Browsing Category

ରାଜ୍ୟ ଖବର

ବ୍ରେନ୍ ଟ୍ୟୁମର୍ ଆକ୍ରାନ୍ତ ଛାତ୍ରୀଙ୍କୁ ସରକାରୀ ସହାୟତା ପ୍ରଦାନ ଦାବୀ ।

ବେଲଗୁଣ୍ଠା, ୦୪/୧୦(ପିପିଟି) : ବେଲଗୁଣ୍ଠା ଏନ୍ଏସି ଅନ୍ତର୍ଗତ କୋଳିସାହି ବାସିନ୍ଦା ଭି ବାପି ପାତ୍ରଙ୍କ ଝିଅ ପ୍ରିୟଙ୍କା ପାତ୍ର (15) ଦଶମ ଶ୍ରେଣୀରେ ପାଠ ପଢନ୍ତି I କିଛି ଦିନ ତଳେ ପ୍ରିୟଙ୍କାଙ୍କ ମସ୍ତିଷ୍କ ଯନ୍ତ୍ରଣା…
Read More...

ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବୀରେ ଲକ୍ଷ୍ମୀପୁର ବନ୍ଦ ।

ଲକ୍ଷ୍ମୀପୁର,୦୪/୧୦:ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବୀରେ ଅବିଭକ୍ତ କୋରାପୁଟ ଜିଲ୍ଲାର ମାଲକାନଗିରି, ସମେତ ନବରଙ୍ଗପୁର, ରାୟଗଡା ଓ କୋରାପୁଟ ଜିଲ୍ଲାରେ ଶୁକ୍ରବାର ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ବିଶେଷକରି ସି. ଓ ବି.…
Read More...

ସମ୍ବଲପୁର ମଣ୍ଡଳ କାରାଗାରରେ ପୁଲିସର ଚଢ଼ଉ;ବ୍ୟାପକ ନିଶା ସାମଗ୍ରୀ ଜବତ ।

ସମ୍ବଲପୁର,୦୪/୧୦: ସମ୍ବଲପୁର ସ୍ଥିତ ମଣ୍ଡଳ କାରାଗାରରେ ପୁଲିସ ପକ୍ଷରୁ ଅତର୍କିତ ଚଢ଼ଉ କରାଯାଇଛି । ୪ ତାରିଖ ଭୋର ପ୍ରାୟ ସାଢ଼େ ୩ଟା ସମୟରେ ଚଢ଼ଉ ସମୟରେ ବିପୁଳ ମାତ୍ରାରେ ବିଡି, ଖଇନି, ସିଗାରେଟ, ଗୁଟକା, ଭାଙ୍ଗ ଆଦି ସମେତ…
Read More...

କାର୍ତ୍ତିକ ବ୍ରତ ପାଳନ ପାଇଁ ୨ କୋଟି ୫୭ ଲକ୍ଷ ୫୦ ହଜାର ଟଙ୍କା ଅନୁମୋଦନ କଲେ ଓଡିଶା ସରକାର ।

ଭୁବନେଶ୍ୱର,୦୨/୧୦ : କାର୍ତ୍ତିକ ମାସରେ ହବିଷ୍ୟାଳୀମାନଙ୍କର ବ୍ରତ ପାଳନ ନିମନ୍ତେ ଆଜି ଓଡ଼ିଶା ସରକାରଙ୍କ ତରଫରୁ ୨ କୋଟି ୫୭ ଲକ୍ଷ ୫୦ ହଜାର ଟଙ୍କାର ଖର୍ଚ୍ଚ ଅଟକଳ ଅନୁମୋଦନ କରାଯାଇଛି । ଧନରାଶି ଅନୁମୋଦନ ହେବା ସହିତ…
Read More...

ବସ ଓ ଟ୍ରକ ମୁହାଁମୁହିଁ ଧକ୍କା ୨୦ ରୁ ଉର୍ଦ୍ଧ୍ବ ଆହତ ଓ ୫ ରୁ ଉର୍ଦ୍ଧ୍ବ ଗୁରୁତର ।

ଲକ୍ଷ୍ମୀପୁର,୦୨/୧୦ :କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ଅଧୀନସ୍ଥ ତୋୟାପୁଟ ନିକଟରେ ଏକ ଘରୋଇ ବସ ସହିତ କାଠ ବୋଝେଇ ଟ୍ରକ ମୁହାଁମୁହିଁ ଧକ୍କା। ଆହତ। ଥେରୁବାଲି ରୁ ଜୟପୁରୁ ଯାଉଥିଲା ଏକ ଘରୋଇ ବସ। ଟ୍ରକଟି ନୀଳଗିରି କାଠ…
Read More...

ବଦଳିଛି ନଗଡା ଚିତ୍ର :ନଗଡା ଆଜି ବିକାଶ ଓ ସମ୍ଭାବନାର ନଗଡା ।

ଯାଜପୁର,୦୧/୧୦(ପିପିଟି):ସମୟ ବଦଳିଛି ଆଉ ସମୟ ସହିତ ତାଳଦେଇ ବଦଳିଛି ଯାଜପୁରର ଚର୍ଚ୍ଚିତ ନଗଡା । ନଗଡା ବଦଳି ଆଜି ବିକାଶ ଓ ସମ୍ଭାବନାର ନଗଡ଼ାରେ ପରିଣତ ହୋଇଛି । ଦିନେ କୁପୋଷଣ ପାଇଁ ଏହି ଅଞ୍ଚଳ ଚର୍ଚ୍ଚା ସୃଷ୍ଟି କରିଥିଲା…
Read More...