Browsing Category

ଜାତୀୟ

ରାଷ୍ଟ୍ରପତି ଙ୍କୁ ଭେଟିବେ ବାଲ୍ୟବନ୍ଧୁ ଗୌରୀ ମଲ୍ଲିକ।

ବୋଲଗଡ଼,୨୪/୧୧(ପିପିଟି): ବେଗୁନିଆ ବ୍ଲକ ଅନ୍ତର୍ଗତ ଦୁର୍ଗାପୁର ଗ୍ରାମର ଗୌରୀ ମଲ୍ଲିକ। ସେ ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ବାଲ୍ୟ ବନ୍ଧୁ ଅଟନ୍ତି । ଦୀର୍ଘ ୫୦ ବର୍ଷ ପରେ ଭେଟ ହେବାକୁ ଯାଉଛନ୍ତି…
Read More...

ରାହୁଲ ଗାନ୍ଧିଙ୍କ ଦୋଷୀ ସାବ୍ୟସ୍ତ ଉପରେ ସୁପ୍ରିମକୋର୍ଟଙ୍କ ସ୍ଥଗିତାଦେଶ ରାଜନୈତିକ ଦୃଷ୍ଟିରୁ ଅତି ଗୁରୁତ୍ୱପୂର୍ଣ୍ଣ ।

ନୂଆଦିଲ୍ଲୀ,୦୪/୦୮:'ମୋଦି-ଚୋର' ମାନହାନି ମାମଲାରେ ରାହୁଲ ଗାନ୍ଧିଙ୍କୁ ଦୋଷୀ ସାବ୍ୟସ୍ତ କରିବା ଉପରେ ସୁପ୍ରିମ୍ କୋର୍ଟଙ୍କ ସ୍ଥଗିତାଦେଶ ଆଜିର ଫାସିବାଦୀ ପରିପ୍ରେକ୍ଷୀରେ ଉଲ୍ଲେଖନୀୟ । ନିମ୍ନ ଅଦାଲତଙ୍କ ରାୟରେ ରାହୁଲ…
Read More...

କନ୍ଧମାଳ ହଳଦୀ ଦେଖି ଖୁସି ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ, କଫି ପ୍ୟାକେଟ୍‌ ବି କିଣିଲେ ।

କନ୍ଧମାଳ,୧୯/୦୨(ପିପିଟି):କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ବିଭିନ୍ନ ଅଞ୍ଚଳରେ ଅନସୂଚିତ ଜନଜାତି ବସବାସ କରୁଛନ୍ତି। ଏହି ଜିଲାର ହଳଦୀ ସମଗ୍ର ବିଶ୍ୱ ଦରବାରରେ ପରିଚିତ ରହିଥିବା ବେଳେ ଜୈବିକ ପଦ୍ଧତିର ହଳଦୀ ପାଇଁ ବିଶ୍ୱ…
Read More...

୬ଟି ରାଜ୍ୟର ୭ଟି ବିଧାନସଭା ନିମନ୍ତେ ନଭେମ୍ବର ୩ ରେ ଉପନିର୍ବାଚନ।

ନୂଆଦିଲ୍ଲୀ: ୬ଟି ରାଜ୍ୟର ୭ଟି ବିଧାନସଭା ନିମନ୍ତେ ନଭେମ୍ବର ୩ ତାରିଖରେ ଉପ-ନିର୍ବାଚନ ହେବ ବୋଲି ଆଜି ସମୟ-ସୂଚୀ ଘୋଷଣା କରି ଭାରତର ନିର୍ବାଚନ କମିସନ କହିଛି। ଏହାର ୩ ଦିନ ପରେ ଭୋଟ୍‌ ଗଣନା କରାଯିବ ବୋଲି ମଧ୍ୟ…
Read More...

