Browsing Category
ରାଜ୍ୟ ଖବର
ପୁରୀବାସୀଙ୍କ ପାଇଁ ଶ୍ରୀମନ୍ଦିରର ପଶ୍ଚିମ ଦ୍ବାର ଖୋଲିଲା।
ପୁରୀ,୨୪/୦୭: ଦୀର୍ଘଦିନ ପରେ ଶ୍ରୀମନ୍ଦିରର ପଶ୍ଚିମ ଦ୍ୱାର ଖୋଲିଛି । ପ୍ରାୟ ଦେଢ଼ ବର୍ଷ ପରେ ଭକ୍ତ ପାଇଁ ଏହି ଦ୍ୱାର ଖୋଲିଥିଲେ ବି ପ୍ରଥମ ପର୍ଯ୍ୟାୟରେ କେବଳ ପୁରୀ ସହରବାସୀ ପଶ୍ଚିମ ଦ୍ବାର ଦେଇ ଦର୍ଶନ ପାଇଁ ଯାଇପାରିବେ।…
Read More...
Read More...
ବଡ଼ ମେଡିକାଲର ଘରୋଇକରଣ କାହା ସ୍ୱାର୍ଥରେ – ପୀତବାସ ପଣ୍ଡା ।
ବ୍ରହ୍ମପୁର,୨୩/୦୭(ପିପିଟି): ଦକ୍ଷିଣ ଓଡ଼ିଶାର ତଥା ବ୍ରହ୍ମପୁର ସହରରେ ଅବସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ରାଜ୍ୟ ସରକାରଙ୍କ ଦ୍ୱାରା ଲଗାତାର ଅବହେଳାର ଶିକାର ହୋଇ ଆସୁଥିବାର ବିଭିନ୍ନ ମହଲରେ ଅଭିଯୋଗ…
Read More...
Read More...
ଲିଙ୍ଗରାଜ ଆଇନ ମହାବିଦ୍ୟାଳୟରେ ଏଲଏଲଏମ ପାଠ୍ଯକ୍ରମ ବନ୍ଦ ପ୍ରତିବାଦରେ ଏଆଇୱାଇଏଫ ପକ୍ଷରୁ ସ୍ମାରକପତ୍ର ପ୍ରଦାନ।
ବ୍ରହ୍ମପୁର,୧୯/୦୭(ପିପିଟି):ଦକ୍ଷିଣ ଓଡ଼ିଶାର ସୁନାମଧନ୍ୟ ଲିଙ୍ଗରାଜ ଆଇନ ମହାବିଦ୍ୟାଳୟ ଦୀର୍ଘବର୍ଷ ଧରି ଚାଲିଥିବା ଏଲ୍ଏଲ୍ଏମ୍ ପାଠ୍ୟକ୍ରମକୁ ଚଳିତ ଶିକ୍ଷା ବର୍ଷ ୨୩-୨୪ରେ ପିଜି କାଉନସିଲ ଅଧକ୍ଷଙ୍କ ଦ୍ୱାରା ଶିକ୍ଷକ ଅଭାବ…
Read More...
Read More...
ଓଡ଼ିଶା ସାହିତ୍ୟ ଏକାଡେମୀ ସଚିବ ତଥା ବରିଷ୍ଠ ପ୍ରଶାସନିକ ଅଧିକାରୀ ପ୍ରବୋଧ କୁମାର ଙ୍କ ପରଲୋକ ।।
ତିର୍ତ୍ତୋଲ,୧୮/୦୭(ପିପିଟି): କଟରା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗୋପାଳପୁର ଗ୍ରାମରେ ଜନ୍ମିତ ଓଡ଼ିଶା ସାହିତ୍ୟ ଏକାଡେମୀ ସଚିବ ତଥା ବରିଷ୍ଠ ପ୍ରଶାସନିକ ଅଧିକାରୀ ପ୍ରବୋଧ କୁମାର
ରାଉତଙ୍କ ୫୨ ବର୍ଷ ବୟସରେ ଆଜି ସନ୍ଧ୍ୟା ୬ଟା…
Read More...
Read More...
