Browsing Category

ରାଜ୍ୟ ଖବର

ବାତ୍ୟାରେ ଦୁର୍ବଳ ହେଲା ସାଂସଦ ପ୍ରତାପଙ୍କ ଚାଳ ଛପର ।

ନୀଳଗିରି,୨୫/୧୦: ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ନୀଳଗିରି ଗୋପୀନାଥପୁର ଶାସନସ୍ଥିତ ଚାଳ ଛପର ଘରଟି ବାତ୍ୟା ‘ଦାନା’ ପ୍ରଭାବରେ ଦୁର୍ବଳ ହୋଇ ପଡ଼ିଥିବା ଚର୍ଚ୍ଚା ହୋଇଛି । ବିଧାୟକ, କେନ୍ଦ୍ରମନ୍ତ୍ରୀ, ସାଂସଦ ପ୍ରଭୃତି…
Read More...

ଅବିଶ୍ରାନ୍ତ ବର୍ଷା-ପବନରେ ଭାଙ୍ଗିଲା ନୀଳଗିରିର ଶତାଧିକ ଘର;ରିଲିଫ ବାଣ୍ଟୁଛନ୍ତି ନେତା-ପ୍ରଶାସକ ।

ନୀଳଗିରି,୨୫/୧୦: ବାତ୍ୟା ‘ଦାନା’ ପାଇଁ ବାଲେଶ୍ୱର ଜିଲା ନୀଳଗିରିରେ ଅବିଶ୍ରାନ୍ତ ବର୍ଷା ଓ ପବନ ଲାଗି ରହିଛି । ଦିନ ୨ଟା ସୁଧା ନୀଳଗିରି ଅଞ୍ଚଳରେ ୯୪ ମିଲିମିଟିର ବର୍ଷା ରେକର୍ଡ଼ କରାଯାଇଥିଲା । ଯାହା ପାଇଁ ନୀଳଗିରିରେ…
Read More...

ଲୋକସଭା ସାଂସଦ ବାଙ୍ଗିରିପୋଷି ବାତ୍ୟା ଆଶ୍ରୟସ୍ଥଳୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କଲେ ।

ବାଙ୍ଗିରିପୋଷି,୨୫/୧୦:ଦାନା ବାତ୍ୟା ପ୍ରଭାବରେ ବାଙ୍ଗିରିପୋଷି ବ୍ଲକ ଅଞ୍ଚଳରେ ତୁହା କୁ ତୁହା ବର୍ଷା ଲାଗି ରହିଛି। ପ୍ରଶାସନ ତରଫରୁ ୨୮ ଟି ଅସ୍ଥାୟୀ ବାତ୍ଯା ଆଶ୍ରୟସ୍ଥଳୀ ଗୁଡିକରେ ଲୋକମାନଙ୍କୁ ସ୍ଥାନାନ୍ତର କରାଯାଇ ଉଭୟ…
Read More...

ପୋଲିସ ଓ ମାଓବାଦୀଙ୍କ ମଧ୍ଯରେ ଗୁଳି ବିନିମୟ;ଜଣେ ମାଓବାଦୀ ମୃତ।

କଟକ,୨୫/୧୦: କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ବୁଦାନାଇ ଜଙ୍ଗଲରେ ଆଜି ପୂର୍ବାହ୍ନରେ ମାଓବାଦୀ ଏବଂ ଯବାନଙ୍କ ମଧ୍ଯରେ ଗୁଳି ବିନିମୟ ହୋଇଛି। ଏଥିରେ ଜଣେ ମାଓବାଦୀ ନିହତ ହୋଇଥିବାବେଳେ ମୃତକଙ୍କ ନିକଟରୁ ଗୋଟିଏ ଏକେ-୪୭…
Read More...

ଯାଜପୁର ଜିଲ୍ଲାରେ ବାତ୍ୟା “ଦାନା” ପ୍ରଭାବ ଜନିତ ପରିସ୍ଥିତି ରିଲିଫ ଓ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ ।

ଯାଜପୁର,୨୫/୧୦(ପିପିଟି):ସାମୁଦ୍ରିକ ବାତ୍ୟା' ଦାନା 'ପ୍ରଭାବ ରେ ଯାଜପୁର ଜିଲ୍ଲାରେ ପବନ ଓ ବର୍ଷା ଗତକାଲି ଠାରୁ ଲାଗିରହିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଲଗାତାର ବାତ୍ୟା ସମ୍ପର୍କିତ ସତର୍କ ସୂଚନା ଦିଆଯାଉଛି। ଜିଲ୍ଲା…
Read More...

