ଧର୍ମଶାଳା ଅଞ୍ଚଳର ସୂଚନା ଅଧିକାର କର୍ମୀଙ୍କ ଉପରକୁ ବୋମାମାଡ଼ ଘଟଣା, ୩ଗିରଫ ।
ଯାଜପୁର,୦୮/୦୪(ପିପିଟି); ଯାଜପୁର ଜିଲ୍ଲା ଧର୍ମଶାଳା ଅଂଚଳର ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେହୁରାଙ୍କ ଗାଡି ଉପରକୁ ବୋମାମାଡ଼ ଘଟଣା। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହୋଇଥିଲା ବୋମାମାଡ଼। ଏହି ଘଟଣାରେ ୩ଜଣ…
Read More...
Read More...