Browsing Category

ସାହିତ୍ୟ

“ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରିୟସୀଂ”, ମାତୃ ଦିବସରେ ‘ମା’ (ବୋଉ) ବ୍ୟକ୍ତ କରିବା…

ବୋଲଗଡ଼,୧୨/୦୫(ପିପିଟି): 'ମା' ଶଦ୍ଦ ଟିକୁ ଲେଖିବା ଓ କହିବା ଶଦ୍ଦ କୋଷରୁ ଗୋଟିଏ ଶବ୍ଦ ଆବଶ୍ୟକ ପଡିଥାଏ 'ମା', 'ମା' ଆମ ବିଶ୍ବାସ 'ମା' ଆମର ନିଶ୍ୱାସ। ସେହି 'ମା' ର ମମତା, ତ୍ୟାଗ, ବଳିଦାନ ଓ ତପସ୍ୟା ପାଇଁ ମଣିଷ ବଡ ହୋଇ…
Read More...

***ଗ୍ରୀଷ୍ମେ ଅନୁଚିନ୍ତା***

କୋଇଲି କଣ୍ଠରୁ ଝରୁ ନାହିଁ ଆଉ କୁହୁ କୁହୁ ମିଠା ସ୍ବର.... ଗ୍ରୀଷମ ବିଷମ ତାତି ଅତିଶୟ ଶୁଖିଲାଣି ବନୁ ଝର....!! ମରିଲାଣି ଯେତେ ପାଦପ ସକଳ ଲଣ୍ଡିତ ପର୍ବତ ମାଳ.... ଗ୍ରାସିଲାଣି ସର୍ବ ତରୁ ଲତା ଗୁଳ୍ମ କରାଳ…
Read More...

***ମାନବ କର୍ମ***

ମୃତ୍ୟୁର ପଞ୍ଝାରୁ କିଏ ବା ଖସିବ ମୃତ୍ଯୁ ଦିନେ ନେବ କୋଳେଇ.... କାହିଁ ପାଇଁ ନର କରେ ଅହଂକାର ଦୁଇ ଦିନ ପାଇଁ ବଡେଇ....!! ପର ବିତ୍ତେ ଚିତ ବଳାଏ ବହୁତ ପରସ୍ବ ହରଣେ ପାଏ ଶାନ୍ତି.... ଠୁଳ କରେ ଧନ ନଦିଏଟି ଦାନ…
Read More...

***ବିଚିତ୍ର ଭୂଖଣ୍ଡ***

କି ବିଚିତ୍ର ଏ ଦେଶ ପ୍ରତି ପଦ ପଦରେ ବଦଳି ଯାଏ ଭାଷା ପୋଷାକ, ଆଚାର ବିଚାର ଆଉ ସଂସ୍କୃତି.....!! ଏତେ ଭାଷା..... ପରସ୍ପର ଅବୁଝା ପୁଣି କଥିତ କେଉଁଠି ଲିଖିତ ଆଜି ବି ଲିପି ଶୂନ୍ୟ ଭାଷା ବଞ୍ଚିଛି ପିଢ଼ି ପରେ…
Read More...

***ଆମ ଅକ୍ଷୟ ତୃତୀୟା***

ଚାଷୀ ପୁଅ ମୁଣ୍ଡେ ଧରି ଅକ୍ଷିମୁଠି ଧାନ ଟୋକେଇରେ ଲଗାଇଛି ସିନ୍ଦୁର ଚନ୍ଦନ ।୧। ସୁଦ୍ଧ ସ୍ନାନ କରି ପିନ୍ଧି ଅଛି ଧଳା ଧୋତି ମୁଣ୍ଡେ ବାନ୍ଧିଣ ପଗଡ଼ି ଚଳଇ ଝଟତି ।୨। ଯୋଡି ବଳଦ ସହିତ ଲଙ୍ଗଳ ଯୁଆଳି ଯୋଚିଛି ପଘାରେ କଷି…
Read More...

***ଶ୍ରମିକ***

ମନ୍ଦିର,ମସଜିଦ୍ ହେଉ ଗୁରୁଦ୍ବାର ଶ୍ରମିକର ହାତେ ଗଢା.... ନବଶ୍ଚୁମ୍ଭି ଅଟ୍ଟାଳିକା,ପକ୍କା ରାସ୍ତା ନିର୍ମାଣେ ଶ୍ରମିକ ଛିଡା....!! ବିନା ଶ୍ରମିକରେ କଳକାରଖାନା ଚାଲିବ କି ଦିନେ କୁହ..... ଶ୍ରମଦାନ କରିବାରୁଏହି ଦେଶ…
Read More...

***ନିରବ ଝଡ଼***

ଓଠ ସିନା ଗୋରୀ କହେ ନାହିଁ କଥା ନିରବ ନିଶବ୍ଦ ଭାବ.... ମନଟା ତୁମକୁ ମରୁଥାଏ ଝୁରି ନିରବେ କଲ୍ଲୋଳ ରାବ...!! ତୁମକୁ ଦେଖିଲା ପରେ ହୃଦୟରେ ବହୁଛି ନିରବ ଝଡ଼.... ତୁମେ ଯଦି ଗୋରୀ ହସି ଦେବ ଚାହିଁ ଫୁଟି ଯିବ ଫୁଲ…
Read More...

***ସରିନି ପ୍ରେମ***

ଫୁଲ ହସେ କି ନାହିଁ ଜଣା ନାହିଁ ଫୁଟି ଗଲେ ହସ ହସ ଲାଗେ ଫୁଲ ଡାକେ କି ନ ଡାକେ ଜଣା ନାହିଁ ଭଅଁର ଆପେ ଆପେ ଆସେ ଏମିତି ନିରବରେ ପ୍ରେମ ଚାଲିଛି ପରସ୍ପର ନା ଅଛି ଆପତ୍ତି ନା ଅଭିଯୋଗ....!! ମଣିଷର ପ୍ରେମ ବ୍ୟତିକ୍ରମ…
Read More...

***ଜଳଦାନ***

ଜଳ ହିଁ ଜୀବନ ଜଳ ହିଁ ଅମୃତ ଜଳ ବିନା ସୃଷ୍ଟି ନାଶ... ଜଳ ଦାନ କଲେ ମହା ପୂଣ୍ୟ ମିଳେ ଜଳ ହିଁ ସରସ ରସ....!! ସାଗରରେ ଜଳ ଭରେ ବରଷାରେ ମିଳନ ସମଗ୍ର ନଈ.... ମେଘରୁ ବରଷା ବୁନ୍ଦା ଧରଣୀଧର ଓଠକୁ ଚୁମ୍ବଇ ଯାଇ....!!…
Read More...

***ବାସ୍ନା***

ତୋ ମୋ ଭିତରେ ଗଢି ଉଠୁଥିବା ସଂପର୍କ ଇ ପ୍ରେମ ନିକଟରୁ ଅତି ନିକଟତର ହେଉଥିବା ମନ ଇ ଭଲ ପାଇବା ଶୂନ୍ୟତା ଅନୁଭବୁଥିବା ହୃଦୟ ଇ ବିରହ ବେଦନା...!! ଏବେ ଆଉ ଏକା ଏକା ଜୀଇଁବା ବଡ଼ କଠିନ,ଯୋଉ ଦିନ ଏହି ଆଖି ଅଟକି ଗଲା…
Read More...