Browsing Category

ସାହିତ୍ୟ

***ବସନ୍ତ ଦେଲାଣି ମୃଦୁ ପରଶ***

କି ଦେଖିଲା ନେତ୍ର ନବୀନ ଛବି ଧୀରେ ଯା ନ ବର୍ଣ୍ଣି ପାରିବ କବି...!! ନିର୍ମଳ ଅମ୍ବର ଜଳଦ ଶୂନ୍ୟ ଦୂରୁ ଶୋଭାଵନ ଗିରି କାନନ....!! ପ୍ରଭାତେ ଶୀତଳ ସ୍ପର୍ଶିତ ତନୁ କୋମଳ କର ଢାଳେ ବାଳ ଭାନୁ....!! ସୁନେଲୀ କିରଣ ଲାଗି…
Read More...

***ଭାରି ଶୀତ***

ଏବେ ଭାରି ଶୀତ ସଂଜ ହେଉ ହେଉ ଧୂଆଁଳିଆ ଦିଗବଳୟ ପକ୍ଷୀ ମାନେ ତରବରେ ନୀଡ଼ ବାହୁଡା଼ ସଭିଏଁ ନିରବ...!! ଆଗତୁରା ବେଳ ଘଡିଏ ଥାଉଣୁ ସୂର୍ଯ୍ୟ ଲୁଚି ଯାଉଛି ପର୍ବତ ଉହାଡରେ... ବୋଧେ ଶୀତ ସହିତ ଭିତିରିଆ ଚୁକ୍ତି…
Read More...

***ଭକତ ହୃଦ ଚନ୍ଦନ ହେ ଚକାନୟନ***

ଭକତ ହୃଦ ଚନ୍ଦନ ହେ ଚକାନୟନ ଚତୁର୍ଦ୍ଧାମୂରତି ଦେଖି ଭବୁ ମୁକ୍ତି ହେବି ମୁହିଁ ଅନୁକ୍ଷଣ ହେ କଳାବଦନ...(ଘୋଷା) ତୁମେ ତ ଭକତ ଭାବରେ ବନ୍ଧା ହେ ଭକତ ଆପଣା ଜନ.... ଭକତ ଦେହରେ ଧୂଳି ପଡିଗଲେ ପ୍ରକମ୍ପିତ ସିଂହାସନ....…
Read More...

***ବଂଶୀ ସ୍ବନ ଶ୍ରୁତି***

ବଂଶୀ ସ୍ବନ ଶ୍ରୁତି ମଧୁର କରଇ ଆଉ ସ୍ବର ସବୁ ତୁଚ୍ଛ ଗୋ... କଳା କାହ୍ନୁ ନୃତ୍ୟ ତ୍ରିଭଙ୍ଗିମା ଠାଣି ଆଉ ଯେତେ ନୃତ୍ୟ ପଛ ଗୋ...!! ଏତେ କଳା କାହୁଁ ପାଇଲା କହ୍ନେଇ ସ୍ତମ୍ବନ ମୋହନ ଯାଦୁ ଗୋ.... ଯାହା ସେ ଇଛିଲା ତାହା…
Read More...

***ଦୁଃଖି ଶ୍ୟାମ ନାମ***

ଦୁଃଖି ଶ୍ୟାମ ନାମ ବହିଣ ଆପଣ କେଉଁ ଦୁଃଖୀ ଦୁଃଖ ନାଶିଲ..... ପତିତ ପାବନ ବାନା ଉଡାଇଣ କେଉଁ ପତିତକୁ ତାରିଲ.... ଆହେ ଜନାର୍ଦ୍ଦନ.... ତୁମେ ଲଗାଇଛ ଭାବ ଅକାରଣ....!! ତୁମ୍ଭେ ରହିଅଛ ବଡ ଦେଉଳରେ ଷାଠିଏ ପଉଟି…
Read More...

***ବଦଳିଲା ଗାଁ ମୋର***

ମୋ ଗାଁ ରେ ନାହିଁ ମାଟି ରାସ୍ତା ଆଉ ବର୍ଷା ଦିନେ ପାଦ-କାଦ... ପକ୍କା ସଡକରେ ଯାତାୟାତ ଆଜି ଗାଡି ମଟର ର ଶବ୍ଦ....!! ଗାଁ ରେ ବିଜୁଳି ରାତି ଲାଗେ ଦିନ ନାହିଁ କିରୋସିନି ବତୀ.... ଖରା ଦିନେ ଫ୍ୟାନ୍ ଘୂରେ ରାତି ଦିନ…
Read More...