Browsing Category

ସାହିତ୍ୟ

ଭାରତୀୟ ସଂବିଧାନର ଜନକ ଡଃ ବାବା ସାହେବ ଆମ୍ବେଦକର ।

ଭାରତୀୟ ସଂବିଧାନର ପ୍ରଣେତା ତଥ ଭାରତୀୟ ସଂବିଧାନର ଜନକ,ମହାନସମାଜସଂସ୍କାରକ,ଦଳିତ,ପତିତ,ଅବହେଳିତ, ନିସ୍ପେଷିତ ସମାଜର ତ୍ରାଣ କର୍ତ୍ତା,ବୋଧିସତ୍ବ,ମାନବବାଦୀ,ଭାରତ ରତ୍ନ ଡଃ ଭୀମରାଓ ରାମଜୀ ଆମ୍ବେଦକର ବିଶ୍ବ ଦରବାରରେ ଏକ…
Read More...

***ପ୍ରେମିକା ପାଇଁ ପଦେ***

ତୁମେ ଯଦି ଭୁଲି ଯାଇ ଆଉ କାହାର ହୋଇବ.... ଲୁହର ଲହଡ଼ି ଭାଙ୍ଗି ନଈ ହୋଇ ବୋହିବ....!! ଅତିତର ସବୁ କଥା ସ୍ମୃତି ହୋଇ ନାଚିବ ପଥର ଛାତିଟା ମୋର ଚୁନା ଚୁନା ହୋଇବ....!! ତୁମେ ଯେବେ ଯିବ ଚାଲି ଏକା ଏକା ଲାଗିବ ଚିର…
Read More...

*** ଗୋଲାପ***

କଣ୍ଟା ଥିଲେ ଥାଉ ସର୍ବାଙ୍ଗେ ତାହାର ଗୋଲାପକୁ କାହିଁ ଭଲ ଲାଗେ.... ସେ ଗୋଲାପ ନେଇ ମନ କଥା କହି ଦେଇଥାଏ ପ୍ରିୟା ହସ୍ତେ ଆଗେ....!! କାଣ୍ଟା ପୋଡ଼ା ସହି ଯନ୍ତ୍ରଣାକୁ ବହି ପ୍ରେମ ଅନୁରାଗ ପ୍ରକାଶଇ.... ହସ୍ତରେ ଧର…
Read More...

ସଂସ୍କୃତ ଭାସ୍କର ସମ୍ମାନ ପାଇଲେ ସଚ୍ଚିଦାନନ୍ଦ।

ଭଞ୍ଜନଗର, ୩୧/୦୩(ପିପିଟି):ସଦାଶିବ ପରିସର ପୁରୀ ଠାରେ ରବିବାର ବିଶ୍ୱ ସଂସ୍କୃତ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଏଥିରେ ସଂସ୍କୃତ ଭାଷାର ଉନ୍ନତି ଏବଂ ପ୍ରଚାର ଓ ପ୍ରସାର ନିମନ୍ତେ ଅହରହ ଉଦ୍ୟମ କରିଥିବା ଓଡ଼ିଶାର ୩୦ଜଣ…
Read More...

ମହାନ ସ୍ବାଧୀନତା ସଂଗ୍ରାମୀ ଶହୀଦ ବୀର ଲକ୍ଷ୍ମଣ ନାୟକ ।

ମହାନ ସ୍ବାଧୀନତା ସଂଗ୍ରାମୀ ଲକ୍ଷ୍ମଣ ନାୟକ ଅବିଭକ୍ତ କୋରାପୁଟ ଜିଲ୍ଲାର ତେନ୍ତୁଳି ଗୁମ୍ମା ଠାରେ ୧୮୯୯ ମସିହା ନଭେମ୍ବର ୨୨ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ।ତାଙ୍କ ବାପାଙ୍କ ନାମ ପଦଲାମ ନାୟକ । ପଦଲାମ ନାୟକ ଥିଲେ…
Read More...

***ବିରହ ମୁହୂର୍ତ୍ତ***

ଜହ୍ନ ଏଠି ଢାଳେ ଜ୍ୟୋତ୍ସ୍ନାର ଜୁଆର ମହ ମହ ଫୁଲର ମହକେ ବିଭୋର ବସନ୍ତ ହେଲେ ମନ ଉପବନ ପତ୍ର ଝଡା ମୋର ରାତି ଏଠି ଶୂନ୍ୟ ଶାନ୍ କିନ୍ତୁ ! କୋଳାହଳ ଆତ୍ମା କାହାର ରୂପ ଲାବଣ୍ୟରେ.....!! କବଳିତ ନେତ୍ରେ ଆଜି…
Read More...

***ଆନନ୍ଦ***

ଦେଖ କେମିତି ଝରି ପଡୁଛି ଆନନ୍ଦ ଏଠି ଯେଉଁଠି ଭୋକିଲା ପେଟକୁ ଯୋଗାଏ ଯେ ଦୁଇ ପଟ ରୁଟି....!! ଦେଖ କେମିତି ଝରି ପଡୁଛି ହସ ଓଠେ ଅନାବୃତ୍ତ ଜୀର୍ଣ୍ଣ ବାସକୁ ଫେଡି ଅନାବିଳ ସ୍ନେହେ ଅର୍ପି ଦେଉଛି କିଏ ନବ ବସ୍ତ୍ର…
Read More...

***ସ୍ବାଭିମାନ***

ପ୍ରତ୍ୟେକ ମଣିଷର କିଛି ନା କିଛି ସ୍ବାଭିମାନ ରହିଛି। ସ୍ବାଭିମାନ ହେଉଛି ମଣିଷର ପୁଞ୍ଜି। ଯାହାର ସ୍ବାଭିମାନ ନାହିଁ, ସମାଜରେ କିଛି ପରିବର୍ତ୍ତନ ହେବ ନାହିଁ। କିବା ଗତାନୁଗତିକ ରୀତିରେ ଚାଲିଥିବା ଚଳଣି ର ପରିମାର୍ଜି ହେବ…
Read More...

***ପଖାଳ ଖିଆ***

ପଖାଳ ଖିଆର ମଜା ପାଖରେ ଗୁଡ଼ାଏ ଭଜା । ଘରଣୀ ହାତର ରନ୍ଧା ହୃଦୟ ପଡ଼ିଛି ବନ୍ଧା । ଗ୍ରୀଷମ ପ୍ରବେଶ ହେଲା ପଖାଳେ ଚିତ୍ତ ବଳିଲା । ଖଟା ଦହି ସାଥେ ପ୍ରୀତି ତୋରାଣି ତୃଷା ର ସାଥୀ । ଲେମ୍ବୁ କାକୁଡିର ମେଳ ଭାଙ୍ଗେ…
Read More...