Browsing Category

ରାଜ୍ୟ ଖବର

୧୯୧୭ ଜଣ ପ୍ରବାସୀ ଓଡିଆଙ୍କୁ ରାଶନ କାର୍ଡ ବଣ୍ଟନ କଲେ ମନ୍ତ୍ରୀ

ପୋଲସରା ୧୦/୧୨(ପିପିଟି) : ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକର ୧୯୧୭ ଜଣ ପ୍ରବାସୀ ଓଡ଼ିଆଙ୍କୁ ନୂତନ ରାଶନ କାର୍ଡ ଡିସେମ୍ବର ୧୦ ତାରିଖ ଦିନ ବଣ୍ଟନ କରାଯାଇଛି। ପୋଲସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ କୁରେଶ ଚନ୍ଦ୍ର ଜାନୀଙ୍କ…
Read More...

ଆସିକା ଚିନି ଶିଳ୍ପର ପୁନରୁଦ୍ଧାର ପାଇଁ ସରକାରଙ୍କ ଉଦ୍ୟମ,ଗଠନ ହେବ ଟାସ୍କ ଫୋର୍ସ ।

ଭୁବନେଶ୍ୱର,୧୦/୧୨:ଆସିକା ଚିନି କଳର ପୁନରୁଦ୍ଧାର ଓ ଆଧୁନିକୀକରଣ ପାଇଁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ଏଥିପାଇଁ ଏକ ଟାସ୍କ ଫୋର୍ସ ଗଠନ କରାଯିବ। ଏହି ଟାସ୍କ ଫୋର୍ସରେ କୃଷି, ଅର୍ଥ, ସମବାୟ, ଅବକାରୀ ତଥା ଜଳ ସମ୍ପଦ…
Read More...

୨୯ରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ପ୍ରସ୍ତୁତି ବୈଠକ।

ଭଞ୍ଜନଗର, ୦୯/୧୨(ପିପିଟି):ଦୀର୍ଘ ୪୦ବର୍ଷ ପରେ ଆସନ୍ତା ୨୯ ଓ ୩୦ତାରିଖ ଦୁଇ ଦିନ ଧରି ଭଞ୍ଜନଗର ଉପେନ୍ଦ୍ରଭଞ୍ଜ ଉଚ୍ଚ ବିଦ୍ୟାଳୟ ଠାରେ ଅଲ ଓଡିଶା ଆଇନଜୀବୀ ସଂଘର ୫୩ତମ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ…
Read More...

ନୀଳଗିରିକୁ ପଶିଲେ ୫୫ ଟି ଝାଡ଼ଖଣ୍ଡି ହାତୀ; ଅଞ୍ଚଳବାସୀ ଆତଙ୍କିତ ।

ନୀଳଗିରି,୦୭/୧୨ : ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳକୁ ମାଡି ଆସିଛନ୍ତି ଝାଡ଼ଖଣ୍ଡ ହାତୀପଲ। ନୀଳଗିରିର ସୀମାନ୍ତ କୁହାଯାଉଥିବା ମୟୁରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ ନଡ଼ପୁର ଜଙ୍ଗଲ ଛାଡି ନୀଳଗିରିର ଗୋପାଳପୁର ସଂରକ୍ଷିତ…
Read More...

“ମାଣ୍ଡିଆରାଣୀ”ରାଇମତି ଘିଉରିଆଙ୍କୁ ଡକ୍ଟରେଟ ଉପାଧି ।

ଭୁବନେଶ୍ୱର,୦୫/୧୨:ଜୈବିକ ପଦ୍ଧତିରେ ଚାଷକାର୍ଯ୍ୟ କରିବା ସହ ଜଣେ ସଫଳ ମହିଳା ମାଣ୍ଡିଆ ଚାଷୀ ଭାବେ ପରିଚିତ ହୋଇଛନ୍ତି ରାଇମତି ଘିଉରିଆ । ସାରା ରାଜ୍ୟରେ ସେ 'ମାଣ୍ଡିଆରାଣୀ' ଭାବେ ପରିଚିତ । ରାଇମତି ଘିଉରିଆଙ୍କୁ ଓଡ଼ିଶା…
Read More...

ସହକରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ।

ଜୟପୁର,୦୩/୧୨: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଜୟପୁର ବ୍ଲକ ଓ ପୌର ପାଳିକାର ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ୱନାଥ ପାତ୍ରଙ୍କ ଘର ସମେତ ଛଅଟି ଜାଗାରେ ଭିଜିଲାନ୍ସ ଟିମ୍ ଆଜି ସକାଳୁ ଚଢ଼ାଉ କରୁଛି। ତାଙ୍କର ଭଡ଼ା ଘର…
Read More...

ଦୁଇ ଲକ୍ଷ ପୁରସ୍କାର ରାଶି ଘୋଷିତ କ୍ୟାଡ଼ର ମହିଳା ମାଓବାଦୀ ଗିରଫ ।

ମାଲକାନଗିରି, ୨୯/୧୧(ପିପିଟି) :ଦୁଇ ଲକ୍ଷ ପୁରସ୍କାର ଘୋଷିତ ଛତିଶଗଡି କ୍ୟାଡ଼ର ମହିଳା ମାଓବାଦୀ ଆନ୍ତି ମାଡବି(୨୯) ଓରଫ ଲାକେକୁ ମାଲକାନଗିରି ଜିଲ୍ଲା ପୋଲିସ ଗିରଫ କରିଛି। ଏହି ମହିଳା କ୍ୟାଡ଼ର ମାଓବାଦୀ ଏମଭି -୭୯ ଥାନା…
Read More...

ମାଲ୍ୟବନ୍ତ ମହୋତ୍ସବକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ।

ମାଲକାନଗିରି, ୨୮/୧୧(ପିପିଟି) :ମାଲ୍ୟବନ୍ତ ମହୋତ୍ସବ -୨୦୨୪ ଉଦଘାଟନୀ ଉତ୍ସବରେ ଯୋଗ ଦେବେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ଚଳିତ ବର୍ଷ ମାଲ୍ୟବନ୍ତ ମହୋତ୍ସବରେ ଯୋଗ ଦେଇ ଏହାକୁ ଉଦ୍ଘାଟନ କରିବା…
Read More...

ମାଲକାନଗିରି – ଜୟପୁର ଓ ନବରଙ୍ଗପୁର ରେଳପଥ ନିର୍ମାଣକୁ ଗୁରୁତ୍ଵ ।

ମାଲକାନଗିରି,୨୮/୧୧(ପିପିଟି) :ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଏବଂ କଳାହାଣ୍ଡି ସାଂସଦ ଶ୍ରୀମତୀ ମାଳବିକା ଦେବୀଙ୍କ ସହିତ ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କୁ ପାର୍ଲିଆମେଣ୍ଟର ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତକରି…
Read More...

ପୋଲିସ ନିକଟରେ କ୍ୟାଡର ମାଓବାଦୀଙ୍କ ଆତ୍ମସମର୍ପଣ ।

କନ୍ଧମାଳ,୨୮/୧୧ :କନ୍ଧମାଳ ଏସପିଙ୍କ ନିକଟରେ କ୍ୟାଡର ମାଓବାଦୀଙ୍କ ଆତ୍ମସମର୍ପଣ । ଦକ୍ଷିଣାଞ୍ଚଳ ଡିଆଇଜି ସାର୍ଥକ ଷଡ଼ଙ୍ଗୀଙ୍କ ଉପସ୍ଥିତରେ କେକେବିଏନ ମାଓ କ୍ୟାଡର ବିଜା ମାଡବି ଓରଫ ଟିକେସ ଆତ୍ମସମର୍ପଣ କରିଛନ୍ତି । ଗୋଟିଏ…
Read More...