Browsing Category

ରାଜ୍ୟ ଖବର

ଗଞ୍ଜାମ ଜିଲ୍ଲା ଭୀମପୁର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ସମାରୋହରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ୱର,୨୭/୦୪: ୨୦୩୬ରେ ଓଡିଶା ତାର ଶହେ ବର୍ଷ ପୂରଣ କରୁଛି। ୨୦୩୬ ସୁଦ୍ଧା ସମୃଦ୍ଧ ଓଡିଶା ଗଠନ ପାଇଁ ଆମର ଲକ୍ଷ୍ୟ ରହିଛି । ସମୃଦ୍ଧ ଓଡିଶା ଗଠନ ଦିଗରେ ଶିକ୍ଷାର ମହତ୍ବପୂର୍ଣ୍ଣ ଭୂମିକା ରହିବ । ତେଣୁ ଉଭୟ ପ୍ରାଥମିକ ଓ…
Read More...

ମନ୍ତ୍ରୀ ଗୋକୁଳାନନ୍ଦଙ୍କ ମାତାଙ୍କ ଦ୍ବାଦଶାହ ତିଥିରେ ମୁଖ୍ୟମନ୍ତ୍ରୀଙ୍କ ଯୋଗଦାନ।

ପୋଲସରା,୨୭/୦୪(ପିପିଟି) :ଆଜି ପୋଲସରା ବିଧାୟକ ତଥା ମତ୍ସ୍ୟ ପ୍ରାଣୀ ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ମାତା ସ୍ବର୍ଗତ ମାଳତୀ ମଲ୍ଲିକଙ୍କ ଦ୍ବାଦଶ ନିଜ ଗ୍ରାମ ବୁଗୁଡ଼ା ବ୍ଲକ୍ ଘୋଳପୁର ଗ୍ରାମଠାରେ ପାଳିତ…
Read More...

ବିଧାନସଭା ପରିସରରେ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୟନ୍ତୀ ପାଳିତ ।

ଭୁବନେଶ୍ୱର,୨୬/୦୪: ନବଉତ୍କଳର ନିର୍ମାତା,ବିଚ୍ଛିନ୍ନ ଉତ୍କଳର ଏକତ୍ରୀକରଣ କର୍ଣ୍ଣଧାର, ସାହିତ୍ୟାନୁରାଗୀ,ସୁଶାସକ ତଥା ପ୍ରଜାବତ୍ସଳ,ଦାନବୀର ରୂପେ ସର୍ବଜନବିଦିତ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ…
Read More...

ରବି ଋତୁ ଧାନ କିଣା ପାଇଁ ରାଜ୍ୟସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ।

ଭୁବନେଶ୍ୱର,୨୫/୦୪: ଚଳିତ ରବି ଋତୁରେ ଚାଷୀମାନଙ୍କଠାରୁ ଧାନ କିଣିବା ନିମନ୍ତେ ବ୍ୟାପକ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ଦ୍ୱିତୀୟ ମହଲା ସମ୍ମିଳନୀ କକ୍ଷରେ…
Read More...

ଟାଇକୋଣ୍ଡା ଏକାଡେମୀର ୫ମ ବାର୍ଷିକ ଉତ୍ସବ ଓ କଲର ବେଲ୍ଟ ଟେଷ୍ଟ ।

ଭଞ୍ଜନଗର, ୨୧/୦୪(ପିପିଟି) : ସ୍ଥାନୀୟ ଆର୍‍.ଏମ୍‍.ସି. ସଭାକକ୍ଷରେ ଭଞ୍ଜନଗର ଟାଇକୋଣ୍ଡା ଏକାଡ଼େମୀର କଲର ବେଲ୍ଟ ଟେଷ୍ଟ ଓ ୫ମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସକାଳ ୭ଘଣ୍ଟ ସମୟରେ ଏକାଡ଼େମୀର ସମସ୍ତ ଛାତ୍ରଛାତ୍ରୀ ନଗର…
Read More...

ଲୋକାର୍ପଣ ହେଲା କେନ୍ଦ୍ରୀୟ ବିଦ୍ୟାଳୟ ।

ଟିଟିଲାଗଡ଼,୧୯/୦୪: ଟିଟିଲାଗଡ଼ ଠାରେ ବହୁ ପ୍ରତୀକ୍ଷିତ କେନ୍ଦ୍ରୀୟ ବିଦ୍ୟାଳୟ ଆଜି ସାକାର ହୋଇଛି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟିଟିଲାଗଡ଼ ଗସ୍ତରେ ଆସି ସ୍ଥାନୀୟ ଧବଳେଶ୍ୱର ହାଇସ୍କୁଲ ପରିସରରେ ଚଳିତ…
Read More...

ରାଜ୍ୟ ସ୍ତରୀୟ ପୋଷଣ ପକ୍ଷ-୨୦୨୫ ପାଳନ; ନୂତନ ପ୍ରଶିକ୍ଷାର୍ଥୀ ନିବାସ, ତାଲିମ ଗୃହ ଉଦ୍‍ଘାଟିତ ।

ଭୁବନେଶ୍ୱର,୧୯/୦୪:ସମୃଦ୍ଧ ଓଡିଶା ଗଠନ ପାଇଁ ଓଡିଶାକୁ କୁପୋଷଣ ମୁକ୍ତ କରିବା ଆମର ପ୍ରାଥମିକତା । ଏଥିପାଇଁ ଅନେକ ଫଳପ୍ରଦ ଯୋଜନା କରାଯାଇଛି । ତେବେ ଏହାର ସଫଳତା ପାଇଁ ସାମୁହିକ ସଚେତନତା ଖୁବ୍ ଜରୁରୀ । ଆଜି ସ୍ଥାନୀୟ…
Read More...

ନବୀନଙ୍କୁ ଶୁଭେଚ୍ଛା ଜଣାଇଲେ ପୂର୍ବତନ ବିଧାୟକ ପ୍ରଣବ ।

ଭୁବନେଶ୍ବର/ଯାଜପୁର,୧୯/୦୪(ପିପିଟି): ବିଜେଡ଼ି ସଭାପତି ଭାବରେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଲେ ନବୀନ। ନବମ ଥର ବିଜେଡି ସଭାପତି ହେଲେ ନବୀନ ପଟ୍ଟନାୟକ। ବିଧିବଦ୍ଧ ଭାବେ ବିଜେଡି ସଭାପତିଙ୍କ ନାଁ ଘୋଷଣା କରାଯାଇଛି। ନାମ…
Read More...

ପୁରୀ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ଅନୁଷ୍ଠିତ ହେବା ନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ।

ଭୁବନେଶ୍ୱର,୧୮/୦୪:ଚଳିତ ବର୍ଷ ପୁରୀର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହିତ ଅନୁଷ୍ଠିତ ହେବା ପାଇଁ ଏକ ପ୍ରସ୍ତୁତି ବୈଠକ ଆଜି ଅପରାହ୍ନରେ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ…
Read More...

ଅବହେଳିତ ଅବସ୍ଥାରେ ଦୁର୍ବନ୍ଧ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ।

ହିଞ୍ଜିଳିକାଟୁ ୧୮/୦୪(ପିପିଟି): ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ହିଞ୍ଜିଳି ବିଧାୟକଙ୍କ ନିର୍ବାଚନ ମଣ୍ଡଳୀ ବିଷୟ କହିଲେ ନସରେ । ପୂର୍ବେ ନବୀନ ବାବୁଙ୍କ ନାମ ତଳକୁ ହେବ ବୋଲି କହି ବହୁ ଦୁର୍ନୀତି ହେଉଥିଲା ।…
Read More...