କୋଭିଡ଼ ନିୟମ କଡ଼ାକଡ଼ି ପାଳନ ପାଇଁ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ ।

ଭଞ୍ଜନଗର,୦୯/୦୪(ପିପିଟି); କରୋନା ର ଦ୍ୱିତୀୟ ଲହର ଏବେ ପୁଣିଥରେ ଚିନ୍ତା ବଢାଇଛି।ପ୍ରତିଦିନ ବହୁ ନୂତନ କରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହେବାରେ ଲାଗିଛନ୍ତି।ତେଣୁ ବେଳ ଥାଉ ଥାଉ ଆମେ ସତର୍କତା ଅବଲମ୍ଭନ ନ କରିବା ତେବେ…
Read More...

ମା ଦାନ୍ତ ଚିକିତ୍ସାଳୟ ପକ୍ଷରୁ କରୋନା ସଚେତନ କାର୍ଯ୍ୟକ୍ରମ ।

କବିସୂର୍ଯ୍ଯ ନଗର,୦୯/୦୪(ପିପିଟି); ମା ଦାନ୍ତ ଚିକିତ୍ସାଳୟ ପକ୍ଷରୁ କବିସୂର୍ଯ୍ଯ ନଗର ଠାରେ ବିଭିନ୍ନ ସାହିରେ କରୋନା ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଡା.ସି.ଆର.ପ୍ରଧାନ, ମା ଦାନ୍ତ…
Read More...

ଜିଲ୍ଲାରେ ଦ୍ବିତୀୟ ଲହରି କରୋନା ସଂକ୍ରମଣ ନେଇ ସତର୍କତା ମୂଳକ ପଦକ୍ଷେପ ସମ୍ପର୍କରେ ଗୁରୁତ୍ବପୂର୍ଣ୍ଣ ବୈଠକ ।

ଛତ୍ରପୁର,ତା.୦୯/୦୪(ପିପିଟି); ଗତ କିଛିଦିନ ତୁଳନାରେ ଜିଲ୍ଲାରେ କୋଭିଡ୍ ସଂକ୍ରମଣ ସଂଖ୍ୟା ବଢିବା ଜଣା ପଡିଛି । ଜିଲ୍ଲାକୁ ବାହାର ରାଜ୍ୟରୁ ଆସୁଥିବା ପ୍ରବାସୀ ମାନଙ୍କ ସଂକ୍ରମଣ ଯୋଗୁଁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିକୁ…
Read More...

ପରିତ୍ୟକ୍ତ କୂଅରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର ।

କୋଦଳା,୦୮/୦୪(ପିପିଟି); ବେଗୁନିଆପଡା ବ୍ଲକ କେ. ବରିଡା ପଞ୍ଚାୟତ ଖଲ୍ଲିକୋଟ ଥାନା ସୀମାନ୍ତ ବି ନୂଆପଲ୍ଲୀ ଜନାପଡ଼ିଆର ଏକ ପରିତ୍ୟକ୍ତ କୂଅରୁ ଯୁବକର ଗଳିତ ମୃତଦେହ ଉଦ୍ଧାର କରାଯାଇଥିବା ଜଣା୍ପଡ଼ିଛି । ଶବ ଭାସୁଥିବା ଖବର…
Read More...

ବେଗୁନିଆପଡ଼ା ରେ କୃଷି ରଥର ଶୁଭାରମ୍ଭ କଲେ ବିଧାୟିକା ।

କୋଦଳା,୦୮/୦୪(ପିପିଟି); ଗଂଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ରେ ଗୁରୁବାର ଦିନ କୃଷି ରଥକୁ ପତାକା ଦେଖାଇ ଶୁଭାରମ୍ଭ କଲେ କବିସୁର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ । କୃଷି ଓ କୃଷକ ର ଉନ୍ନ୍ନତି ପାଇଁ ସରକାରଙ୍କ ଯୋଜନା…
Read More...

ଫିରିଙ୍ଗିଆ ନିକଟରେ ବାଇକ ଦୁର୍ଘଟଣା,୨ ଗୁରୁତର ।

କନ୍ଧମାଳ,୦୮/୦୪(ପିପିଟି): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ଫିରିଙ୍ଗିଆ ଆଦର୍ଶ ବିଦ୍ୟାଳୟ ସମ୍ମୁଖରେ ଏକ ବାଇକ ଦ୍ରୁତଗତି ଯୋଗୁଁ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇପଡିବା ଫଳରେ ୨ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ…
Read More...

ତୁରନ୍ତ ବସ ଷ୍ଟାଣ୍ଡ କାର୍ଯ୍ୟକ୍ଷମ କରିବାକୁଦାବି; ନହେଲେ ଧାରଣା ।

ଭଞ୍ଜନଗର,୦୮/୦୪(ପିପିଟି); ଯାତ୍ରୀଙ୍କ ସୁବିଧା ଦୃଷ୍ଟିରୁ ପ୍ରାୟ ୫କୋଟି ଟଙ୍କା ବ୍ୟୟରେ ନିର୍ମିତ ଭଞ୍ଜନଗର ନୂତନ ବସ ଷ୍ଟାଣ୍ଡ ଉଦ୍‌ଘାଟନକୁ ୨ବର୍ଷ ବିତି ଯାଇଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ କାମରେ ଲାଗୁନି। ଫଳରେ…
Read More...

ଗାଲେରୀରେ ମେରୁଯାତ୍ରା ବନ୍ଦ କଲା ପ୍ରଶାସନ ।

ଭଞ୍ଜନଗର,୦୮/୦୪(ପିପିଟି); ଭଞ୍ଜନଗର ବ୍ଲକ ଗାଲେରୀ ଠାରେ କୋଭିଡ଼ କଟକଣା ଅନୁସାରେ ପ୍ରସିଦ୍ଧ ଦଣ୍ଡଯାତ୍ରା ପାଳନ କରିବାକୁ ପ୍ରଥମେ ପ୍ରଶାସନ ଅନୁମତି ଦେଇଥିଲେ।ହେଲେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି…
Read More...

ବାପାଙ୍କ ଶ୍ରାଦ୍ଧ ଦିବସରେ ସାମ୍ବାଦିକଙ୍କ ଭାତୃ ବିୟୋଗ ।

ଭଞ୍ଜନଗର,୦୮/୦୪(ପିପିଟି); ଭଞ୍ଜନଗର ଅଞ୍ଚଳର ସାମ୍ବାଦିକ ଜୟକୃଷ୍ଣ ପଟ୍ଟନାୟକଙ୍କ ଜ୍ୟେଷ୍ଠ ଭ୍ରାତା ହରିହର ପଟ୍ଟନାୟକ (ଟୁନା)ଙ୍କ ବୁଧବାର ବିଳମ୍ବିତ ରାତିରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୮ବର୍ଷ ହୋଇଥିଲା।ତାଙ୍କର…
Read More...