ବାତ୍ୟା ଆଶ୍ରୟସ୍ଥଳୀ ବୁଲିଲେ ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ।

ଯାଜପୁର,୨୫/୧୦(ପିପିଟି):ବାତ୍ୟା ଦାନା ଅତିକ୍ରମ କରିଛି ଏବେ ବି ଲୋକ ବାତ୍ୟା ଆଶ୍ରୟ ସ୍ତଳୀରେ ଅଛନ୍ତି । ସୁକିନ୍ଦାର ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତି ରଂଜନ ଘଡେଇ ନିଜ ନିର୍ବାଚନ ମଣ୍ଡଳୀ ବୁଲି ସାଧାରଣ ଲୋକଙ୍କ ସମସ୍ୟା ପଚାରି…
Read More...

ଖାଦ୍ୟ ବାଣ୍ଟିଲେ ଧର୍ମଶାଳା ବିଧାୟକ ।

ଧର୍ମଶାଳା,୨୫/୧୦(ପିପିଟି):ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଆଜି ଧର୍ମଶାଳା ବ୍ଲକ୍‌ର ବିଭିନ୍ନ ସ୍ଥାନରେ ବାତ୍ୟା ପ୍ରଭାବିତଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି । ସେହିପରି ତାଙ୍କ ଦ୍ବାରା ପରିଚାଳିତ ଅଂଶୁମାନ…
Read More...

ଯାଜପୁର ଜିଲ୍ଲାରେ ବାତ୍ୟା “ଦାନା” ପାଇଁ ବ୍ଯାପକ ପ୍ରସ୍ତୁତି।

ଯାଜପୁର,୨୪/୧୦(ପିପିଟି): ବଙ୍ଗୋପସାଗରରେ ଘନୀଭୂତ ଲଘୁଚାପ ସାମୁଦ୍ରିକ ଝଡ଼ “ଦାନା” ଭୀଷଣ ବାତ୍ୟାରେ ପରିଣତ ହୋଇଛି। ଏହାର ପ୍ରଭାବ ଯାଜପୁର ଜିଲ୍ଲାରେ ବୁଧବାର ଅପରାହ୍ନ ଠାରୁ ଦେଖିବାକୁ ମିଳିଛି। କେତେକ ସ୍ଥାନରେ ଝିପି ଝିପି…
Read More...

ଆଜାଦ୍ ହିନ୍ଦ୍ ବାହିନୀ ପକ୍ଷରୁ ଆଜାଦ ହିନ୍ଦ ସରକାର ର ୮୧ ତମ ବାର୍ଷିକୀ ଅବସରରେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ…

ଭୁବନେଶ୍ୱର,୨୧/୧୦(ପିପିଟି) : ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନେତୃତ୍ୱରେ ଗଠିତ ଭାରତୀୟମାନଙ୍କ ପ୍ରଥମ ସ୍ୱାଧୀନ ସରକାର ଆଜାଦ ହିନ୍ଦ ସରକାର ର ୮୧ ତମ ବାର୍ଷିକୀ ଅବସରରେ ନେତାଜୀଙ୍କ ଆଦର୍ଶରେ ଗଠିତ ‘ଆଜାଦ୍ ହିନ୍ଦ୍…
Read More...

ଓଏଏସ୍‍ ପାଇଲେ ନୀଳଗିରିର ସୌରଭ ।

ନୀଳଗିରି,୨୧/୧୦: ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧୀନ ପୁନ୍ଦାଳ ଗାଁର ଅବସରପ୍ରାପ୍ତ ଶିକ୍ଷକ ରତ୍ନାକର ରଣଜିତ ଏବଂ ସର୍ବଣୀ ରଣଜିତଙ୍କ ପୁଅ ସୌରଭ(୩୪) ସିଭିଲ ସର୍ଭିସ ପରୀକ୍ଷାରେ ରାଜ୍ୟରେ ୮୬ର‌୍ୟାଙ୍କରେ ରହି କୃତକାର୍ଯ୍ୟ…
Read More...