Browsing Category

ରାଜ୍ୟ ଖବର

ଗାଁ ମହିଳାଙ୍କୁ ମିଠା ଓ ଶାଢ଼ୀ ବାଣ୍ଟି ଦୀପାବଳି ପାଳିଲେ ସାଂସଦ ଓ ବିଧାୟକ ।

ପିପିଲି,୩୧/୧୦:ଗାଁ ମହିଳାଙ୍କ ସହ ଦୀପାବଳୀ ପାଳିଛନ୍ତି ପୁରୀ ସାଂସଦ ଓ ପିପିଲି ବିଧାୟକ । ସାଂସଦ ଡା ସମ୍ବିତ ପାତ୍ର ଓ ବିଧାୟକ ଆଶ୍ରିତ ପଟ୍ଟନାୟକ ପିପିଲି ବ୍ଲକ ଦୁର୍ଗାଦାଶପୁର ପଞ୍ଚାୟତ ଅନ୍ତର୍ଗତ ଠଣଠଣା ଗ୍ରାମର ଦଳିତ…
Read More...

୬ ଜଣ ଶିଶୁ ଶ୍ରମିକ ଉଦ୍ଧାର।

ଯାଜପୁର,୩୦/୧୦(ପିପିଟି): ଯାଜପୁର ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ବ୍ୟାସନଗର ପୌରପାଳିକା ଅନ୍ତର୍ଗତ ନହକା ଓ ଚୋରଦା ଅଞ୍ଚଳରେ ଥିବା ଶିଶୁମାନଙ୍କୁ ଶ୍ରମରେ ନିୟୋଜିତ କରିଥିବା ଅନୁଷ୍ଠାନ ଉପରେ ଚଢ଼ାଉ କରି ୧୨ରୁ ୧୪ ବର୍ଷ…
Read More...

ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳନ ।

ମାଲକାନଗିରି,୨୯/୧୦(ପିପିଟି) :ଗତ ୨୯.୧୦.୧୯୯୯ ମସିହା ମହାବାତ୍ୟା ରେ ଓଡିଶା ରେ ବହୁତ ଧନ ଜୀବନ ନଷ୍ଟ ହୋଇଥିଲା। ସେହି ମହାବାତ୍ୟାରେ ମଧ୍ୟ ୧୦୦୦୦ ଜୀବନ ହାନି ହୋଇଥିଲା । ସେହି ଅମୂଲ୍ୟ ଜୀବନକୁ ଶ୍ରଦ୍ଧାଞ୍ଜଳି ଦେବା…
Read More...

ଯାଜପୁର ଠାରେ ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ।

ଯାଜପୁର,୨୯/୧୦(ପିପିଟି): ଆଜି ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହ ଠାରେ ପାଳିତ ହୋଇଯାଇଅଛି। ଏହି…
Read More...

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ;ସାଧୁତାର ଶପଥ ନେଲେ ଅଧିକାରୀ ।

ଭଞ୍ଜନଗର,୨୯/୧୦(ପିପିଟି):ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ବ୍ରହ୍ମପୁର ଦୁର୍ନୀତି ନିବାରଣ ଡିଭିଜନ ପକ୍ଷରୁ ଭଞ୍ଜନଗରରେ ଉପଖଣ୍ଡ ପ୍ରଶାସନର ମିଳିତ ସହଯୋଗରେ ଦୁର୍ନୀତି ନିବାରଣ ସପ୍ତାହ ପାଳିତ ହୋଇଯାଇଛି।…
Read More...

ଚଣ୍ଡିଖୋଲ – ଡ଼ୁବୁରୀ ୫୩ ନମ୍ୱର ଜାତୀୟ ରାଜପଥ ସାଜିଛି ମରଣ ଯନ୍ତା ।

ଯାଜପୁର,୨୭/୧୦(ପିପିଟି): ଚଣ୍ଡିଖୋଲ ଡ଼ୁବୁରୀ ଜାତୀୟ ରାଜପଥ ଏବେ ମୁଣ୍ଡ ପରେ ମୁଣ୍ଡ ନବାରେ ବ୍ୟସ୍ତ ଥିବା ବେଳେ,ପ୍ରଶାସନ ଏବେ କୁମ୍ଭକର୍ଣ୍ଣ ନିଦ୍ରାରେ, ବିଗତ ଦଶବର୍ଷ ମଧ୍ୟରେ ମଧ୍ୟ ଏବେ ସୁଦ୍ଧା ଚଣ୍ଡିଖୋଲ ଠାରୁ ଡ଼ୁବୁରୀ…
Read More...

ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଧାମରା ରେ ରିଲିଫ ବଣ୍ଟନ।

ଧାମରା,୨୬/୧୦:ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ରଞ୍ଜିତ ପାତ୍ରଙ୍କ ନେତୃତ୍ୱରେ ଏକ ଟିମ ଧାମରା ଅଞ୍ଚଳ ଗସ୍ତ କରିଥିଲେ। ଧାମରା ଠାରେ ବାତ୍ୟା ଦାନା ଲ୍ୟାଣ୍ଡ ଫଲ କରିଥିଲା। ଧାମରା ରେ ବାତ୍ୟା ପ୍ରପୀଡ଼ିତଙ୍କୁ ଯୁବ କଂଗ୍ରେସ…
Read More...

ବାବା ପଞ୍ଚଲିଙ୍ଗେଶ୍ୱରଙ୍କ ମୁଣ୍ଡରେ ୬ଫୁଟ୍‍ ଉଚ୍ଚର ପାଣି ।

ନୀଳଗିରି,୨୫/୧୦: ପ୍ରସିଦ୍ଧ ଶୈବପୀଠ ନୀଳଗିରିର ବାବା ପଞ୍ଚଲିଙ୍ଗେଶ୍ୱରଙ୍କ ମୁଣ୍ଡରେ ୬ଫୁଟ୍‍ ଉଚ୍ଚର ପାହାଡ଼ ପାଣି ପ୍ରବାହିତ ହୋଇଛି। ବାତ୍ୟା ‘ଦାନା’ ପାଇଁ ଅବିଶ୍ରାନ୍ତ ବର୍ଷା ସୃଷ୍ଟି ହୋଇଥିବାରୁ ଦେବଗିରି ପାହାଡ଼ରୁ ପାଣି…
Read More...

ବାତ୍ୟାରେ ଦୁର୍ବଳ ହେଲା ସାଂସଦ ପ୍ରତାପଙ୍କ ଚାଳ ଛପର ।

ନୀଳଗିରି,୨୫/୧୦: ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ନୀଳଗିରି ଗୋପୀନାଥପୁର ଶାସନସ୍ଥିତ ଚାଳ ଛପର ଘରଟି ବାତ୍ୟା ‘ଦାନା’ ପ୍ରଭାବରେ ଦୁର୍ବଳ ହୋଇ ପଡ଼ିଥିବା ଚର୍ଚ୍ଚା ହୋଇଛି । ବିଧାୟକ, କେନ୍ଦ୍ରମନ୍ତ୍ରୀ, ସାଂସଦ ପ୍ରଭୃତି…
Read More...