ଗଞ୍ଜାମ ଜିଲ୍ଲାକୁ ଭାରତ ସରକାରଙ୍କ ଦ୍ବାରା “ଭୂମି ସମ୍ମାନ”; ଜାତୀୟ ସ୍ତରରେ ପୁଣି ସମ୍ମାନିତ ।
ଛତ୍ରପୁର,୧୮/୦୭(ପିପିଟି):ଗଞ୍ଜାମ ଜିଲ୍ଲା ସବୁବେଳେ ଉନ୍ନୟନ ମୂଳକ କାର୍ଯ୍ୟକରି ଜିଲ୍ଲା ପାଇଁ ସୁନାମ ଆଣି ଦେଉଛି । ବିଗତ ଦିନ ମାନଙ୍କରେ ଅନେକ ଜାତୀୟ ପୁରସ୍କାର ପାଇ ସାରା ରାଜ୍ୟରେ ଅଗ୍ରଣୀ ଜିଲ୍ଲା ଭାବରେ ନିଜକୁ…
Read More...
Read More...
ସୁଦର୍ଶନଙ୍କ ପ୍ରତି ଭାବବିହ୍ୱଳ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଜନୈତିକ ନେତା ଓ ବୁଦ୍ଧିଜୀବୀ ।
ଭୁବନେଶ୍ୱର,୧୪/୦୭(ପିପିଟି):ସମାଜବାଦୀ ପାର୍ଟିର ସାଧାରଣ ସମ୍ପାଦକ ତଥା ବିପ୍ଳବୀ ନେତା ସୁଦର୍ଶନ ପ୍ରଧାନଙ୍କର ଗତ ୧୧ ଜୁଲାଇ ୨୦୨୩ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଯିବା ଘଟଣା ରାଜ୍ୟର ପ୍ରାୟ ସବୁ ରାଜନୈତିକ…
Read More...
Read More...
ଗଞ୍ଜାମ ଜିଲ୍ଲାରେ ବିରୋଧିଦଳଙ୍କ ସ୍ଥିତି ଦୁର୍ବଳ।
ବ୍ରହ୍ମପୁର,୦୯/୦୭(ପିପିଟି): ଓଡିଶାର ରାଜନୀତିରେ ଗଞ୍ଜାମ ଜିଲ୍ଲାର ଭୂମିକା ଅଗ୍ରଣୀ। ୨୦୦୦ ଠାରୁ ୨୦୨୩ ମଧ୍ଯରେ ଗଞ୍ଜାମ ଜିଲ୍ଲାର ରାଜନୀତିରେ ବିରୋଧିଦଳର ସ୍ଥିତି ଦୁର୍ବଳ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ…
Read More...
Read More...
ହିଞ୍ଜିଳିକାଟୁରେ ବ୍ଳକ୍ ସ୍ତରୀୟ ସପ୍ତମ ସାଧାରଣ ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ।
ହିଞ୍ଜିଳିକାଟୁ ,୦୭/୦୭(ପିପିଟି) ହିଞ୍ଜିଳିକାଟୁ ବ୍ଳକ୍ ସମ୍ମିଳନୀ ସଭା କକ୍ଷରେ ବିଡ଼ିଓ ସୁବ୍ରତ ଜେନାଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଦିନ ସପ୍ତମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ…
Read More...
Read More...
ବିିଦେଶ ମାଟିରେ ବୀରମହାରାଜପୁର ଖେଳାଳୀଙ୍କ ବାଜିମାତ; ୩ ସ୍ୱର୍ଣ୍ଣ ସହ ୬ ବ୍ରୋଂଜ ପଦକ ହାସଲ ।
ବୀରମହାରାଜପୁର ,୦୪/୦୭(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଏହେସାସ ତାଇକଣ୍ଡୋ ଏକାଡେମୀର ୮ ଖେଳାଳୀ ବିଦେଶ ମାଟିରେ ବିଭିନ୍ନ ପଦକ ହାସଲ କରିଥିବା ଜଣାଯାଇଛି । ଥାଇଲାଣ୍ଡ ମାଟିରେ ୩ ସ୍ୱର୍ଣ୍ଣ ପଦକ ସହ ଜିଣିଲେ ୬…
Read More...
Read More...
ଆସିକା ପୁଲିସ ଦ୍ବାରା ନକଲି ଶିକ୍ଷକ ଗିରଫ।
ଆସିକା,୦୪/୦୭(ପିପିଟି): ଆସିକା ପୁଲିସ ଦ୍ବାରା ଜଣେ ନକଲି ଶିକ୍ଷକ ଗିରଫ । ଗିରଫ ନକଲି ଶିକ୍ଷକ ଜଣକ ଗଙ୍ଗାପୁର ଉଚ୍ଚପ୍ରାଥମିକ ବିଦ୍ୟାଳୟରେ କରୁଥିଲେ ଶିକ୍ଷକତା । ଗିରଫ ନକଲି ଶିକ୍ଷକ ଜଣକ ଶିବରାମ ମହାନ୍ତି । ନକଲି ବିଇଡି…
Read More...
Read More...