ଲଗାଣ ବର୍ଷା ହେବା ଯୋଗୁଁ ବିଭିନ୍ନ ଚାଷ ଜମି କ୍ଷୟକ୍ଷତି, ଚାଷୀ ମାନଙ୍କ ମୁଣ୍ଡରେ ଚଡକ ।
ବ୍ରହ୍ମପୁର,ତା-୧୩/୧୦(ପିପିଟି) କରୋନା ମହାମାରୀ ଚାଷୀ ମାନଙ୍କ ଜୀବନ ଜୀବିକା ଛଡାଇ ନେଇଥିବା ବେଳେ ଏବେ ଲଗାଣ ବର୍ଷା ଚାଷୀ ମାନଙ୍କ ଜୀବିକା ସମ୍ପୂର୍ଣ ଭାବେ ଧୋଇନେଇଛି । ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଅନ୍ତର୍ଗତ ଗୋଠଗାଁ…
Read More...
Read More...