Browsing Category

ରାଜ୍ୟ ଖବର

ଜାଲ୍ ସାର୍ଟିଫିକେଟରେ ଚାକିରୀ, ଶିକ୍ଷକ ଦମ୍ପତିଙ୍କ ନାମରେ ଥାନାରେ ମାମଲା ରୁଜୁ ।

କବିସୂର୍ଯ୍ୟନଗର,୨୫/୧୨(ପିପିଟି):କବିସୂର୍ଯ୍ୟନଗର ଥାନାରେ ଜାଲ୍ ସାର୍ଟିଫିକେଟ ଦେଇ ଚାକିରୀ ଘଟଣାରେ ଶିକ୍ଷକ ଦମ୍ପତିଙ୍କ ନାମରେ ମାମଲା ରୁଜୁ ହୋଇଥିବା ଜଣାପଡିଛି । ଘଟଣା ସମ୍ପର୍କରେ ଜଣାପଡିଛି ଯେ ପୋଲସରା ବ୍ଲକ ଅନ୍ତର୍ଗତ…
Read More...

ରାତି ପାହିଲେ ବଡ଼ଦିନ, ଉତ୍ସବ ପାଳନ ପାଇଁ କନ୍ଧମାଳ ରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ।

କନ୍ଧମାଳ।, ୨୪/୧୨:(ପିପିଟି): ରାତି ପାହିଲେ ବଡ ଦିନ। ଏହାକୁ ଧୁମଧାମରେ ପାଳନ କରିବା ପାଇଁ ଚାଲିଛି ବିଭିନ୍ନ ସ୍ଥାନରେ ପ୍ରସ୍ତୁତି। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଧରାବତରଣ ପୂର୍ବରୁ ଖ୍ରୀଷ୍ଟ ଧର୍ମୀଙ୍କ ଦ୍ୱାରା ସମସ୍ତ…
Read More...

କବିସୂର୍ଯ୍ୟନଗର ପ୍ରେସ୍ କ୍ଲବର ୧୭ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ।

କବିସୂର୍ଯ୍ୟନଗର,୨୨/୧୨(ପିପିଟି):କବିସୂର୍ଯ୍ୟନଗର ପ୍ରେସ୍ କ୍ଲବର ୧୭ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ କନକ ମଞ୍ଜରୀ ପାଠାଗାର ଠାରେ ପ୍ରେସ୍ କ୍ଲବ ସଭାପତି ସମରଜିତ୍ ମହାନ୍ତିଙ୍କ ସଭାପତିତ୍ବରେ…
Read More...

୭୧ଥର ରକ୍ତଦେଲେଣି ସାମ୍ବାଦିକ ଜୟକୃଷ୍ଣ ।

ଭଞ୍ଜନଗର, ୨୦/୧୨. ଭଞ୍ଜନଗର ରକ୍ତ ଭଣ୍ଡାରରେ ରକ୍ତର ଅଭାବକୁ ଦୃଷ୍ଟିରେ ରଖି ଉତ୍କଳ ସାମ୍ବାଦିକ ସଂଘ ଓ ଲାଲସିଙ୍ଗି ଗ୍ରାମ ପଞ୍ଚାୟତର ମିଳିତ ସହଯୋଗରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୋଟ…
Read More...

ହିଞ୍ଜିଳି ଗସ୍ତରେ ୫-ଟି ଅଧ୍ୟକ୍ଷ ।

ହିଞ୍ଜିଳିକାଟୁ ,୧୬/୧୨ (ପିପିଟି ): ୫-ଟି ଅଧ୍ୟକ୍ଷ ଦୁଇଦିନିଆ ଗଞ୍ଜାମ ଗସ୍ତରେ ଆସି ହିଞ୍ଜିଳିରେ ବିଭିନ୍ନ ଅଞ୍ଚଳ ଗସ୍ତ କରିବା ସହ ଉନ୍ନୟନ ମୂଳକ ପ୍ରକଳ୍ପ ଗୁଡିକର ସମୀକ୍ଷା କରିଥିଲେ । ସୂଚନା ପ୍ରକାରେ ୫-ଟି ଓ ନବୀନ…
Read More...