ଆର ଏସ୍ ଏସ୍ ଫାସିବାଦକୁ ଉତଖାତ କରିବା ପାଇଁ ସି.ପି.ଆଇ (ଏମ୍ -ଏଲ୍) ରେଡ ଷ୍ଟାର ୧୨ତମ ମହା ଅଧିବେଶନର ଆହ୍ବାନ ।

କୋଜିକୋଟ,ତା୦୧/୧୦: ଆରଏସଏସ ଫାସିବାଦକୁ ଉତଖାତ୍ କରିବା ପାଇଁ ସି.ପି.ଆଇ (ଏମ୍-ଏଲ୍) ରେଡଷ୍ଟାର ଆହ୍ବାନ ଦେଇଛି । ସେପ୍ଟେମ୍ବର ୨୪ ରୁ ୨୯ ପର୍ଯ୍ୟନ୍ତ ଶିବରାମ୍-ଶର୍ମିଷ୍ଠା ହଲ୍ (ଏସ୍.କେ ପୋଟେକଡ୍ ହଲ୍) ଠାରେ ଆୟୋଜିତ…
Read More...

ଜଗଦୀପ ଧନଖଡ ଉପରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି।

ନୂଆଦିଲ୍ଲୀ,୦୬/୦୮: ଜଗଦୀପ ଧନଖଡ଼ ଭାରତର ଉପରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି । ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଶନିବାର ଭୋଟଗ୍ରହଣ ହୋଇଥିବାବେଳେ ସଂଧ୍ୟାରେ ଫଳାଫଳ ଘୋଷଣା କରାଯାଇଥିଲା ।ଧନଖଡ଼ଙ୍କୁ ଏନଡିଏ ପକ୍ଷରୁ…
Read More...

ଉପଖଣ୍ଡ ପ୍ରଶାସନ ତରଫରୁ ଖୋଲିଲା ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ ।

ଭଞ୍ଜନଗର,୧୭/୦୭(ପିପିଟି): ଲଗାଣ ବର୍ଷାରେ ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ବିଭିନ୍ନ ନଦୀ, ନାଳ ଓ ଜଳଭଣ୍ଡାରରେ ଜଳସ୍ତର କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ତଳ ମୁଣ୍ଡରେ ବାସ କରୁଥିବା ଲୋକମାନେ ସମ୍ଭାବ୍ୟ ବନ୍ୟା…
Read More...

ପରଲୋକରେ ସଙ୍ଗୀତ ନିର୍ଦ୍ଦେଶକ ବାପି ଲାହିରୀ।

ମୁମ୍ବାଇ:ସଙ୍ଗୀତ ନିର୍ଦ୍ଦେଶକ ବାପି ଲାହିରୀଙ୍କ ୬୯ ବର୍ଷରେ ମୁମ୍ବାଇର ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି । ଗତବର୍ଷ ସେ କରୋନା ଆକ୍ରାନ୍ତ ହୋଇଥିଲେ । ଏହା ପରଠାରୁ ଶଯ୍ୟାଶାୟୀ…
Read More...

ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା,ଜୀବନ ରକ୍ଷା ଉପରେ ମୁଖ୍ୟମନ୍ତ୍ରୀଙ୍କ ସର୍ବାଧିକ ଗୁରୁତ୍ବ ।

ନୂଆଦିଲ୍ଲୀ,୨୬/୦୯: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଯୋଗେ ଦିଲ୍ଲୀରୁ ବାତ୍ୟା ଗୁଲ୍‌ଆବ ର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରିଥିଲେ । ଏହି ଅବସରରେ…
Read More...

ଅରୁଣାଚଳ ପ୍ରଦେଶରେ ଭୂକମ୍ପ ଅନୁଭୂତ।

ନୂଆଦିଲ୍ଲୀ ୨୫୵୦୯: ଅରୁଣାଚଳ ପ୍ରଦେଶରେ ଶନିବାର ଭୂକମ୍ପ ଝଟକା ଅନୁଭବ ହୋଇଥିବା ନେଇ ଖବର ମିଳିଛି। ପାଙ୍ଗିନ ସହରରେ ସକାଳ ୧୦ଟା ୧୧ରେ ଲୋକେ ଭୂକମ୍ପ ଝଟକା ଅନୁଭବ କରିଛନ୍ତି। ଲୋକେ ଭୟଭୀତ ହୋଇ ତୁରନ୍ତ ନିଜ ଘରୁ ବାହାରକୁ…
Read More...