Browsing Category

ସାହିତ୍ୟ

***ମାଂସର ବିଳାପ***

ଏବେ ମଦ, ମାଂସ,ଜୁଆ ଓ ସୁନ୍ଦରୀ ବେଶ୍ୟା କିଛି ବ୍ଯକ୍ତି ବିଶେଷଙ୍କର ଆଭିଜାତ୍ୟର ଉପାଦାନ ବୋଲି ବିବେଚନା କରନ୍ତି। ଯେତେବେଳେ ହାତ ରେ ଗୁଡାଏ ଅର୍ଥ ଆସିଯାଏ, ସେହି ଧନାଢ୍ଯ ବ୍ୟକ୍ତିଟି ଖରାପ ମାର୍ଗରେ ଟଙ୍କା ଅପଚୟ କରିବାକୁ…
Read More...

***ମୁଁ ଓ ମଧୁମେହ***

ବୟସ ଷାଠିଏ ପାର । ଆଠ ବର୍ଷ ତଳୁ ବ୍ଲଡ ସୁଗାର । ନିତି ଦିନ ବଟିକା ଗିଳା ଆଉ ସକାଳ ହେଉ କି ସଂଧ୍ୟା ରେ ଅଧଘଣ୍ଟାଏ ଚାଲିବା। ଠିକ୍ ସମୟରେ ଜଳ ଖିଆ ଖାଇବା । ଦିନରେ ଉଷୁନା ଭାତ, ରାତିରେ ଦି ଖଣ୍ଡ ରୁଟି ଖାଇବା,ତେଲ ମସଲା କମ,…
Read More...

***ପ୍ରେମ ଋତୁ***

କି ସୁନ୍ଦର ଆମ୍ବ ଗଛ ଆମ୍ବ ବକୁଳ କୁହୁ କୁହୁ ତାନେ ଡାକ ଛାଡେ କୋକିଳ...!! ବସନ୍ତ ଆସିଲା ବୋଲି ହୋଇଲା ଜ୍ଞାତ ଡାଳେ ଡାଳେ ହୋଲାଣି ପୁଷ୍ପ ବିକଶିତ...!! ନବପଲ୍ଲବରେ ବିମଣ୍ଡିତ ପାଦପ ସବୁଜ ସୁନ୍ଦର ବନ ହରେ…
Read More...

***ଯାହା ଥିଲା ହସ***

ଯାହା ଥିଲା ହସ ଓଠରେ ମୋହର ସବୁ ତ ଛଡାଇ ନେଲୁ..... ଯାହା ଥିଲା ସୁଖ ଶିରୀ ଥିଲା ମୋ ଜୀବନେ ଲୁହରେ ଭସାଇ ଦେଲୁ ରେ କାଳିଆ ଦାଣ୍ଡର ଭିକାରୀ କଲୁ....(ଘୋଷା) ଜାଣି ମୁଁ ନଥିଲି କପଟିଆ ବୋଲି ଭଗାରି ହସା ତୁ କଲୁ....…
Read More...

***ଜଗନ୍ନାଥ ନାମ ସଂସାରେ ସାର***

ଜଗନ୍ନାଥ ନାମ ସଂସାରେ ସାର ଭଜୁଥାରେ ମନ ଭଜୁଥା.... ଏ ଭବ ସାଗରୁ କରିବେ ଉଦ୍ଧାର ହରି ନାମ ସଦା ଗାଉଥା...!! ଏହି କଳିକାଳ ରୀତି ବିପରିତ ସବୁ ମାୟା ମୋହ ଜାଣିଥା.... ଯାହାକୁ ଭରସା କରିବୁ ଧନରେ ସେହି ଛେଦିବ ତୋ…
Read More...

***ହଳଦୀ ବସନ୍ତ***

ହଳଦୀ ବସନ୍ତ ବସନ୍ତେ ଉଭା ପାଦପ ଶାଖାରେ ପାଉଛି ଶୋଭା..!! ରଙ୍ଗ ହଳଦିଆ ତା ଟିକି ଡେଣା ସୁମନ ଗୁଛରେ ଖୋଜେ ଠିକଣା..!! ଚଞ୍ଚୁ ଘଷୁଥାଏ ସୁମନେ ଉଡି ଟିକି ଟିକି ଡେଣା ଦିଅଇ ଝାଡି... !! ପଲ୍ଲବ ଗହଳେ ଲୁଚାଇ ଦେହ…
Read More...