ବାଲିଗୁଡା ସହରରେ ପ୍ରବଳ ଥଣ୍ଡା ସହ କୁହୁଡି , ୧୦ଡିଗ୍ରୀ ତଳକୁ ଖସିଲା ପାରଦ ।

ବାଲିଗୁଡା,୧୫/୧୨(ପିପିଟି): କନ୍ଧମାଳ ଜିଲ୍ଲା ସମେତ ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ଚଳିତ ବର୍ଷ ଶୀତ ଏକପ୍ରକାର ଲୁଚକାଳି ଖେଳୁଥିବା ବେଳେ ଶୀତ ଋତୁ ଆରମ୍ଭର ଦୀର୍ଘ ଦିନ ବ୍ୟବଧାନ ପରେ ଶୁକ୍ରବାର ପ୍ରବଳ ଥଣ୍ଡା ଅନୁଭୂତ…
Read More...

ମାର୍କ ବଢାଇ ବିଇଡି,ଶିକ୍ଷୟିତ୍ରୀଙ୍କ ଜାଲିଆତି ଧରାପଡିଲା; କାର୍ଯ୍ଯାନୁଷ୍ଠାନ ବିଳମ୍ବ।

କବିସୂର୍ଯ୍ୟନଗର,୧୪/୧୨(ପିପିଟି): ଗଞ୍ଜାମ ଜିଲ୍ଲାର ଜାଲ୍ ସାର୍ଟିଫିକେଟ୍ କାରବାରର ଆଉ ଏକ କାରନାମା ପଦାକୁ ଆସିଛି। ଜନୈକ ଶିକ୍ଷୟିତ୍ରୀ ତାଙ୍କର ମାର୍କ ବଢାଇ ନକଲି ସାର୍ଟିଫିକେଟ୍ ବଳରେ ବିଇଡି ପାଠ୍ଯକ୍ରମ ସମାପ୍ତ କରି…
Read More...

ମାଲ୍ୟବନ୍ତ ମହୋତ୍ସବ ନେଇ ପଥ ଉତ୍ସବ ।

ମାଲକାନଗିରି, ୧୩/୧୨(ପିପିଟି): ମାଲ୍ୟବନ୍ତ ମହୋତ୍ସବ ନେଇ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଛକ ଠାରୁ ଡିଏନକେ ଛକ ପର୍ଯ୍ୟନ୍ତ ପଥ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ…
Read More...

ଆମ ଗାଁ ଆମ ବିକାଶ ଯୋଜନାରେ ଗୋଟିଏ ଗୃହ ଅର୍ଦ୍ଧ ନିର୍ମିତ ଓ ଅନ୍ଯ ଗୋଟିଏ ଚୋରୀ ।

କବିସୂର୍ଯ୍ୟନଗର,୧୩/୧୨(ପିପିଟି):କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ଗୁଡିଆଳି ପଞ୍ଚାୟତର ଗୁଡିଆଳି ଗ୍ରାମରେ ଆମ ଗାଁ ଆମ ବିକାଶ ଯୋଜନାରେ ନିର୍ମିତ ଦୁଇଟି ପ୍ରକଳ୍ପ ମଧ୍ଯରୁ ଗୋଟିଏ ଅର୍ଦ୍ଧ ନିର୍ମିତ ଓ ଅନ୍ଯ ଗୋଟିଏ ଚୋରୀ…
Read More...

ଅଵ୍ୟବସ୍ଥା ଓ ବିପଦ ସଂକୁଳ ଅବସ୍ଥାରେ ପର୍ଯ୍ୟଟନ ସ୍ଥଳ ଶାଳିଆ ଡ୍ୟାମ ।

କୋଦଳା,୧୨/୧୨(ପିପିଟି):ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲାର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଶାଳିଆ ଡ୍ୟାମ! ସୌନ୍ଦର୍ଯ୍ୟର ମାନ୍ୟତା ପାଇଥିବା ଶାଳିଆ ଡ୍ୟାମ ଆଜି ସରକାରୀ କଳର ଅବହେଳା ହେଉ କିମ୍ବା ପର୍ଯ୍ୟଟକଙ୍କ ବେଖିଆଲ ମନୋଭାବ…
Read More...