମାଲକାନଗିରି ଜିଲ୍ଲାରେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି। ବର୍ଷା ଯୋଗୁଁ ପୁନଶ୍ଚ ନଦୀ ନାଳ ଗୁଡିକରେ ଜଳ ସ୍ତର ବୃଦ୍ଧି ପାଇଛି। ଏହି ବର୍ଷା ଯଦି ଆଗକୁ ଜାରି…
Read More...

ବ୍ଳକ ସ୍ତରୀୟ ଭଲିବଲ ଓ କବାଡ଼ି ପ୍ରତିଯୋଗିତା।

ବୋଲଗଡ଼,୨୬/୦୮(ପିପିଟି):ବୋଲଗଡ଼ ବ୍ଲକ ଅନ୍ତର୍ଗତ ସାଗରଗୁଆଁ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବିନ୍ଦ୍ର କୁମାର ବେହେରାଙ୍କ ସଭାପତିତ୍ବରେ ବ୍ଳକ ସ୍ତରୀୟ ଭଲିବଲ ଓ କବାଡ଼ି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।…
Read More...

ମେସ୍କୋ କାରଖାନା ଚାଲୁକରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇ ।

ଯାଜପୁର,୨୬/୦୮(ପିପିଟି):୧୯୯୩ ମସିହାରେ ପ୍ରତିଷ୍ଠିତ ହୋଇଥିବା ମେସ୍କୋ ଷ୍ଟିଲ ଗ୍ରୁପର ମିଡ-ଇଷ୍ଟ ଇଂଟିଗ୍ରେଟେଡ ଷ୍ଟିଲ ଡଃ. ହେଉଛି ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପୀଚଳର ପ୍ରଥମ ଇସ୍ପାତ କାରଖାନା । ଏଥିପାଇଁ ସୁକିନ୍ଦା…
Read More...

କରେନ୍ଦ୍ର ମାଝୀଙ୍କ ବିୟୋଗରେ ନୀରବ ପ୍ରାର୍ଥନା ।

ବାଲିଗୁଡା, ୨୬/୦୮: (ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ଯାଳୟ ପରିଚାଳନା ସମିତି ର ପୂର୍ବତନ ସଭାପତି ତଥା ବାଲିଗୁଡା ର ପୂର୍ବତନ ବିଧାୟକ ଙ୍କ ବିୟୋଗ ପରିପ୍ରେକ୍ଷୀରେ ମହାବିଦ୍ୟାଳୟ ର…
Read More...

ବାଲିଗୁଡା ର ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀଙ୍କ ଦେହାନ୍ତ ।

ବାଲିଗୁଡ଼ା,୨୬/୦୮ (ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ (୫୩)ଙ୍କର ରବିବାର ରାତିରେ ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି ।…
Read More...