ସୁକିନ୍ଦା ବ୍ଲକ୍ କାର୍ଯ୍ଯାଳୟ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ।

ଯାଜପୁର, ୩୦/୦୩(ପିପିଟି ):: ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ସୁକିନ୍ଦା ବ୍ଲକ୍ କାର୍ଯ୍ୟାଳୟ ପରିସର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଅଭିଯୋଗ ଶିବିରରେ ଉପସ୍ଥିତ ରହି  …
Read More...

ମହାନ୍ ସଂଘ୍ ପକ୍ଷରୁ ଏପ୍ରିଲ ୩ ରେ “ଯୋଗ ଉତ୍ସବ – ୨୬” ଆୟୋଜନ ନେଇ ପ୍ରସ୍ତୁତି ବୈଠକ ।

ବ୍ରହ୍ମପୁର,୩୦/୦୩(ପିପିଟି):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରାମର୍ଶରେ ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ମୋରଜି ଦେଶାଇ ନ୍ୟାସନାଲ ଇନଷ୍ଟିୟୁସନ ଫର୍ ଯୋଗା ତରଫରୁ ସାରା ଯୋଗର ପ୍ରସାର ପ୍ରଚାର ନେଇ ସାରା…
Read More...

ଆହାର କେନ୍ଦ୍ରରେ ରନ୍ଧନ ଗ୍ୟାସ ଯୋଗାଣ ହେବ ଅଧିକ ସହଜ ।

ଭୁବନେଶ୍ୱର,୩୦/୦୩(ପିପିଟି):ରାଜ୍ୟ ସରକାରଙ୍କ ପ୍ରମୁଖ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ‘ଆହାର’ ଯୋଜନାକୁ ନିରନ୍ତର ଓ ବାଧାହୀନ ଭାବେ ଚାଲୁ ରଖିବା ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ…
Read More...

ଗ୍ୟାସ ନ ମିଳିବାରୁ ଖାଲି ଟାଙ୍କି ଧରି ରାସ୍ତା ଅବରୋଧ ।

କେନ୍ଦୁଝର,୩୦/୦୩: ଏଚପି ଗ୍ୟାସ ନମିଳିବାରୁ ଶହ ଶହ ଉପଭୋକ୍ତା ଖାଲି ଟାଙ୍କି ରଖି ରାସ୍ତା ଅବରୋଧ କରିଛନ୍ତି। ବେଲଦା କେନ୍ଦୁଝର ରାସ୍ତାରେ ଶଙ୍କରପୁର ଗ୍ୟାସ ଗୋଦାମ ସମ୍ମୁଖରେ ଗ୍ୟାସ ଟାଙ୍କି ରଖି ଅବରୋଧ କରିଛନ୍ତି…
Read More...

ନିମିନା ପଞ୍ଚାୟତ ସ୍ତରୀୟ ଦ୍ୱିତୀୟ ପର୍ଯ୍ୟାୟ ଜନଶୁଣାଣି।

ପୋଲସରା,୩୦/୦୩ (ପିପିଟି) : ପୋଲସରା ବ୍ଲକର ନିମିନା ଗ୍ରାମ ପଞ୍ଚାୟତ କଲ୍ୟାଣରେ ପଞ୍ଚାୟତ ସ୍ତରୀୟ ଦ୍ୱିତୀୟ ପର୍ଯ୍ୟାୟ ଜନଶୁଣାଣି ପୋଲସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶିଭୂଷଣ ମହାପାତ୍ର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ…
Read More...

ହାତୀଓଟ ରେ ପ୍ରବେଶ ଉତ୍ସବ ଖଡ଼ିଛୁଆଁ ଏବଂ ଆସ ସ୍କୁଲ ଯିବା ଅଭିଯାନକୁ ନେଇ ଘରକୁ ଘର ବୁଲି ଅଭିଭାବକଙ୍କୁ ନିମନ୍ତ୍ରଣ।

ପୋଲସରା ,୩୦/୦୩(ପିପିଟି) : ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶାନୁସାରେ ସମଗ୍ର ରାଜ୍ୟରେ ଆସନ୍ତା ଏପ୍ରିଲ ୨ ତାରିଖରୁ ଆଡମ୍ବରପୂର୍ଣ୍ଣ ଭାବେ ଶିଶୁ ପ୍ରବେଶ ଓ ଖଡିଛୁଆଁ ଉତ୍ସବ ପାଳନ ସ‌ହ ନୂତନ ଶିକ୍ଷା ବର୍ଷର ନାମଲେଖା…
Read More...

ବିଚାରପତି ଶତ୍ରୁଘନ ପୂଜାହାରୀ ଓଡ଼ିଶା ମାନବ ଅଧିକାର ଆୟୋଗର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କଲେ ।

ଭୁବନେଶ୍ୱର,୩୦/୦୩(ପିପିଟି): ବିଚାରପତି ଶତ୍ରୁଘନ ପୂଜାହାରୀ ଆଜି, ୩୦.୦୩.୨୦୨୬ ଓଡ଼ିଶା ମାନବ ଅଧିକାର ଆୟୋଗ (ଓ.ଏଚ.ଆର.ସି)ର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ତାଙ୍କର ଦ୍ୱିତୀୟ ଦାୟିତ୍ୱକାଳ ହୋଇଥିବାରୁ…
Read More...

ପୋଲସରାରେ ଘରକୁ ଘର ବୁଲି ଅଭିଭାବକଙ୍କୁ ନିମନ୍ତ୍ରଣ ।

ପୋଲସରା ,୩୦/୦୩(ପିପିଟି ):ଜାତୀୟ ଶିକ୍ଷାନୀତି ୨୦୨୦ ଅନୁଯାୟୀ ଦେଶର ପ୍ରଥମ ରାଜ୍ୟ ଭାବରେ ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ଶିଶୁଙ୍କୁ ଗୁଣାତ୍ମକ ଶିକ୍ଷା ମହତ୍ ଉଦ୍ଦେଶ୍ୟରେ ରାଜ୍ୟ ସରକାର ନୂତନ ଶିକ୍ଷାନୀତି ଗତ ଶିକ୍ଷାବର୍ଷ…
Read More...

୨୦୯ ବର୍ଷ ପୂର୍ତ୍ତି ଅବସରରେ ମହାନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାପଣ କଲେ ଗଡ଼ାଧୀଶ ଦଳ ବେହେରା।

ବୋଲଗଡ଼,୩୦/‍୩(ପିପିଟି):ପରାଧୀନ ଭାରତରେ ଖୋରଧା ଥିଲା ଶେଷ ସ୍ୱାଧୀନ ଦୁର୍ଗ। ଖୋରଧା ଓଡ଼ିଶାର ପ୍ରାଚୀନ ରାଜଧାନୀ ଭାବେ ଇତିହାସ ବିଦିତ। ଖୋରଧା ଗଡ଼ ତାର ବୀରତ୍ବକୁ ନେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଆସିଛି। ଏହି ଲାଲ…
Read More...

ପୋଡ଼ିଆ ବ୍ଲକରେ ପୋଷଣ-୧୫ ଅଭିଯାନ ।

ମାଲକାନଗିରି, ୩୦/୦୩(ପିପିଟି):ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଜିଲ୍ଲାରେ ଜାରି ରହିଥିବା ସ୍ୱତନ୍ତ୍ର ଅଭିଯାନ ପୋଷଣ-୧୫ କାର୍ଯ୍ୟକ୍ରମ ଅଧୀନରେ ଆଜି ପୋଡ଼ିଆ ବ୍ଲକ…
Read More...