ପୁଣି ଅଲୋଡା ହେଲା ଶିଶୁ କନ୍ୟା : ସଦ୍ୟ ନବଜାତ ଶିଶୁର ମୃତ୍ୟୁଦେହ ନଈରେ ଭାସିଲା ।
ବୋଲଗଡ,ତା-୧୨/୧୦(ପିପିଟି); ପୁଣି ଅଲୋଡା ହେଲା ଶିଶୁ କନ୍ୟା ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଥାନା ବାଙ୍କୋଇ ଫାଣ୍ଡି ଅସରଳା ପଞ୍ଚାୟତର କାଳିଗିରି ନଈରେ ଏକ ନବଜାତ ଶିଶୁକନ୍ୟା ମୃତ୍ୟୁ ଦେହ ଉଦ୍ଧାର କରାଯାଇଛି । ସୂଚନା ଅନୁଯାଇ…
Read More...
Read More...