Browsing Category
ଜାତୀୟ
ପରଲୋକରେ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗେଇ।
ଗୌହାଟୀ : ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କ ଦେହାନ୍ତ ହୋଇଛି। କିଛି ଦିନ ପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇ ଗୌହାଟୀର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । କରୋନା ଏବଂ ବହୁବିଧ ରୋଗରେ…
Read More...
Read More...
ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ବିଜୟୀ।
ଦୁବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ତ୍ରୟୋଦଶ ସଂସ୍କରଣର ଫାଇନାଲ୍ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସ ବିଜୟୀ। ୧୫୭ ରନ୍ର ବିଜୟ ଲକ୍ଷ୍ୟ ଦେଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ। ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍…
Read More...
Read More...
ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ।
ନୂଆଦିଲ୍ଲୀ: ୧୯୯୯ ମସିହାରେ କୋଇଲା ବ୍ଲକ ଆବଣ୍ଟନରେ ଅନିୟମିତତା ଓ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟଙ୍କୁ ସ୍ୱତନ୍ତ୍ର ସିବିଆଇ କୋର୍ଟ ଆଜି ୩ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ଓ…
Read More...
Read More...
ପରଲୋକରେ କେନ୍ଦ୍ରମନ୍ତ୍ରୀ ରାମ ବିଳାସ ପାଶ୍ବାନ ।
ନୂଆଦିଲ୍ଲୀ; କେନ୍ଦ୍ରମନ୍ତ୍ରୀ ରାମ ବିଳାସ ପାଶ୍ୱାନଙ୍କ ପରଲୋକ। ଗୁରୁବାର ଦିନ ତାଙ୍କର ମୃତ୍ୟୁ ହୋଇଥିବା ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଚିରାଗ ପାଶ୍ୱାନ । ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା । ରାମ ବିଳାସ!-->…
Read More...
Read More...
ବିହାର ନିର୍ବାଚନ ପାଇଁ ଏନଡିଏର ଆସନ ବୁଝାମଣା,ଜେଡିୟୁ ୧୨୨ ଓ ବିଜେପି ୧୨୧ ଆସନରେ ଲଢିବ ।
ନୂଆଦିଲ୍ଲୀ,୦୬/୧୦: ବିହାର ବିଧାନସଭା ନିର୍ବାଚନ ପାଇଁ ଏନଡିଏର ଆସନ ବୁଝାମଣା ଚୁଡାନ୍ତ ହୋଇଛି । ଜେଡିୟୁ ୧୨୨ ଓ ବିଜେପି ୧୨୧ ଆସନରେ ନିର୍ବାଚନ ଲଢିବ । ଜେଡିୟୁ ୧୨୨ ଆସନ ମଧ୍ୟରୁ ଜିତନ ରାମ ମାଂଝୀଙ୍କ ଏଚଏଏମକୁ ୭ଟି ଆସନ!-->…
Read More...
Read More...
ବିହାର ନିର୍ବାଚନ ପାଇଁ ମହାମେଣ୍ଟର ଆସନ ବୁଝାମଣା,ଆରଜେଡିକୁ ୧୪୪,କଂଗ୍ରେସକୁ ୭୦,ବାମଦଳକୁ ୨୯ ଆସନ ।
ପାଟଣା: ବିହାର ବିଧାନସଭା ନିର୍ବାଚନ ପାଇଁ ଆରଜେଡି,କଂଗ୍ରେସ ଓ ବାମଦଳ ମଧ୍ୟରେ ଆସନ ବୁଝାମଣା ଚୁଡାନ୍ତ ହୋଇଛି । ବିହାର ବିଧାନସଭା ୨୪୩ ଆସନ ପାଇଁ ଆରଜେଡିକୁ ୧୪୪,କଂଗ୍ରେସକୁ ୭୦,ସିପିଆଇ(ଏମଏଲ)କୁ ୧୯, ସିପିଆଇକୁ!-->…
Read More...
Read More...
ପରଲୋକରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶବନ୍ତ ସିଂ ।
ନୂଆଦିଲ୍ଲୀ : ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଯଶବନ୍ତ ସିଂଙ୍କ ଦେହାନ୍ତ ହୋଇଛି। ଯଶବନ୍ତ ସିଂ ୧୯୬୦ ରେ ସେନା ମେଜର ପଦରୁ ଇସ୍ତଫା ଦେଇ ରାଜନୀତିରେ ପ୍ରବେଶ କରିଥିଲେ । ଅଟଳ ବିହାରୀ ବାଜପେୟୀଙ୍କ!-->…
Read More...
Read More...
ଅତ୍ଯାବଶ୍ଯକ ସାମଗ୍ରୀ ତାଲିକାରୁ ହଟିଲା ଆଳୁ-ପିଆଜ ।
ନୂଆଦିଲ୍ଲୀ,୨୨/୦୯: ଅତ୍ଯାବଶ୍ଯକ ସାମଗ୍ରୀ ତାଲିକାରୁ ହଟିଲା ଆଳୁ-ପିଆଜ । ଆଜି ସଂସଦର ଉଭୟ ଗୃହରେ ଅତ୍ଯାବଶ୍ଯକ ସାମଗ୍ରୀ (ସଂଶୋଧନ)ବିଲ୍ ପାସ୍ ହୋଇଛି । ଏହା ଅନୁସାରେ ଏବେ ଖାଦ୍ଯ ଶସ୍ଯ,ଆଳୁ,ପିଆଜ,ଖାଇବା ତେଲ ଭଳି ଜିନିଷ!-->…
Read More...
Read More...
ଦେଶରେ ନୂଆ ସଂକ୍ରମିତ ସଂଖ୍ୟା ୯୩,୩୩୭; ୨୪ ଘଣ୍ଟାରେ ସୁସ୍ଥ ୯୫,୮୮୦ ଏବଂ ମୃତ ସଂଖ୍ୟା ୧୨୪୭ ।
ନୂଆଦିଲ୍ଲୀ,୧୯/୦୯; ଦେଶରେ ଦୈନିକ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଶନିବାର ସୁଦ୍ଧା ନୂତନ ଆକ୍ରାନ୍ତ ୯୩,୩୩୭ ଚିହ୍ନଟ ହୋଇଥିବା ବେଳେ,ସୁସ୍ଥ ସଂଖ୍ୟା ୯୫,୮୮୦ ଏବଂ ୧୨୪୭ ସଂକ୍ରମିତଙ୍କ!-->…
Read More...
Read More...
ଦେଶରେ ନୂଆ ସଂକ୍ରମିତ ସଂଖ୍ୟା ୯୬,୪୨୪; ୨୪ ଘଣ୍ଟାରେ ସୁସ୍ଥ ୮୭,୪୭୨ ଏବଂ ମୃତ ସଂଖ୍ୟା ୧୧୭୨ ।
ନୂଆଦିଲ୍ଲୀ,୧୮/୦୯; ଦେଶରେ ଦୈନିକ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଶୁକ୍ରବାର ସୁଦ୍ଧା ନୂତନ ଆକ୍ରାନ୍ତ ୯୬,୪୨୪ ଚିହ୍ନଟ ହୋଇଥିବା ବେଳେ,ସୁସ୍ଥ ସଂଖ୍ୟା ୮୭,୪୭୨ ଏବଂ ୧୧୭୪ ସଂକ୍ରମିତଙ୍କ!-->…
Read More...
Read More...